ଟି-୨୦ମ୍ୟାଚରେ ଭାରତର ଦମଦାର ବିଜୟ : ହିରୋ ବନିଲେ ରୋହିତ ଶର୍ମା
ନୂଆଦିଲ୍ଲୀ : ପୁଣିଥରେ ଏକ ବିଜୟ ହାସଲ କରିଛି ଭାରତ। ଇଂଲଣ୍ଡକୁ ୭ ୱିକେଟ୍ରେ ହରାଇ ସିରିଜ କବଜା କରିଛନ୍ତି ବିରାଟ ଆଣ୍ଡ କୋ। ଏହି ବିଜୟ ସହ ୩ ଟିକିଆ ସିରିଜକୁ ୨-୧ ରେ ଜିତିଛି। ଇଂଲଣ୍ଡର ୧୯୯ ରନ ଟାର୍ଗେଟକୁ ପିଛା କରୁଥିବା ମେନ ଇନ୍ ବ୍ଲୁ ୮ଟି ବଲ୍ ବାକି ଥାଇ ଟାର୍ଗେଟ ହାସଲ କରିଥିଲା।…