୯୭ ସାଂସଦଙ୍କ ଅନୁପସ୍ଥିତିରେ ଲୋକସଭାରେ ପାସ୍ ହେଲା ୩ ଅପରାଧିକ ବିଲ୍
ଲୋକସଭାରେ ପାସ୍ ହୋଇଛି ଅପରାଧିକ ଆଇନ ସହ ଜଡ଼ିତ ୩ଟି ବିଲ୍। ଅପରାଧିକ ସଂଶୋଧନ ବିଲ୍ ଉପରେ ଆଲୋଚନା ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ବିବୃତ୍ତି ସମୟରେ ଗୃହରେ ମୋଟ ୯୭ ଜଣ ବିରୋଧୀ ସାଂସଦ ଅନୁପସ୍ଥିତ ଥିଲେ। ଗୃହରୁ ସେମାନଙ୍କୁ ସସ୍ପେଣ୍ଡ କରାଯାଇଛି। ବର୍ତ୍ତମାନ ନୂଆ ଅପରାଧିକ…