Below header
Browsing Tag

crocodile attack

ବାପା ସାମ୍ନାରେ ବର୍ଷକର ପୁଅକୁ ଗିଳିଦେଲା କୁମ୍ଭୀର, ନଈ ମୁଣ୍ଡରେ ବସି ପୁଅକୁ ଝୁରୁଛି ବାପା

ମାଲେସିଆରେ ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ବ୍ୟକ୍ତିଙ୍କ ସାମ୍ନାରେ ବର୍ଷକର ପୁଅ ଜୀବନ୍ତ ଗଳିଦେଲା କୁମ୍ଭୀର। ଏହି ଘଟଣାରେ ବ୍ୟକ୍ତି ଜଣକ ଗୁରୁତର ଆହତ ହୋଇଛନ୍ତି। ବାପା ପୁଅ ନଦୀରେ ଏକ ଡଙ୍ଗାରେ ବସି ମାଛ ଧରୁଥିବା ବେଳେ ଏପରି ଅଘଟଣ ଘଟିଛି। ଏହି ହୃଦୟ ବିଦାରକ…

ଶୌଚ ହେବାକୁ ଯାଇଥିବା ବେଳେ ବ୍ରାହ୍ମଣୀ ନଦୀରୁ ଝାମ୍ପିନେଲା କୁମ୍ଭୀର, ଅଳ୍ପକେ ବର୍ତ୍ତିଲା ଜୀବନ

କେନ୍ଦ୍ରାପଡା(କେନ୍ୟୁଜ୍): ମଣିଷ-କୁମ୍ଭୀର ଲଢେଇ । ଅଳ୍ପକେ ବର୍ତ୍ତିଲା ଜୀବନ । ଶୌଚ ହେବାକୁ ଯାଇଥିବା ବେଳେ ବ୍ରାହ୍ମଣୀ ନଦୀରୁ ଝାମ୍ପିନେଲା କୁମ୍ଭୀର । ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର । ଗୁରୁତର ଜଣକ ହେଲେ ପଟ୍ଟାମୁଣ୍ଡାଇ ନିମପୁର ଗାଁର ବବୁଲ ବାହାନ ଭୂୟାଁ । ବବୁଲା ବାହାନ…

ମାଛ ଧରିବା ବେଳେ ବୃଦ୍ଧଙ୍କୁ ଟାଣିନେଲା କୁମ୍ଭୀର

ମହାକାଳପଡା(କେନ୍ୟୁଜ୍): ମାଛ ଧରିବା ବେଳେ ଟାଣିନେଲା କୁମ୍ଭୀର । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା କେୟାରବାଙ୍କ ଗାଁରେ ଅଘଟଣ । ଗାଁର ନାଗା ମଲ୍ଲିକ, ଯଶୁଆ ମଲ୍ଲିକ, ଓ ଟହଲି ମଲ୍ଲିକ୍‌ ଗୋବରୀ ନଦୀରୁ ମାଛ ଧରୁଥିବା ବେଳେ ନାଗା ମଲ୍ଲିକଙ୍କୁ ନଦୀ ଭିତରକୁ କୁମ୍ଭୀର ଟାଣି ନେଇଥିଲା ।…

ଜୋର ପାର୍ ହେବାବେଳେ ଆକ୍ରମଣ କଲା କୁମ୍ଭୀର, ମହିଳା ଗୁରୁତର

ରାଜନଗର (କେନ୍ୟୁଜ): କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ରାଜେନ୍ଦ୍ରନାରାୟଣପୁର ଗାଁରେ କୁମ୍ଭୀର ଆକ୍ରମଣରେ ମହିଳା ଗୁରୁତର । ଆହତ ମହିଳା ହେଲେ ପୁର୍ଣ୍ଣିମା ଡିଣ୍ଡା । ଗାଁ ନିକଟରେ ଥିବା ଜୋର ନିକଟକୁ ଛେଳି ଚରାଇବାକୁ ଯାଇଥିଲେ । ଜୋର ପାର ହୋଇ ଆସିବା ବେଳେ ତାଙ୍କୁ କୁମ୍ଭୀର ଆକ୍ରମଣ…

ଗାଧୋଇବା ବେଳେ ଟାଣି ନେଲା କୁମ୍ଭୀର, ସଂଘର୍ଷ କରି ଜୀବନ ବଞ୍ଚାଇଲେ ନାବାଳକ

କେନ୍ଦ୍ରାପଡା (କେନ୍ୟୁଜ): କୁମ୍ଭୀର ମୁହଁରୁ ସଂଘର୍ଷ କରି ବର୍ତ୍ତିଲେ ନାବାଳକ। ଏହି ଘଟଣା ଶୁଣିବାକୁ ଅଜବ ଲାଗୁଥିଲେ ମଧ୍ୟ କଥାଟି ସତ୍ୟ । ନାବାଳକର ସାହାସିକତା ଯୋଗୁ କୁମ୍ଭୀର ସହିତ ଲଢ଼େଇ କରି ଜୀବନ ବଞ୍ଚେଇଇବା ଘଟଣା କେନ୍ଦ୍ରପଡା ଅଞ୍ଚଳରେ ଚ।ଞ୍ଚଲ୍ୟ ସୃଷ୍ଟି କରିଛି। ସୂଚନା ଅନୁଯାୟୀ…

କୁମ୍ଭୀର ମୁହଁରୁ ବର୍ତ୍ତିଗଲେ ଯୁବକ, ଠିକ୍ ସମୟରେ ଉଦ୍ଧାର କଲା ଚାନ୍ଦବାଲି ଅଗ୍ନିଶମ ବାହିନୀ

ଚାନ୍ଦବାଲି(କେନ୍ୟୁଜ୍): କୁମ୍ଭୀର ମୁହଁରୁ ବର୍ତ୍ତିଗଲେ ଯୁବକ । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନା ବୈତରଣୀ ନଦୀ ମଝିରୁ ବିଳମ୍ବିତ ରାତିରେ ଡ଼ଙ୍ଗା ସାହାଯ୍ୟରେ ଯୁବକକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ରାତି ପାଖାପାଖି ୧୨ଟାରେ ଜଣେ ଯୁବକ ଅରଣ୍ୟ ନିବାସ ପାଖରେ ବୈତରଣୀ ନଦୀକୁ ଡେଇଁ ପଡିଥିଲେ…

ଭଦ୍ରକ ଛେଳିଆ ନଈରେ ମାଛ ମାରୁଥିବା ବେଳେ ହଠାତ୍ ଝାମ୍ପ ମାରିଲା କୁମ୍ଭୀର, ଆକ୍ରମାଣରେ ଜଣେ ଗୁରୁତର

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ପିରାହାଟ ଥାନା ଅଧିନସ୍ଥ ଶ୍ଯାମସୁନ୍ଦରପୁର ଗାଁର ଛେଳିଆ ନଈରେ କିଛି ଲୋକ ମାଛ ମାରୁଥିବା ବେଳେ ହଠାତ ଏକ କୁମ୍ଭୀର ଝାମ୍ପ ମାରିଥିଲା। ଗଗନ ଦାସ ନାମକ ଜଣେ ବ୍ଯକ୍ତିଙ୍କୁ କୁମ୍ଭୀରଟି ଆକ୍ରମଣ କରିଥିଲା। ପାଖରେ ଥିବା କିଛି ଲୋକ ପାଟି କରିବା ସହ…

ନଦୀରେ ବଡ ଆରାମରେ ପହଁରୁଥିଲେ ବ୍ୟକ୍ତି ହଠାତ୍‌ ଝାମ୍ପିଲା କୁମ୍ଭୀର, ତାପରେ ହେଲା କିଛି ଏପରି

ମଣିଷ ଜୀବନ ପାଣି ଫୋଟକା ଭଳି। କେତେବେଳେ ଯେ କାହା ସହିତ କଣ ଘଟିଯାଏ ତାହା କେହି ଜାଣିନଥାନ୍ତି। ତେଣୁ ସବୁବେଳେ ସତର୍କ ଆଉ ସୁରକ୍ଷିତ ରହିବା ଜରୁରୀ। ଏସବୁ ଆମେ କାହିଁକି କହୁଛୁ ଦର୍ଶକବନ୍ଧୁ ତାହା ଆପଣ ଭିଡିଓ ସମ୍ପୂର୍ଣ୍ଣ ଦେଖିଲେ ଜାଣିପାରିବେ। ନଦୀ ଏବଂ ପୋଖରୀରେ ଅନେକ ଜୀବ ରହୁଥିବା କଥା…

ବୈତରଣୀ ନଦୀପଠାରେ ଚରୁଥିବା ଘୁଷୁରୀକୁ ଝାମ୍ପିନେଲା କୁମ୍ଭୀର

ଚାନ୍ଦବାଲି(କେନ୍ଯୁଜ୍): ବୈତରଣୀ ନଦୀରେ କୁମ୍ଭୀର ଆତଙ୍କ । ନଦୀପଠାରେ ଚରୁଥିବା ଘୁଷୁରୀ ପଲରୁ ଗୋଟେ ଘୁଷୁରିକୁ ଝାମ୍ପିନେଲା କୁମ୍ଭୀର। ଏମିତି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲାର ଦୋହରାପାଟଣା ଠାରେ । ଦୋହରାପାଟଣା ଗାଁ ପାଖ ଦେଇ ବୋହିଯାଉଥିବା ବୈତରଣୀ ନଦୀ ପଠାରେ ଆଜି ସକାଳୁ…

ନଦୀ ଘାଟ ନିକଟକୁ ଘାସ ଆଣିବାକୁ ଯାଇଥିବା ବେଳେ ବୃଦ୍ଧଙ୍କୁ ଟାଣି ନେଲା କୁମ୍ଭୀର

ଚାନ୍ଦବାଲି: କୁମ୍ଭୀର ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପଞ୍ଚୁଟିକ୍ରି ଗାଁର ନବଘନ ନାୟକ। ନବଘନ ନିଜ ଗାଈ ପାଇଁ ନିକଟସ୍ଥ ମନ୍ତେଇ ନଦୀ ପଂଚୁଟିକ୍ରୀ ଘାଟ ନିକଟକୁ ଘାସ ଆଣିବାକୁ ଯାଇଥିବା ବେଳେ ଜୁଆରୀଆ ମନ୍ତେଇ ନଦୀରେ କୁମ୍ଭୀର ତାଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା ।…

ବିଲରୁ ଟାଣିନେଲା କୁମ୍ଭୀର

ଚାନ୍ଦବାଲି (କେ ନ୍ୟୁଜ୍‌) : ଧାନ ବିଲରୁ ଚାଷୀକୁ ଟାଣିନେଲା କୁମ୍ଭୀର। ଏମିତି ଏକ ଘଟଣା ଘଟିଛି ଭଦ୍ରକ ଜିଲ୍ଲାରେ। ଚାନ୍ଦବାଲି ବ୍ଲକ ଓରାସାହି ପଞ୍ଚାୟତର ନେଢୁଆଳି ଗ୍ରାମର ହେମନ୍ତ ମାଝି ନିଜ ବିଲକୁ ଧାନ ତଳି ରୋଇବା ପାଇଁ ଯାଇଥିବା ବେଳେ ବୈତରଣୀ ନଦୀରୁ କୁମ୍ଭୀର ଆସି ତାଙ୍କୁ ଟାଣି…

କେନ୍ଦ୍ରାପଡା : ଗତକାଲି କୁମ୍ଭୀର ଟାଣି ନେଇଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର

କେନ୍ଦ୍ରାପଡା : କୁମ୍ଭୀର ଟାଣି ନେଇଥିବା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ମଣ୍ଡପଡା ଗାଁର ସଞ୍ଜୟ ପ୍ରଧାନ । ଗତକାଲି ପୋଖରୀରେ ଗାଧୋଉଥିବା ବେଳେ ସଞ୍ଜୟଙ୍କୁ କୁମ୍ଭୀର ଟାଣି ନେଇଥିଲା । ଗାଁଲୋକେ ସଞ୍ଜୟଙ୍କୁ ଖୋଜାଖୋଜି…