ଭିତରକନିକା ପାଇଁ ଖୁସି ଖବର, ଦେଖା ଦେଇଛି ଆଉ ଏକ ଧଳା କୁମ୍ଭୀର
ଗୋରୀ ଓ ମଲ୍ଲୀ ପରେ ଶୋଭା ବଢାଇବ ଆଉ ଏକ ଧଳା କୁମ୍ଭୀର । ଯାହାର ନାଁ ସୁନ୍ଦରୀ ରଖିବାକୁ ଦାବି ହୋଇଛି । ଭିତରକନିକାରେ ପୁଣି ଏକ ଧଳା କୁମ୍ଭୀରକୁ ନେଇ ପରିବେଶବିତ୍ ଖୁସି ପ୍ରକାଶ କରିଛନ୍ତି । ପ୍ରକୃତି ପ୍ରେମୀଙ୍କ ମଧ୍ୟରେ ଏବେ ସଂଚାର ହୋଇଛି ନୂତନ ଆଶା । ବିରଳ ବଉଳା କୁମ୍ଭୀରର ବଂଶ ବୃଦ୍ଧି…