Browsing Tag

crocodile

ଭିତରକନିକାରେ ୟାସ୍‌ର ପ୍ରଭାବ: ନଦୀରେ ଉଚ୍ଚ ଜୁଆର ଆସି ନଷ୍ଟ ହୋଇଯାଇଛି କୁମ୍ଭୀରଙ୍କ ବସା ଓ ଅଣ୍ଡା

ରାଜନଗର: କୁମ୍ଭୀରଙ୍କ ପ୍ରଜନନ ଉପରେ ବାତ୍ୟା ୟାସର ପ୍ରଭାବ । ଭିତରକନିକା ଜାତୀୟ ଉଦ୍ୟାନ ବଉଳା କୁମ୍ଭୀରର ଏନ୍ତୁଡ଼ିଶାଳ ଭାବେ ପରିଚିତ । ହେଲେ ୟାସ୍‌ର ପ୍ରଭାବରେ ନଦୀରେ ଉଚ୍ଚ ଜୁଆର ଆସି କୁମ୍ଭୀର ବସା ଓ ଅଣ୍ଡା ନଷ୍ଟ ହୋଇଯାଇଛି । ଫଳରେ ମା କୁମ୍ଭୀରମାନେ ଅଣ୍ଡା ଦାନ କରିବା ପାଇଁ ବସା ଖୋଜି…

ସାବଧାନ୍! ବୈତରଣୀ ନଦୀ କୂଳରେ ବୁଲୁଛି କୁମ୍ଭୀର, ଗାଁରେ କୋକୁଆ ଭୟ

ଯାଜପୁର ଟାଉନ: ଯାଜପୁର ଦଶରଥପୁର ଦତ୍ତପୁର ପଂଚାୟତ ବନ୍ୟାଞ୍ଚଳରେ କୁମ୍ଭୀର ଆତଙ୍କ । ବାଲିପାଟଣା ଏବଂ ହେମନ୍ତପୁର ଗ୍ରାମ ଦେଇ ପ୍ରବାହିତ ବୈତରଣୀ ନଦୀ କୂଳରେ ବୁଲୁଛି କୁମ୍ଭୀର। ଯାହାକୁ ନେଇ ଗ୍ରାମବାସୀ ଭୟବିତ ଅବସ୍ଥାରେ । ଦୁଇଦିନ ତଳେ ହେମନ୍ତପୁରରେ କୁମ୍ଭୀର ଦେଖାଯାଇଥିବା…

ସାତକୋଶିଆ ପାଇଁ ଖୁସି ଖବର, ୩୦ ବର୍ଷ ପରେ ମାଆ ହେଲା ବିରଳ ଘଡିଆଳ କୁମ୍ଭୀର

ଅନୁଗୁଳ: ସାତକୋଶିଆ ପାଇଁ ଖୁସି ଖବର। ୩୦ ବର୍ଷ ପରେ ବିରଳ ଘଡିଆଳ କୁମ୍ଭୀର ହେଲା ମାଆ। ମହାନଦୀର ସାତକୋଶିଆ ଗଣ୍ଡର ପ୍ରାକୃତିକ ଆବାସ ସ୍ଥଳୀରେ ପୁଣି ଥରେ ବିରଳ ଘଡ଼ିଆଳ କୁମ୍ଭୀର ଜନ୍ମ ନେଇଛନ୍ତି । ଟିକରପଡା ବନାଞ୍ଚଳ ମହାନଦୀର ବଳଦମରା ପାଖରେ ଏକ ମାଆ ଘଡ଼ିଆଳ ସହ ୨୮ଟିି ନବଜାତକ ଘଡ଼ିଆଳ…

ଭଦ୍ରକ ନାନ୍ଦପୁର ଗାଁ ଦେଇ ବହିଯାଇଥିବା ସାଳନ୍ଦୀ ନଦୀରୁ ୪ ଫୁଟର ବଉଳା କୁମ୍ଭୀର

ଚାନ୍ଦବାଲି: ସାଳନ୍ଦୀ ନଦୀରୁ ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ୪ ଫୁଟର କୁମ୍ଭୀର। ଭଦ୍ରକ ଜିଲା ଧୂଷୁରୀ ଥାନା ଅନ୍ତର୍ଗତ ନାନ୍ଦପୁର ଗାଁ ଦେଇ ବହିଯାଇଥିବା ସାଳନ୍ଦୀ ନଦୀରେ ମତ୍ସ୍ୟଜୀବୀ ଜାଲ ପକାଇ ମାଛ ଧରୁଥୁବା ବେଳେ ଜାଲରେ ୪ଫୁଟ ଲମ୍ବର ଏକ ବଉଳା କୁମ୍ଭୀର ପଡିଥିଲା । ସୂଚନା ଅନୁସାରେ…

ଭଦ୍ରକ: ମନ୍ତେଇ ନଦୀରୁ ମୃତ କୁମ୍ଭୀର ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ଚାନ୍ଦବାଲି(କେନ୍ୟୁଜ୍): ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ବାହାବଳପୁର ପଞ୍ଚାୟତର ଦୋହରାସାହି ଦେଇ ବୋହିଯାଉଥିବା ମନ୍ତେଇ ନଦୀରୁ ଏକ ମୃତ ବଉଳା କୁମ୍ଭୀରକୁ ଉଦ୍ଧାର କରିଛି ବନବିଭାଗ। ମୃତ କୁମ୍ଭୀର ଲମ୍ବ ପାଖାପାଖି ୬ ଫୁଟ ହେବ । କୁମ୍ଭୀର ନଦୀରେ ଭାସୁଥିବାର ସ୍ଥାନୀୟ ଅଞ୍ଚଳର ଲୋକମାନେ ଦେଖି…

ସାତକୋଶିଆରେ ଘଡ଼ିଆଳଙ୍କ ବଂଶ ବିସ୍ତାର ପାଇଁ ପୁଣି ଅଣ୍ଟା ଭିଡ଼ିଛି ବନବିଭାଗ, ମହାନଦୀର ସୁନାଖଣିଆ ଘାଟରେ ଛାଡିଛନ୍ତି ୬ଟି…

ଅନୁଗୁଳ: ସାତକୋଶିଆରେ ଘଡ଼ିଆଳଙ୍କ ବଂଶ ବିସ୍ତାର ସହ ପୁନର୍ବିନ୍ୟାସ ନେଇ ପୁଣି ଥରେ ଅଣ୍ଟା ଭିଡ଼ିଛି ସାତକୋଶିଆ ବନବିଭାଗ । ଏଥିପାଇଁ ଏକ ଟିମ ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ୬ଟି ଘଡ଼ିଆଳକୁ ଆଣି ମହାନଦୀର ସୁନାଖଣିଆ ଘାଟରେ ଛାଡିଛନ୍ତି । ନନ୍ଦନକାନନରୁ ଏମାନଙ୍କୁ ଅଣାଯିବା ବେଳେ ସେମାନଙ୍କ…

ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀରଗଣନା ବିଳମ୍ବ, ଆସନ୍ତା ୫ରୁ ୧୪ ମଧ୍ୟରେ ହେବ ଗଣତି

ଭିତରକନିକା ଜାତୀୟ ଉଦ୍ୟାନରେ କୁମ୍ଭୀରଗଣନା ବିଳମ୍ବ ହୋଇଛି। ପ୍ରତିବର୍ଷ ଶେଷ ସପ୍ତାହ ଓ ଜାନୁଆରୀ ମାସ ପ୍ରଥମ ସପ୍ତାହରେ କୁମ୍ଭୀର ଗଣନା କରାଯାଏ। ମାତ୍ର ଚଳିତ ବର୍ଷ ଏଯାଏଁ ଗଣନା ହୋଇନାହିଁ। ଇକୋ ରିଟ୍ରିଟ୍‌ ଚାଲିଥିବାରୁ ପର୍ଯ୍ୟଟକଙ୍କ ଆଗମନକୁ ନଜରରେ ରଖି ଏଯାଏଁ ଗଣନା କରାଯାଇନାହିଁ।…

ନଦୀ ଘାଟ ନିକଟକୁ ଘାସ ଆଣିବାକୁ ଯାଇଥିବା ବେଳେ ବୃଦ୍ଧଙ୍କୁ ଟାଣି ନେଲା କୁମ୍ଭୀର

ଚାନ୍ଦବାଲି: କୁମ୍ଭୀର ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ପଞ୍ଚୁଟିକ୍ରି ଗାଁର ନବଘନ ନାୟକ। ନବଘନ ନିଜ ଗାଈ ପାଇଁ ନିକଟସ୍ଥ ମନ୍ତେଇ ନଦୀ ପଂଚୁଟିକ୍ରୀ ଘାଟ ନିକଟକୁ ଘାସ ଆଣିବାକୁ ଯାଇଥିବା ବେଳେ ଜୁଆରୀଆ ମନ୍ତେଇ ନଦୀରେ କୁମ୍ଭୀର ତାଙ୍କୁ ନଦୀ ଭିତରକୁ ଟାଣି ନେଇଥିଲା ।…

ବାଲେଶ୍ୱର ରୂପଖଣ୍ଡ ଗାଁର ଏକ ନାଳ ଭିତରୁ ୫ ଫୁଟର ଏକ କୁମ୍ଭୀର ଉଦ୍ଧାର

ବାଲେଶ୍ୱର : ମାଛ ଜାଲରେ ପଡିଲା କୁମ୍ଭୀର। ବାଲେଶ୍ୱର ବାହାନଗା ବ୍ଲକ ରୂପଖଣ୍ଡ ଗାଁରେ ଥିବା ଏକ ନାଳରୁ କୁମ୍ଭୀରଟିକୁ ଉଦ୍ଧାର କରାଯାଇଛି। ଆରୁହାବାଡ ଗାଁର କିଛି ମତ୍ସ୍ୟଜୀବୀ ମାଛ ମାରିବାକୁ ଯାଇଥିବାବେଳେ ଜାଲରେ କୁମ୍ଭୀରଟି ପଡିଥିଲା। ଏହାର ଲମ୍ବ ପ୍ରାୟ ୫ ଫୁଟ ହେବ। ଏତେବଡ଼…

ପାଣି ନୁହେଁ ପଡିଆରେ ବୁଲୁଥିଲା କୁମ୍ଭୀର, ଲୋକେ ଦେଖି ଆଶ୍ଚର୍ଯ୍ୟ ହୋଇ କହିଲେ ଏ କ’ଣ ଡାଏନସୋର୍‌!

ଫ୍ଲୋରିଡାରେ ବାତ୍ୟା ସମୟରେ ଗଲ୍ଫ କୋର୍ସ ପଡିଆରେ ଏକ ବଡ ମଗରମାଛ(କୁମ୍ଭୀର) ବୁଲୁଥିବାର ନଜର ଆସିଛି। ଗତ ବୁଧବାର ଦିନ ଜଏଣ୍ଟ ଗାଟୋର ନାପଲେସର ଭାଲେନ୍ସିଆ ଗଲ୍ଫ ଏବଂ କଣ୍ଟ୍ରି କ୍ଲବ ପଡିଆରେ ମାର୍ଚ୍ଚ କରୁଥିବା ଦେଖିବାକୁ ମିଳିଥିଲା। ଫ୍ଲୋରିଡ଼ାରେ ବଡ଼ କୁମ୍ଭୀରମାନେ ଅସାଧାରଣ ନୁହଁନ୍ତି ।…

ନଦୀରେ କୁମ୍ଭୀର ସହ ପହଁରିଲେ ଯୁବକ, ମୁହଁ ଖୋଲି ଆକ୍ରମଣ କରିବାକୁ ଚେଷ୍ଟା କରିବା ପରେ ହେଲା କିଛି ଏମିତି

ଅନେକ ଯାତ୍ରୀଙ୍କ ପାଇଁ ଜଙ୍ଗଲୀ ଜୀବଜନ୍ତୁଙ୍କ ସହ ଛିଡା ରହିବା ଏବଂ ବୁଲିବା ଖୁବ୍‌ ସୁନ୍ଦର ଅଭିଜ୍ଞତା ହୋଇପାରେ। ସେହିଭଳି ଡଲଫିନ୍‌ ସହ ପାଣିରେ ମଜା ଉଠାଇବାରେ ମଧ୍ୟ ଅନେକ ଯାତ୍ରୀଙ୍କ ଭଲ ଅନୁଭବ ରହିଥାଏ। ଅନେକ ସ୍ଥାନରେ ଜଙ୍ଗଲୀ ସୁଅର ସହ ମଧ୍ୟ ଲୋକମାନେ ସମୁଦ୍ରରେ ବୁଡିଥାନ୍ତି। ସେହିଭଳି…

ଚାହୁଁ ଚାହୁଁ ନଦୀ କୂଳର କୁକୁରକୁ ଭିଡିନେଲା ବିରାଟକାୟ ବଉଳାକୁମ୍ଭୀର, ଦୃଶ୍ୟ ଦେଖିବାକୁ ଲାଗିଲା ନାହିଁ ନଥିବା ଭିଡ଼

କେନ୍ୟୁଜ୍(ବ୍ୟୁରୋ): ଚାହୁଁ ଚାହୁଁ ମଲା  କୁକୁରର ଶରୀରକୁ ଭିଡିନେଲ ବିରାଟକାୟ ବଉଲା କୁମ୍ଭୀର।  କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ତାଳଚୁଆ ଫେରି ଘାଟ ନିକଟରେ ଏହି ଦୃଶ୍ୟ ଦେଖିବାକୁ  ମିଳିଛି।  ଏକ ବିରାଟ ବଉଳା କୁମ୍ଭୀର ନଦୀରେ ଭାସୁଥିବା ସମୟରେ କୂଳରେ ଲାଗିଥିବା ଏକ ମୃତ କୁକୁର କୁ ଖାଇବା…