Browsing Tag

crocodile

ପାଣି ଭିତରେ ୧୩ ଫୁଟର କୁମ୍ଭୀର ସାମ୍ନାରେ ପଡ଼ିଗଲେ ଯୁବକ, କିନ୍ତୁ ନ ଡରି ଏମିତି କଲେ ମୁକାବିଲା; ଦେଖନ୍ତୁ ଭିଡିଓ

ପାଣି ଭିତରେ ରହି କୁମ୍ଭୀର ସହ ଶତ୍ରୁତା କରିବାକୁ କେହି ବି ଚାହାନ୍ତି ନାହିଁ। କାରଣ ସମସ୍ତେ ଜାଣିଛନ୍ତି କୁମ୍ଭୀର କେତେ ଭୟଙ୍କର। କିନ୍ତୁ ଅଷ୍ଟ୍ରେଲିଆର ଜଣେ ବ୍ୟକ୍ତି କୁମ୍ଭୀର ସହ ଶତ୍ରୁତା କରିବାକୁ ସାହସ କରିଛନ୍ତି ଓ ଏଥିରେ ଜିତିଛନ୍ତି ମଧ୍ୟ। ଅଷ୍ଟ୍ରେଲିଆର ବାସିନ୍ଦା ମ୍ୟାଟ୍‌…

ଜିଅନ୍ତା କଙ୍କଡ଼ା ଖାଇବା ଚକ୍କରରେ କୁମ୍ଭୀରର ହେଲା ଏଭଳି ଅବସ୍ଥା, ସୋସିଆଲ ମିଡିଆରେ ଘୁରି ବୁଲୁଛି Viral Video

କୁମ୍ଭୀର ନିଜ ଶିକାରକୁ ଏକା ଥରକେ ଜିଅନ୍ତା ଗିଳିଦେବାର ଶକ୍ତି ରଖିଥାଏ। କିନ୍ତୁ ଅନେକ ଥର କୁମ୍ଭୀରର ଶକ୍ତି ଉପରେ ଶିକାର ଭାରି ପଡ଼ିଯାଏ। ଏମିତି ହିଁ ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି। ଏଥିରେ ଏକ କୁମ୍ଭୀର ଜିଅନ୍ତା କଙ୍କଡ଼ା ଖାଉଥିବା ଦେଖିବାକୁ ମିଳୁଛି। ତେବେ ଏହି ଭିଡ଼ିଓକୁ…

ଆଶ୍ଚର୍ଯ୍ଯ ହେଲେ ବି ସତ! ନେପାଳରୁ ପଶ୍ଚିମବଙ୍ଗ ଯାତ୍ରା କଲା କୁମ୍ଭୀର

ବର୍ତ୍ତମାନ କରୋନା ମହାମାରୀ ପାଇଁ ଜାରି ରହିଥିବା ଲକଡାଉନରେ ଅନେକ ଜୀବ-ଜନ୍ତୁ ରାସ୍ତାରେ ବୁଲିଥିବାର ଦେଖିବାକୁ ମିଳୁଛି। ସେମାନଙ୍କ ପାଇଁ ଲକଡାଉନର କୌଣସି ନିୟମ ନାହିଁ। ସେହିଭଳି ଗତ କିଛି ଦିନ ପୂର୍ବରୁ ଏକ ବାଘ ନିଜ ସାଥୀକୁ ଖୋଜିବା ପାଇଁ ୧୦୦କି.ମି ଯାତ୍ରା କରିବା ଖବର ସାମ୍ନାକୁ…

ମାଛ ବନିସୀରେ ପଡିଲା ମଗରମାଛ, ଦେଖନ୍ତୁ ଲୋମଟାଙ୍କୁରା ଭିଡିଓ

ବର୍ତ୍ତମାନ ସୋସିଆଲ ମିଡିଆରେ ଆଶ୍ଚର୍ଯ୍ଯ କରିବା ଭଳି ଭିଡିଓ ଭାଇରାଲ ହେବାରେ ଲାଗିଛି। ଆଜି ଆମେ ଆପଣଙ୍କୁ ଏଭଳି ଏକ ଭିଡିଓ ବିଷୟରେ କହିବାକୁ ଯାଉଛୁ, ଯେଉଁଥିରେ ଜଣେ ବ୍ଯକ୍ତି ମାଛ ଧରିବା ପାଇଁ ଏକ ନଦୀ ମଧ୍ଯକୁ ଯାଇଥିଲେ କିନ୍ତୁ ତାଙ୍କ କଣ୍ଟାରେ ମାଛ ନୁହେଁ ବରଂ ମଗରମାଛ ଆସିଥିଲା। ସୂଚନା…

ନଦୀ କୂଳରେ ବିଶ୍ରାମ ନେଉଥିବା କୁମ୍ଭୀରକୁ ଥଣ୍ଟରେ ଆକ୍ରମଣ କଲା ପକ୍ଷୀ, ତା’ପରେ କଣ ହେଲା ଦେଖନ୍ତୁ

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହାକୁ ଦେଖି ଆପଣ ମଧ୍ୟ ନିଜର ହସ ରୋକିପାରିବେ ନାହିଁ। ସରୀସୃପ ମାନଙ୍କ ମଧ୍ୟରୁ ମଗରମାଛ ଅର୍ଥାତ କୁମ୍ଭୀର ସବୁଠାରୁ ବଡ। ଆପଣମାନେ ତ ଜାଣିଥିବେ କୁମ୍ଭୀର ଦେଖିବାକୁ ସୁସ୍ଥ କିନ୍ତୁ ସିକାର ସମୟରେ ଏହା ଖୁବ୍‌ ଚଞ୍ଚଳ…

ବାପା ହେବ ତ ଏମିତି, ଦାୟିତ୍ୱବାନ୍‌ ପିତାର ଭୂମିକା ନିର୍ବାହ କଲା କୁମ୍ଭୀର

ବର୍ତ୍ତମାନ ଟ୍ଵିଟରରେ ଏକ କୁମ୍ଭୀରର ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଫଟୋରେ କୁମ୍ଭୀରଟି ନିଜ ପିଲାଙ୍କୁ ପାଣିର ଲହରୀରୁ ରକ୍ଷା କରି କୂଳକୁ ନେଇଯାଉଥିବାର ଦେଖିବାକୁ ମିଳିଛି। ଏହିକାରଣରୁ କୁମ୍ଭୀରର ଏହି ଫଟୋ ଦର୍ଶକଙ୍କୁ ଖୁବ୍‌ ପସନ୍ଦ ଆସିଛି। ସୂଚନା ମୁତାବକ ଏହି ଫଟୋକୁ ଆଇଏଫଏସ ଅଫିସର…

ବାଲେଶ୍ୱର: ରଜଦେଉଳିଠାରେ ମାଛ ଜାଲରେ ପଡିଲା ୫ଫୁଟ ଲମ୍ବର କୁମ୍ଭୀର, ଭିତରକନିକା ଅଭୟାରଣ୍ୟରୁ ପଳେଇ ଆସିଥିବା ସନ୍ଦେହ

ବାଲେଶ୍ୱର: ମାଛ ଜାଲରେ ପଡିଲା କୁମ୍ଭୀର। ବାଲେଶ୍ୱର ଜିଲ୍ଲା ବାହାନଗାବ୍ଲକ ଖରାସାହାପୁର ପଞ୍ଚାୟତ ବରଜଦେଉଳିଠାରେ ମାଛ ଧରୁଥିବାବେଳେ କୁମ୍ଭୀର ଧରାପଡିଥିଲା। ଏହା ଏକ ବଉଳା କୁମ୍ଭୀର ବୋଲି ଜମାପଡିଛି। ଏହାର ଲମ୍ବ ୫ଫୁଟ ଓ ଓଜନ ପ୍ରାୟ ୨୦କିଲୋ ହେବ ବୋଲି ଜଣାପଡିଛି। ଖବର ପାଇ DFO…

ବଗ ଯାଉଛି ‘Uber’ ଗାଡ଼ିରେ, ଯାହାକୁ ଦେଖିଲେ ଆପଣ ବି ହସି ହସି ବେଦମ୍‌ ହେବେ, ନିହାତି ଦେଖନ୍ତୁ ଏହି ମଜାଦାର ଭିଡିଓ

ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଏହା କେବଳ ଭାଇରାଲ ହେଉନି, ବରଂ ଲୋକଙ୍କ ମନକୁ ପୂରା ଛୁଇଁଯାଇଛି। ଭିଡିଓରେ ଦେଖିବାକୁ ମିଳୁଥିବା ଏକ ବଗ ଓ କମ୍ଭୀରର ବନ୍ଧୁତା ଆପଣଙ୍କୁ ଜୟ-ଭୀରୁର ଦୋସ୍ତିକୁ ମନେ ପକାଇଦେବ। ଆଇଏଫ୍‌ଏସ୍‌ ଅଫିସର ପ୍ରବୀଣ କାସ୍‌ବାନ ଏହି ଭିଡିଓକୁ…

ଭିତରକନିକା ଜାତୀୟ ଉଦ୍ୟାନରେ ଶେଷ ହୋଇଛି କୁମ୍ଭୀର ଗଣନା, ଗତବର୍ଷ ତୁଳନାରେ ୧୫ଟି କୁମ୍ଭୀର ବଢି ୧୭୫୭ରେ ପହଞ୍ଚିଛି…

ରାଜନଗର(କେନ୍ୟୁଜ୍): ଭିତରକନିକା ଜାତୀୟ ଉଦ୍ୟାନରେ ଶେଷ ହୋଇଛି କୁମ୍ଭୀର ଗଣନା । ଗତବର୍ଷ ତୁଳନାରେ ୧୫ଟି କୁମ୍ଭୀର ବଢି ୧୭୫୭ରେ ସଂଖ୍ୟା ପହଞ୍ଚିଛି । କୁମ୍ଭୀର ବିଶାରଦ ସୁଧାକର କରଙ୍କ ନେତୃତ୍ୱରେ କରାଯାଇଥିଲା । ୫୪ଟି ପର୍ଯ୍ୟାୟରେ ୨୩ଟି ଟିମ୍‌ଙ୍କ ଦ୍ୱାରା କୁମ୍ବୀର ଗଣନା କରାଯାଇଥିଲା ।…

କୁମ୍ଭୀରକୁ ମାଂସ ଖୁଆଇବାକୁ ଯାଇଥିଲେ ମହିଳା, ନିଜେ ହିଁ ବନିଗଲେ ଶିକାର, ପଢ଼ନ୍ତୁ ଏହି ଭୟାନକ ଘଟଣା

ଇଣ୍ଡୋନେସିଆର ନର୍ଥ ସୁଲାବେସିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ମହିଳା ୧୭ ଫୁଟ୍ ଲମ୍ବାର ଏକ କୁମ୍ଭୀରକୁ ମାଂସ ଖୁଆଇବାକୁ ଯାଇଥିଲେ। କିନ୍ତୁ ଏମିତି ଘଟଣା ଘଟିଥିଲା, ଶେଷରେ ସେ ହିଁ ନିଜେ କୁମ୍ଭୀରର ଶିକାର ବନିଯାଇଥିଲେ। ପରଦିନ ସକାଳେ ତାଙ୍କ ଶରୀରର ଏକ ଅଙ୍ଗ…

ଆପଣ ପୂର୍ବରୁ କେବେ ଦେଖିନଥିବେ ଏଭଳି ପାଗଳାମି : ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି, ଯାହାକୁ ଆପଣଙ୍କ ଦେଖି ପାଗଳାମି ଛଡା ଆଉ କିଛି କହିବେନି। ଏହି ଭିଡିଓ କୋଷ୍ଟାରିକାର ଡୋମିନିକଲର ରହିଛି। ଯେଉଁଠି ଏକ ସମୁଦ୍ର କୂଳରେ ଜଣେ ବ୍ୟକ୍ତି ଏପରି କିଛି କାର୍ଯ୍ୟ କରିଛନ୍ତି, ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା। ଆପଣ ଗାଁ…