ନଦୀକୁ ଯାଉଥିଲେ ରୁହନ୍ତୁ ସତର୍କ, ଗାଧୋଇବା ସମୟରେ ହଠାତ୍ ମାଡି ଆସିଲା ୮ ଫୁଟର କୁମ୍ଭୀର
ମାର୍ଶାଘାଇ(କେନ୍ୟୁଜ୍): ନଦୀକୁ ଗାଧୋଇବାକୁ କିମ୍ବା ଶୌଚ ପାଇଁ ଯାଉଥିଲେ ସାବଧାନ ! ନଦୀରେ ଗାଧୋଉଥିବା ବେଳେ ଯୁବକଙ୍କୁ ହଠାତ୍ ଆକ୍ରମଣ କରିବାକୁ ମାଡ଼ି ଆସିଲା ବିରାଟକାୟ କୁମ୍ଭୀର । ଆଉ କୁମ୍ଭୀର ମୁହଁରୁ ଅଳ୍ପକେ ବର୍ତ୍ତି ନୂଆ ଜୀବନ ପାଇଲେ ଯୁବକ । ଥମିବାର ନା ନେଉନାହିଁ କୁମ୍ଭୀର ଆତଙ୍କ…