ସମ୍ବଲପୁରକୁ ଫେରିଲାଣି ଶାନ୍ତି, ସ୍ଥିତି ସୁଧୁରୁଥିବାରୁ ଅଧିକ କୋହଳ ହୋଇଛି କର୍ଫ୍ୟୁ
ସମ୍ବଲପୁର(କେନ୍ୟୁଜ୍): ସ୍ୱାଭାବିକ ହେଉଛି ସମ୍ବଲପୁର । ସହରକୁ ଶାନ୍ତି ଫେରିଲାଣି । ସ୍ଥିତି ସୁଧୁରୁଥିବାରୁ ଅଧିକ କୋହଳ ହୋଇଛି କର୍ଫ୍ୟୁ । ଆଜିଠାରୁ ସକାଳେ ୪ଘଣ୍ଟା ଓ ଅପରାହ୍ଣରେ ଅଢ଼େଇ ଘଣ୍ଟା କୋହଳ କରାଯାଇଛି କଟକଣା । ସକାଳ ସାଢ଼େ ୭ଟାରୁ ସାଢ଼େ ଗୋଟାଏ ଓ ଅପରାହ୍ଣରେ ସାଢ଼େ ୩ଟାରୁ ୬ଟା…