Browsing Tag

cuttack

ପାଣିରେ ନିଖୋଜ ଥିବା ଲୋକଙ୍କୁ ଖୋଜିବ ଭିକ୍ଟିମ୍ ଲୋକେସନ କ୍ୟାମେରା, ଅଗ୍ନିଶମ ବାହିନୀକୁ ମିଳିବ ସାହାଯ୍ୟ

କଟକ (କେନ୍ୟୁଜ୍‌):ପାଣିରେ କେହି ବୁଡ଼ିଗଲେ ତାକୁ ଉଦ୍ଧାର କରିବା ପାଇଁ ଘଣ୍ଟା ଘଣ୍ଟା ସମୟ ଲାଗେ । ଏହି ସମୟ ଭିତରେ ଯେ କେହି ବି ପାଣିରେ ବୁଡ଼ିଥାଏ ତା ଜୀବନ ଯାଏ । ପାଣିରେ ନିଖୋଜ ଥିବା ବ୍ୟକ୍ତିଙ୍କୁ ଖୋଜିବା ସହଜ ନୁହେଁ, କାରଣ ପାଣି ଭିତରେ କିଛି ବି ଦେଖାଯାଏ ନାହିଁ । କିନ୍ତୁ ଏବେ…

ଜେଜେର ଦଶତୁଠରେ ଚାଲିଗଲା ୨୨ ବର୍ଷର ନାତିର ଜୀବନ

କଟକ : ଜେଜେଙ୍କର ଶୁଦ୍ଧିକ୍ରିୟା । ଆଜି ଥିଲା ଦଶକର୍ମ । ନାତି ଆସିଥିଲା ଜେଜେଙ୍କୁ ଶୁଦ୍ଧି ହେବ ବୋଲି । କିନ୍ତୁ ଜେଜେର ଦଶତୁଠରେ ନାତି ସହ ଏଭଳି କିଛି ଘଟିଯିବ ସେକଥା ପରିବାର ଲୋକେ କେବେ ବି ସ୍ୱପ୍ନରେ ସୁଦ୍ଧା ଭାବି ନଥିଲେ । ପୂରା ପରିବାର ଦଶାହ କର୍ମ ପାଇଁ ତୁଠକୁ ଯାଇଥିଲେ । ସମସ୍ତେ…

ରାତି ହେଲେ ସ୍ୱାସ୍ଥ୍ୟକେନ୍ଦ୍ରରେ ଝୁଲୁଛି ତାଲା ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି ସାଧାରଣ ଲୋକେ

ସାଲେପୁର(କେନ୍ୟୁଜ୍‌): ବାହାରୁ ଦେଖିବା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ପୂରା ଚିକ୍କଣ । କିନ୍ତୁ ସ୍ୱାସ୍ଥ୍ୟ ସେବା ପୂରା ଦୁର୍ବଳ। ସ୍ୱାସ୍ଥ୍ୟ ଯୋଗାଇ ବରେ ବିଫଳ ସ୍ୱାସ୍ଥ୍ୟ ବିଭାଗ l ସ୍ୱାସ୍ଥ୍ୟ ବିଭାଗ ୨୪ଘଣ୍ଟିଆ ସ୍ୱାସ୍ଥ୍ୟ ଯୋଗାଇବା କଥା କିନ୍ତୁ ରାତି ହେଲେ ଅଧିକାଂଶ ସ୍ୱାସ୍ଥ୍ୟ କେନ୍ଦ୍ରରେ…

ସପ୍ତଦିନ ବ୍ୟାପି ଚାଲିଲା ବିଶ୍ୱଶାନ୍ତି ମହାଯଜ୍ଞ, ମା’ଙ୍କ ଦର୍ଶନ ପାଇଁ ଲାଗିଲା ଭକ୍ତଙ୍କ ଭିଡ଼

କଟକ ଜିଲ୍ଲା ଶିଉଳି ଗ୍ରାମର ଗ୍ରାମ ଦେବତୀ ଭଗବତୀ ମା ଅନ୍ନପୂର୍ଣ୍ଣା ଦେବୀଙ୍କ ପୀଠରେ ସପ୍ତଦିନ ବ୍ୟାପି ବିଶ୍ବଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଅହରାତ୍ର ହରିନାମ , ହରିହାଟ, ସାଧୁସନ୍ଥ ସମିଳନୀ, ସାଂସ୍କୃତିକ କାର୍ଯ୍ୟକ୍ରମ, ଖାଦ୍ୟମେଳା, ମନୋହରୀ ସାମଗ୍ରୀ ସହ ଘରକରଣା…

ମେଡିକାଲରେ ମୃତ ଦେହକୁ ନେବା ପାଇଁ ୨ ସ୍ତ୍ରୀଙ୍କ ମଧ୍ୟରେ ଲାଗିଛି ଟଣାଓଟରା

କଟକ(କେନ୍ୟୁଜ୍‌): ବଡ଼ ମେଡିକାଲ ପରିସର ଶବ ବେବଚ୍ଛେଦ ଗୃହ ସମ୍ମୁଖରେ ହୋହାଲ୍ଲା । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ପୂରା ପରିବେଶ । ମୁଣ୍ଡରେ ହାତ ଦେଇ କାନ୍ଦି କାନ୍ଦି ପୁଅ ପୁଅ କହି ଚେତାଶୂନ୍ୟ ହୋଇଯାଉଛି ମା’ । ପାଣି ଛାଟି ମା’କୁ ହୋସ୍‌ କୁ ଆଣିଲା ବେଳକୁ ପୁଣି ପୁଅକୁ ଝୁରି ଝୁରି ତଳେ…

ପାଚେରୀ ନିର୍ମାଣଙ୍କୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୨ ଆହତ

କଟକ (କେନ୍ୟୁଜ): କଟକରେ ଗୋଷ୍ଠୀ ସଂଘର୍ଷ, ୨ ଆହତ। ପାଚେରୀ ନିର୍ମାଣଙ୍କୁ କେନ୍ଦ୍ର କରି କଟକ ଦେୱାନ ବଜାର ତନ୍ତିସାହି ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ। ଗତକାଲି ବିଳମ୍ବିତ ରାତିରେ୨ ଗୋଷ୍ଠୀ ମଧ୍ୟରେ ଢେଲା ପଥର ମାଡ଼ରେ ୨ ଜଣ ଆହତ ହୋଇଛନ୍ତି । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା ।…

କଟକ ଉପର ବାଲିଯାତ୍ରା ପଡ଼ିଆରେ ଆଜି ଠାରୁ ଆରମ୍ଭ ହୋଇଛି ବୈଶାଖୀ ବାଣିଜ୍ୟ ମେଳା

କଟକ : କଟକ ଉପର ବାଲିଯାତ୍ରା ପଡ଼ିଆରେ ଆଜି ଠାରୁ ଆରମ୍ଭ ହୋଇଛି ବୈଶାଖୀ ବାଣିଜ୍ୟ ମେଳା। ମିନି ବାଲିଯାତ୍ରା ଭାବରେ ପରିଚିତ ଏହି ମେଳା ୨୦ ବର୍ଷରେ ପଦାର୍ପଣ କରିଛି । ଏହି ମେଳା ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ମୋଟ ୨୨ଟି ରାଜ୍ୟରୁ ବ୍ୟବସାୟୀ ଏହି ମେଳାରେ ଅଂଶଗ୍ରହଣ କରିଥିବା ବେଳେ…

ଗୋପୀନାଥପୁର ହରିଡା ପଡିଆରେ ଶ୍ରୀ ଜଗନ୍ନାଥ ପଞ୍ଚରାତ୍ର ମହୋତ୍ସବ

କଟକ: ଭକ୍ତିର ଭାବ ଡୋରିରେ ବନ୍ଧା ପ୍ରଭୁ ଜଗନ୍ନାଥ । ସେ ଅଣଚାଷ ପବନ ହେଉ କି ଝାଞ୍ଜି ଖରା ଭକ୍ତ ଆଉ ଭଗବାନଙ୍କର ସେହି ଭାବର ଡୋରିକୁ କେହି କାଟିପାରିବେନି । ପ୍ରଭୁଙ୍କର ଲୀଳା ବଡ଼ ବିଚିତ୍ର । ଶ୍ରୀ ଜଗନ୍ନାଥଙ୍କ ମହିମା ଅପାର । ସେଥିପାଇଁ ତ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ…

ନ୍ୟାସନାଲ ସେଲିଂ ଲେବଲ କୋର୍ସ ପ୍ରତିଯୋଗିତା ଅନୁଷ୍ଠିତ, ପୁରୀ ସମୁଦ୍ର କୂଳ ଓ କଟକ ମହାନଦୀରେ ଦିଆଯାଇଥିଲା ଟ୍ରେନିଂ

କଟକ (କେନ୍ୟୁଜ): ଜଳ କ୍ରୀଡା କ୍ଷେତ୍ରରେ ଆଗକୁ ଯିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ରାଜ୍ୟର ଖେଳାଳୀମାନେ । ଗତ ଆଠ ଦିନ ଧରି ଚାଲିଥିଲା ଓଡିଶା ୟାଚିଂ ଆସୋସିଏସନର ନ୍ୟାସନାଲ ସେଲିଂ ଲେବଲ କୋର୍ସ ପାଇଁ ପ୍ରତିଯୋଗିତା । ପୁରୀ ସମୁଦ୍ର କୂଳ ଓ କଟକ ମହାନଦୀରେ ଅନୁଷ୍ଠିତ ହୋଇଯାଇଛି ଏହି…

ବିବାହ ପରେ ସ୍ୱାମୀ ସ୍ତ୍ରୀ ଗଲେ ଗୋଶାଳା, ଗୋମାତାଙ୍କ ପୂଜା କରି ଆଶୀର୍ବାଦ ନେଲେ

କଟକ(କେନ୍ୟୁଜ୍‌): ଜନ୍ମ କଲା ମା ପରେ ଗୋମାତା ହେଉଛନ୍ତି ଆମର ଆଉ ଗୋଟିଏ ମା । ତାଙ୍କ ପ୍ରତିଟି ରୁମରେ କୋଟିଏ ଦେବା ଦେବୀ ଅବସ୍ଥିତ । ସେଥିପାଇଁ ତ ଆମେ ତାଙ୍କୁ ପୂଜି ଥାଉ । ହିନ୍ଦୁଧର୍ମ ଶାସ୍ତ୍ରରେ ଗୋମାତାଙ୍କୁ ବହୁତ ପବିତ୍ର ମନାଯାଏ । ଏମିତିକି ଗାଈକୁ ମାତା ଲକ୍ଷ୍ମୀଙ୍କ ରୂପ ବୋଲି…

ହଜାର ହଜାର ମହିଳାଙ୍କୁ ହସ୍ତଶିଳ୍ପ ଶିକ୍ଷା ଦେଇ ଚର୍ଚ୍ଚାରେ କଟକର ତାପଶି ମହାନ୍ତି, ମହିଳାମାନଙ୍କୁ କରୁଛନ୍ତି…

କଟକ (କେନ୍ୟୁଜ): ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବରେ ପାଳନ କରାଯାଉଛି । ମହିଳା ମାନଙ୍କୁ ଆଗକୁ ନେବା, ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା, ସେମାନଙ୍କର ଆର୍ଥିକ ଏବଂ ସାମାଜିକ ସ୍ତରରେ ପରିବର୍ତ୍ତନ କରିବା ନାରୀ ସଶକ୍ତିକରଣର ମୁଖ୍ୟ ଉଦ୍ଦେଶ୍ୟ । ଯେଉଁ…

ନିଜେ ଦୁନିଆ ଛାଡି ଗଲେ କିନ୍ତୁ ବଞ୍ଚାଇଦେଇ ଗଲେ ଦୁଇ ଜଣଙ୍କ ଜୀବନ

ଜୀବନ ଅଛି ତ ମୃତ୍ୟୁ ବି ସୁନିଶ୍ଚିତ । ତେବେ ମୃତ୍ୟୁ କେଉଁ ଭଳି ଭାବେ କେଉଁ ବୟସରେ ଆସେ ସେ କଥା କେହି କହି ପାରିବେନି । କିନ୍ତୁ କଥାରେ କୁହାଯାଏ, ମଣିଷ ନିଜ କର୍ମ ଜରିଆରେ ମରିବା ପରେ ବି ଜିଇଥାଏ । ଅର୍ଥାତ୍‌ ତାକୁ ମନେ ରଖନ୍ତି ଲୋକେ । ଆମେ ଆପଣଙ୍କୁ ଏଥିପାଇଁ ଏକଥା କହୁଛୁ କାରଣ ଜଣେ…