Browsing Tag

cuttack family court

କଟକ ପରିବାର ଅଦାଲତରେ ହାଜର ହେଲେ ବର୍ଷା-ଅନୁଭବ, ଜଜ୍ ଉଭୟଙ୍କ ମାମଲାକୁ ନେଇ କରିବେ ଆଲୋଚନା

କଟକ (କେନ୍ୟୁଜ): ବର୍ଷା-ଅନୁଭବ ପାରିବାରିକ ବିବାଦ ମାମଲା । କଟକ ପରିବାର ଅଦାଲତରେ ହାଜର ହେଲେ ବର୍ଷା ପ୍ରିୟଦର୍ଶିନୀ । ଉଭୟ ବର୍ଷା ଓ ଅନୁଭବଙ୍କୁ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ ପରିବାର ଅଦାଲତ । ମାମଲାରେ ଅସହଯୋଗ କରିଥିବାରୁ ଉଭୟଙ୍କୁ ୫ ହଜାର ଟଙ୍କାର ତଣ୍ଡ ଦେଇଥିଲେ କୋର୍ଟ ।…