Browsing Tag

cuttack high court

ଓଡ଼ିଶା ହାଇକୋର୍ଟ ଆସିବେ ୪ ନୂଆ ବିଚାରପତି: ବାର୍‌ରୁ ଦୁଇ ଓ ଅନ୍ୟ ୨ ଜୁଡିସିଆଲ ଅଫିସର ମନୋନୀତ

କଟକ(କେନ୍ଯୁଜ୍): ଓଡ଼ିଶା ହାଇକୋର୍ଟ ଆସିବେ ୪ ନୂଆ ବିଚାରପତି । ବାର୍‌ରୁ ଦୁଇଜଣ ଓ ଅନ୍ୟ ଦୁଇ ଜୁଡିସିଆଲ ଅଫିସର ମନୋନୀତ ହୋଇଛନ୍ତି । ହାଇକୋର୍ଟ ବିଚାରପତି ହେବେ ଆଇନଜୀବୀ ଆଦିତ୍ୟ କୁମାର ମହାପାତ୍ର ଓ ଆଇନଜୀବୀ ମୃଗାଙ୍ଗ ଶେଖର ସାହୁ । ସେହିପରି ଜୁଡିସିଆଲ ଅଫିସର ରାଧାକୃଷ୍ଣ ପଟ୍ଟନାୟକ ଓ…

ପ୍ରତି ଜିଲ୍ଲାରେ କରୋନା ମୃତ୍ୟୁର କଣ ରହିଛି ସ୍ଥିତି? ସବିଶେଷ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ…

ଭୁବନେଶ୍ବର(କେନ୍ଯୁଜ୍): କରୋନା ମୃତ୍ୟୁ ଘଟଣାରେ ହାଇକୋର୍ଟଙ୍କ ଜବାବ ତଲବ। ପ୍ରତି ଜିଲ୍ଲାରେ କରୋନା ମୃତ୍ୟୁର କଣ ସ୍ଥିତି ରହିଛି ସେନେଇ ସବିଶେଷ ତଥ୍ୟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। କରୋନାରେ ପ୍ରାଣ ହରାଉଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ପ୍ରକାଶ…

ପୁରୀ ଅଞ୍ଚଳର ଦୁଷ୍କର୍ମ ପୀଡ଼ିତା ନାବାଳିକାର ଗର୍ଭପାତ ପାଇଁ ହାଇକୋର୍ଟ ଦେଲେ ଅନୁମତି

କଟକ(କେନ୍ୟୁଜ୍):  ଦୁଷ୍କର୍ମ ପୀଡ଼ିତା ନାବାଳିକାର ଗର୍ଭପାତ ପାଇଁ ଅନୁମତି । ଏଥିପାଇଁ ଓଡ଼ିଶା ହାଇକୋର୍ଟ ଅନୁମତି ଦେଇଛନ୍ତି । ମାନସିକ ଓ ଶାରୀରିକ ଭାବରେ ସନ୍ତାନ ଧାରଣ ପାଇଁ ନାବାଳିକା ଚାହୁଁ ନଥିବାରୁ ସେ ଗର୍ଭ ନଷ୍ଟ କରିପାରିବେ । ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଗର୍ଭପାତ କରିବାକୁ ତିନି…

ଦଳିତ ବର୍ଗଙ୍କ ଜମି ହଡ଼ପ ପ୍ରସଙ୍ଗ: ଆଜି ହାଇକୋର୍ଟରେ ଜାଗି ମଙ୍ଗତ ପଣ୍ଡାଙ୍କ ପକ୍ଷରୁ ଆଗତ ମାମଲାର ହେବ ଶୁଣାଣି

କଟକ: ଦଳିତ ବର୍ଗଙ୍କ ଜମି ହଡ଼ପ ପ୍ରସଙ୍ଗରେ ଆଜି ହାଇକୋର୍ଟରେ ଜାଗି ମଙ୍ଗତ ପଣ୍ଡାଙ୍କ ପକ୍ଷରୁ ଆଗତ ମାମଲାର ହେବ ଶୁଣାଣି । ବାଘମାରୀ ଥାନାର ସାରୁଅ ଓ ଲୋକନାଥପୁର ଗାଁର ଲୋକମାନଙ୍କ ପକ୍ଷରୁ ଆଗତ ମାମଲାର କ୍ୱାସ ପାଇଁ ଏହି ଆବେଦନ କରାଯାଇଛି । ସେହିଭଳି EOWରେ ରୁଜୁ ମକଦ୍ଦମାକୁ ଚାଲେଞ୍ଜ କରି…

କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ, ବର୍ଷା ଜଳ ନିଷ୍କାସନକୁ ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ

କଟକ: କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ, ବର୍ଷା ଜଳ ନିଷ୍କାସନ ଓ ସହରବାସୀଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣକୁ ନେଇ ଅସନ୍ତୋଷ ପ୍ରକାଶ କଲେ ହାଇକୋର୍ଟ । କଟକ ଜିଲ୍ଲାପାଳ, ସିଏମସି କମିଶନର, ଯାଇକା ପ୍ରକଳ୍ପ ନିର୍ଦ୍ଦେଶକ, ଆର ଆଣ୍ଡ ବି ସୁପରିଟେଡେଣ୍ଡ ଇଂଜିନିୟର ବ୍ୟକ୍ତିଗତ ହାଜର ହେବା ସହ…

ଆସନ୍ତାକାଲିଠୁ ହାଇକୋର୍ଟରେ ଦୁର୍ଗାପୂଜା ଛୁଟି, ଅକ୍ଟେବାର ୨୮ରେ ଅବକାଶକାଳୀନ ଖଣ୍ଡପୀଠ ବସି ଜରୁରୀ ମାମଲାର ହେବ…

କଟକ: ଆସନ୍ତାକାଲିଠୁ ହାଇକୋର୍ଟରେ ଦୁର୍ଗାପୂଜା ଛୁଟି । କାଲିଠୁ ନଭେମ୍ବର ୧ ତାରିଖ ପର୍ଯ୍ୟନ୍ତ ଛୁଟି ରହିବ ବୋଲି ଘୋଷଣା କରାଯାଇଛି। ନଭେମ୍ବର ୨ରେ ଖୋଲିବ ହାଇକୋର୍ଟ । ଅକ୍ଟେବାର ୨୮ ତାରିଖରେ ଅବକାଶକାଳୀନ ଖଣ୍ଡପୀଠ ବସି ଜରୁରୀ ମାମଲାର ଶୁଣାଣି କରିବେ । ଜଷ୍ଟିସ୍‌ ଏସ୍‌.କେ.ମିଶ୍ର, ଓ…