ପିଲାଙ୍କୁ ଫୋନ୍ କିମ୍ବା ଲାପଟପ୍ ଦେଉଥିଲେ ସଜାଗ ରୁହନ୍ତୁ ବାପା ମା’, ନାବାଳକ ସାଇବର ଠକକୁ ଗିରଫ କରିଛି…
ଉମରକୋଟ(କେନ୍ୟୁଜ୍): ଆଜିର ଦିନରେ ମୋବାଇଲ ବ୍ୟବହାର ଯୁବପିଢିଙ୍କୁ ପାଠପଢାରେ ଯେତିକି ସାହାଯ୍ୟ କରୁଛି ସେତିକି ଭୁଲ ବାଟରେ ବି ନେଉଛି । ମୋବାଇଲ୍ ବ୍ୟବହାର କରି ଯୁବପଢ଼ି ଏପରିକି ନାବାଳକ ମାନେ ମଧ୍ୟ ଅପରାଧ କରୁଛନ୍ତି । ଏଭଳି ଜଣେ ନାବାଳକ ମୋବାଇଲ୍ ବ୍ୟବହାର କରି ସାଇବର ଅପରାଧ କରିଥିବା…