Below header
Browsing Tag

cyber lootera

ଭୁବନେଶ୍ୱର: ଗାଈ ବିକିବା ଆଡ୍ ଦେଇ ସର୍ବସ୍ବାନ୍ତ ହେଲେ ଯୁବକ, ୫ ଟଙ୍କା ଦେଇ ଆକାଉଣ୍ଟରୁ ପୋଛି ନେଲେ ୧ ଲକ୍ଷ ଟଙ୍କା

କେନ୍ୟୁଜ୍(ବ୍ୟୁରୋ):  ଅନ୍‌ଲାଇନ୍‌ରେ ଗାଈ ବିକିବାକୁ ଯାଇ ଯୁବକ ହରାଇଲେ ୧ ଲକ୍ଷ ଟଙ୍କା । ଅନ୍‌ଲାଇନ୍ ସାଇଟ୍ କ୍ରିଷିଫାଇରେ ଗାଈ ବିକିବା ପାଇଁ ଆଡ୍ ଦେଇଥିଲେ ଭୁବନେଶ୍ୱର ଆଚାର୍ଯ୍ୟବିହାରର ଦେବାଶିଷ ସାହୁ । ଗତ ୧୧ ତାରିଖରେ ଗ୍ରାହକଙ୍କ ସହ ୨୦ ହଜାର ଟଙ୍କାରେ ଗାଈ ବିକିବା ପାଇଁ ହୋଇଥିଲା…

କଟକ: ଡାକ୍ତରଙ୍କୁ ବୋକା ବନାଇ ୭୭ ଲକ୍ଷ ୮୬ ହଜାର ଟଙ୍କା ଠକିନେଲେ ସାଇବର ଠକ, ଥାନାରେ ଦାଏର ହେଲା ମାମଲା

କଟକ(କେନ୍ୟୁଜ୍): ଡାକ୍ତରଙ୍କ ଠାରୁ ୭୭ ଲକ୍ଷ ୮୬ ହଜାର ଟଙ୍କା ଠକେଇ । ବିଏସଏନଏଲ ଟେଲିଫୋନ ନମ୍ବର ଇନାକ୍ଟିଭ ହେବ କହି ଠକିଦେଲେ ସାଇବର ଠକ । କଟକର ଏନଟିପିସିରୁ ଅବସର ନେଇଥିବା ଡାକ୍ତର ସନାତନ ମହାନ୍ତିଙ୍କ ଠାରୁ ଏହି ଠକେଇ ହୋଇଛି । ଏ ନେଇ ସାଇବର କ୍ରାଇମ ଥାନାରେ ମାମଲା ରୁଜୁ ହୋଇଛି ।…

ସାବଧାନ! ମାତିଛନ୍ତି ସୁନ୍ଦରୀ ସାଇବର ଲୁଟେରା, ଫେସ୍‌ବୁକ୍‌ରେ ସାଙ୍ଗ ହୋଇ ନଗ୍ନ ଫଟୋ ମାଗି କରୁଛନ୍ତି ବ୍ଲକମେଲିଂ ଓ…

କେନ୍ୟୁଜ୍(ବ୍ୟୁରୋ):  ସୁନ୍ଦରୀ ଫଟୋରୁ ସବୁ ଗଲା । ପ୍ରଥମେ ଫେସ୍‌ବୁକ୍‌ରେ ସାଙ୍ଗ । ପରେ ମାଗୁଛନ୍ତି ନଗ୍ନ ଫଟୋ ଆଉ ଭିଡିଓ । ଫଟୋ ଓ ଭିଡିଓ ପାଇବା ପରେ ଆରମ୍ଭ କରିଦେଉଛନ୍ତି ବ୍ଲାକମେଲିଂ । ଝିଅଙ୍କ ନାଁରେ ଆକାଉଣ୍ଟ ଖୋଲି ବ୍ଲାକମେଲିଂ କରୁଛନ୍ତି । ସାଇବର ଠକେଇର ଏପରି ନୂଆ ତରିକା…