ମନ୍ଦିର ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର, ମାରି ଫିଙ୍ଗି ଦେଇଥିବା ସନ୍ଦେହ
ବୌଦ୍ଧ (କେନ୍ୟୁଜ): ଯୁବକଙ୍କୁ ପିଟିପିଟି ହତ୍ୟା । ବୌଦ୍ଧ ଆଦର୍ଶ ଥାନା ବଘିଆପଡା ଫାଣ୍ଡି ଗୌଡଦେଇ ମନ୍ଦିର ପଛପଟୁ ଯୁବକଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ଜାମପାଲିର ବିଭୀଷଣ ମହାରଥୀ । ଗତକାଲି ରାତିରୁ ଘରୁ ଯାଇ ଆଉ ଫେରି ନଥିଲେ ବିଭୀଷଣ । ପରିବାର ଲୋକେ ବହୁ ଖୋଜାଖୋଜି କରିବା ପରେ…