Browsing Tag

dead

କେନ୍ଦୁଝର: ଭୁଲ୍‌ ରକ୍ତ ପ୍ରଦାନ କାରଣରୁ ମୃତ୍ୟୁ ଘଟଣା, ତଦନ୍ତ କରି ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ…

କେନ୍ଦୁଝର(କେନ୍ୟୁଜ୍):   ଭୁଲ୍‌ ରକ୍ତ ପ୍ରଦାନ କାରଣରୁ ମୃତ୍ୟୁ ଘଟଣାର ତଦନ୍ତ କରି ୩ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଲେ ଓଡିଶା ମାନବାଧିକାର କମିଶନ। ଆଜି ଓଡିଶା ମାନବାଧିକାର କମିଶନ ୨୦୧୬ ଡିସେମ୍ବର ୧୩ରେ ଘଟିଥିବା ଏକ ମାମଲାର ବିଚାର କରି ଏହି ଅର୍ଥ କ୍ଷତିପୂରଣ ଦେବାକୁ…

ଯାଜପୁର: ପରଲୋକରେ ବରିଷ୍ଠ ସାମ୍ବାଦିକ ଅନିରୁଦ୍ଧ ସାମନ୍ତରାୟ, ଗତକାଲି ହୃଦଘାତରେ ହୋଇଥିଲେ ଶିକାର

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଜିଲାର ବରିଷ୍ଠ ସାମ୍ବାଦିକ ଅନିରୁଦ୍ଧ ସାମନ୍ତରାୟଙ୍କ ହୃଦଘାତରେ ଗତକାଲି ବିଳମ୍ବିତ ରାତ୍ରିରେ ପରଲୋକ ଘଟିଛି । ସମ୍ବାଦ ସଂଗ୍ରହ କରିବାକୁ ଯାଉଥିବା ବେଳେ ସେ ହୃଦଘାତରେ ଶୀକାର ହୋଇଥିଲେ । ଗୁରୁତର ଅବସ୍ଥାରେ ପ୍ରଥମେ ବଡଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର…

ସୁବର୍ଣ୍ଣପୁର: ରାମଦୋଳିରୁ ସେଲଫି ନେଲା ବେଳେ ଭାରସାମ୍ୟ ହରାଇ ପଡିଗଲେ ଦୁଇ ବ୍ୟକ୍ତି, ଜଣେ ମୃତ ଓ ଜଣେ ଗୁରୁତର

ସୁବର୍ଣ୍ଣପୁର(କେନ୍ୟୁଜ୍): ସେଲଫି ନେଲା ଜୀବନ। ରାମଦୋଳି ଖେଳୁଥିବା ବେଳେ ସେଲଫି ନେବା ପଡ଼ିଲା ମହଙ୍ଗା। ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଧନୁଯାତ୍ରାରେ ଘଟିଛି ଏଭଳି ଅଘଟଣ। ସେଲଫି ନେଲାବେଳେ ଭାରସାମ୍ୟ ହରାଇ ଦୋଳିରୁ ୨ଜଣ ଖସି ପଡ଼ିଥିଲେ। ସେମାନଙ୍କୁ ସଙ୍ଗେ ସଙ୍ଗେ…

ଭୁବନେଶ୍ୱର: ଚୋରି ପଡିଲା ଭାରି, ଚୋରି କରୁଥିବାବେଳେ କରେଣ୍ଟ ଖାଇ ଗଲା ଜୀବନ

ଭୁବନେଶ୍ବର(କେନ୍ୟୁଜ୍):  ଚୋରି ହେଲା କାଳ। ଚୋରି କରୁଥିବାବେଳେ କରେଣ୍ଟ ଖାଇ ଗଲା ଜୀବନ। ଭୁବନେଶ୍ୱର ସତ୍ୟନଗର ଅଞ୍ଚଳରେ ଏଭଳି ଅଘଟଣ ଘଟିଛି। ଗତକାଲି ରାତିରେ ଜଣେ ଚୋର ବିଦ୍ୟୁତ ଖୁଣ୍ଟରୁ ତାର ଚୋରି କରୁତିବାବେଳେ କରେଣ୍ଟ ଲାଗିଯାଇଥିଲା। ଫଳରେ ଘଟଣାସ୍ଥଳରେ ଟଳିପଡିଥିଲା। ଆଜି ସକାଳେ…

ଚୋରି ପଡ଼ିଲା ଭାରୀ, ଛାତରୁ ପଡି ଚାଲିଗଲା ଯୁବକର ଜୀବନ

ଭୁବନେଶ୍ୱର (କେନ୍ୟୁଜ୍):   ଚୋରି କରିବକୁ  ଆସି ଚାଲିଗଲା ଜୀବନ। ଘଟଣା  ଘଟିଛି ଭୁବନେଶ୍ୱର ନୟାପଲ୍ଲୀ ଥାନା ଅଞ୍ଚଳରେ । ପୋଲିସ ସୂଚନା ମୁତାବକ  ଗତ ୨୨ ତାରିଖରେ ନୟାପଲ୍ଲୀ ଥନାକୁ ଜଣେ କେହି ଫୋନକରି N-4 ପ୍ଲଟ ନଂ-୨୮ ନିକଟରେ ଜଣେ ଯୁବକ ଗୁରୁତର  ଅବସ୍ଥାରେ ପଡିରହିଥିବାର ଖବର ମିଳିଥିଲା ।…

କ୍ରିକେଟ ଖେଳ ହେଲା କାଳ, କାନରେ ବଲ ବାଜି MBBS ଛାତ୍ର ମୃତ

ବ୍ରହ୍ମପୁର(କେନ୍ୟୁଜ୍):  ବ୍ରହ୍ମପୁରରେ ଅଘଟଣ। କ୍ରିକେଟ ଖେଳି ଚାଲିଯାଇଛି  ଜଣେ  ଡାକ୍ତରୀ ଛାତ୍ରଙ୍କ ଜୀବନ। ଘଟଣା ଘଟଛି ଏମକେସିଜି ମେଡିକାଲ କଲେଜ ପଡିଆରେ। ମୃତକ ହେଲେ ବିଶ୍ବଭୂଷଣ ସାହୁ। ବିଶ୍ବଭୂଷଣ କୋରାପୁଟ ସ୍ଥିତ ସହିଦ୍ ଲକ୍ଷଣ ନାୟକ ମେଡିକାଲ  କଲେଜରେ MBBS ଦ୍ବିତୀୟ ବର୍ଷ ଛାତ୍ର…

ବାଲୁଗାଁ: ମାରିଦେଲେ ଲୁଟେରା, ଛିନତାଇ ବେଳେ ଚଳନ୍ତା ବାଇକରୁ ପଡି ମହିଳା ମୃତ

ସାମାନ୍ୟ କେତେଟା ଟଙ୍କା ପାଇଁ ଲୁଟେରା ନେଇଗଲେ ଜୀବନ। ମାନବିକତା ଆଗରେ ଜିତିଗଲା ଲୋଭର ରାକ୍ଷାସ। ଏମିତି କିଛି ଘଟଣା ଘଟିଛି ବାଲୁଗାଁର ନାଭାଲ ଅଞ୍ଚଳରେ। ଦୁର୍ବୃତ୍ତ ମାନେ ଭ୍ୟାନିଟ ବ୍ୟାଗକୁ ଝାମ୍ପି ନେବା ବେଳେ ବାଇକରୁ ପଡି ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ ଗଞ୍ଜାମ ଜିଲ୍ଲା…

କେନ୍ଦ୍ରାପଡ଼ା: ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟି ୫ ମୃତ, ୨ ଗୁରୁତର

କେନ୍ଦ୍ରାପଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ। ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି। ମହାକାଳପଡ଼ା ବ୍ଲକ କରଞ୍ଜ ଗାଁରେ ବିଲରେ ଚାଷ କରୁଥିବା ବେଳେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଗରଦପୁର ବ୍ଲକରେ ବଜ୍ରାଘାତ ନେଇଛି ଦୁଇ ଜଣଙ୍କର ଜୀବନ।…

ଅଣ୍ଟି ଛୁରୀ କାଟିଲା ତଣ୍ଟି, ଲୁଟରେ ବ୍ୟବହାର ପାଇଁ ଥିବା ବୋମା ଫୁଟି ଲୁଟେରା ମୃତ

ଅନ୍ୟକୁ ମାରିବାକୁ ଧରିଥିବା ବୋମା ନିଜ ହାତରେ ଫୁଟିବାରୁ ପ୍ରାଣ ହରାଇଲା ଲୁଟେରା । ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଡହ ନିକଟ ଗୋଚ୍ଛାପଲ୍ଲୀ ଗାଁ ନିକଟରେ ଘଟିଛି ଏଭଳି ଘଟଣା । ପୋଲିସ-ଅପରାଧୀ ମୁହାଁମୁହିଁ ବେଳେ ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି । ପୋଲିସ ସୂଚନା ମୁତାବକ ଗାଙ୍ଗପୁର ଥାନା…

ଭଦ୍ରକ ବିନାୟକପୁର ଗ୍ରାମରେ ବିଷାକ୍ତ ଫଳର ପାଣି ପିଇ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ, ୨ଗୁରୁତର

ଭଦ୍ରକ(କେ ନ୍ୟୁଜ୍‌) : ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ବିନାୟକପୁର ଗ୍ରାମରେ ବିଷାକ୍ତ ଫଳର ପାଣି ପିଇ ଗୋଟିଏ ପରିବାରର ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଗୁରୁତର ଅବସ୍ଥାରେ ବାସୁଦେବପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେହି ପଂଚାୟତ ବଡମଳିକ ସାହି ଗ୍ରାମରେ ଉଗ୍ରେସନ…

 ଅନ୍ତିମ ସଂସ୍କାରର ଠିକ୍ ପୂର୍ବରୁ ବଞ୍ଚି ଉଠିଲେ ହେଲେ ୯୫ ବର୍ଷୀୟ ବୃଦ୍ଧା, ଜାଣନ୍ତୁ ପୂରା ଘଟଣା

ଜୟପୁର : ରାଜସ୍ତାନର ଝୁଝାନୁରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ଯକର ଘଟଣା। ନିଘୋର ନିଦରେ ଶୋଇଥିବା ଜଣେ ବୃଦ୍ଧଙ୍କର ବାହାର କରାଯାଇଥିଲା ଅନ୍ତିମ ସଂସ୍କାର ଯାତ୍ରା। ବିଧି ସମୟରେ ହଠାତ୍ ବୃଦ୍ଧାଉଠିଥିଲେ  ଏବଂ କହିଥିଲେ ମୁଁ ତ ଶୋଇଥିଲି। ତେବେ ସୂଚନା ଅନୁଯାୟୀ ବୃଦ୍ଧାଙ୍କର ନାମ ରାମ…

ଶିକାର ଜାଲରେ ପଡି ହୋମଗାର୍ଡଙ୍କ ମୃତ୍ୟୁ

ଗଜପତି(କେନ୍ଯୁଜ୍) : ବାର୍‌ହା ଫାଶରେ ପଡି ହୋମଗାର୍ଡ ମୃତ। ମୃତକ ହେଲେ ଗଜପତି ଜିଲ୍ଲା ମୋହନା ବ୍ଲକ କଦମଚୁଆ ଗାଁର ମାଧବ ନାୟକ। ଗତକାଲି ମାଧବ ଶୀକାର ପାଇଁ କାଳିଆପଟ୍ଟା ଜଙ୍ଗଲକୁ ଯାଇଥିବା ଅଭିଯୋଗ ହୋଇଛି। ସେଠାରେ ଥିବା ମକାକ୍ଷେତରେ ବିଛା ଯାଇଥିବା ବିଦ୍ୟୁତ୍‌ ତାରରେ ତିଆରି ଫାଶରେ .ସେ…