ବ୍ରହ୍ମାସ୍ତ୍ର -୨ ରେ ରଣବୀର କପୁରଙ୍କ ମା ଭୂମିକାରେ ନଜର ଆସିବେ ଦୀପିକା ପାଦୁକୋନ, ଭିଡ଼ିଓ ହେଉଛି ଭାଇରାଲ
ବ୍ରହ୍ମାସ୍ତ୍ର ଫିଲ୍ମର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାକୁ ଲାଗୁଛି। ଭିଡିଓ ନିକଟରେ OTT ରେ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ରରେ ଏପରି କିଛି ଦୃଶ୍ୟ ଦେଖାଯାଇଛି, ଯାହାକୁ ଦେଖି ପ୍ରଶଂସକମାନେ ବହୁତ ଖୁସି ହୋଇଛନ୍ତି। ଆୟାନ୍ ମୁଖାର୍ଜୀଙ୍କ ଫିଲ୍ମ 'ବ୍ରହ୍ମାସ୍ତ୍ର' ଦୀର୍ଘ ଦିନ ଧରି…