Browsing Tag

deepika padukone

ହାଇଦ୍ରାବାଦରେ ଶୁଟିଂ ସମୟରେ ଅସୁସ୍ଥ ହୋଇପଡ଼ିଲେ ଦୀପିକା ପାଦୁକୋନ, ହସ୍ପିଟାଲରେ ଭର୍ତ୍ତି

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି, ଯାହା ମୁତାବକ, ଶୁଟିଂ ସମୟରେ ଦୀପିକାଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍‌ ବିଗିଡ଼ି ଯିବାରୁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନାଥାଉ କି, ଦୀପିକା ବର୍ତ୍ତମାନ ହାଇଦ୍ରାବାଦରେ ଅଭିନେତା…

କାନ୍ସ ଫେଷ୍ଟିଭାଲ୍‌ର ଶେଷ ଦିନରେ ଦେଖିବାକୁ ମିଳିଲା ଦୀପିକାଙ୍କ ଜଲଓ୍ଵା, ଧଳା ରଫଲ ଶାଢୀରେ ଆସିଲେ ନଜର

ଦୀପିକା ପାଦୁକୋନ୍ ଏବେ ପୁଣି ଥରେ ଚର୍ଚ୍ଚାରେ। ବର୍ତ୍ତମାନ କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୨୨ରେ ଜୁରୀ ହେବାର ସୁଯୋଗ ମିଳିଛି। ରେଡ୍ କାର୍ପେଟରେ ଏଣ୍ଟ୍ରି କରି ନିଜର ଜଲୱା ଦେଖାଉଛନ୍ତି ଦୀପିକା। ଫଟୋଗ୍ରାଫରମାନେ ତାଙ୍କ ଫ୍ୟାଶନ୍ ଆଇକନ୍ ଅନ୍ଦାଜକୁ ବେଶ୍ ପସନ୍ଦ ମଧ୍ୟ କରୁଛନ୍ତି। ନିକଟରେ…

କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨: ଜୁରୀ ଭାବେ ନଜର ଆସିବେ ଦୀପିକା, ପ୍ରଥମ ଦିନରେ ପାରମ୍ପରିକ ଆଉଟ୍‌ଫିଟ୍‌ କିଣିନେଲା…

କାନ୍ସ ଫିଲ୍ମ ଫେଷ୍ଟିଭାଲ ୨୦୨୨ ଆରମ୍ଭ ହୋଇଯାଇଛି। ଏହି ମହୋତ୍ସବରେ ଯୋଗ ଦେବା ପାଇଁ ବଲିଉଡର ନାମୀଦାମୀ କଳାକାର ପହଞ୍ଚିଛନ୍ତି। ଚଳିତବର୍ଷ କାନ୍ସ ଫିଲ୍ମ ଫେଷ୍ଟିଭାଲ ଭାରତ ପାଇଁ ଖାସ୍‌ ରହିଛି। ଭାରତକୁ ଏଥର ‘କଣ୍ଟ୍ରି ଅଫ୍‌ ଅନର’ରେ ସମ୍ମାନିତ କରାଯିବ। ଏଥର କାନ୍ସ ଫେଷ୍ଟିଭାଲରେ…

ପ୍ରେଗ୍‌ନାନ୍ସିକୁ ନେଇ ମୁହଁ ଖୋଲିଲେ ଦୀପିକା ପାଦୁକୋନ୍‌, କହିଲେ- ‘ଇଚ୍ଛା ଥିଲେ ବି ମୁଁ ମା’ ହୋଇପାରିବି ନାହିଁ’

ବଲିଉଡ୍‌ର ସବୁଠୁ ହଟ୍‌ ଓ ଷ୍ଟାଇଲିସ୍‌ ଅଭିନେତ୍ରୀ ହେଉଛନ୍ତି ଦୀପିକା ପାଦୁକୋନ୍‌। ତାଙ୍କ ସୌନ୍ଦର୍ଯ୍ୟ ଓ ଦମ୍‌ଦାର ଅଭିନୟର କୋଟି କୋଟି ଦିଓ୍ଵାନା ଅଛନ୍ତି। କେବଳ ବଲିଉଡ୍‌ ନୁହେଁ, ହଲିଉଡ୍‌ରେ ବି ଦୀପିକା ପାଦୁକୋନ୍‌ଙ୍କର ଅନେକ ଫ୍ୟାନ୍‌ ଫଲୋୟର୍ସ ଅଛନ୍ତି। ନିଜ କ୍ୟାରିୟରରେ ଦୀପିକା…

ପ୍ରଥମ ଥର ଏକାଠି ସ୍କ୍ରିନ ସେୟାର କରିବେ ହ୍ରିତିକ ଓ ଦୀପିକା, ଖୁବଶୀଘ୍ର ଆରମ୍ଭ ହେବ ଅପ୍‌କମିଂ ଫିଲ୍ମ ‘ଫାଇଟର’ର…

ହ୍ରିତିକ ରୋଶନ ଓ ଦୀପିକା ପାଦୁକୋନ ପ୍ରଥମ ଥର ପାଇଁ ସ୍କ୍ରିନ ସେୟାର କରିବାକୁ ଯାଉଛନ୍ତି। ଦୁହେଁ ଫିଲ୍ମ ‘ଫାଇଟର’ରେ ପ୍ରଥମ ଥର ପାଇଁ ଏକାଠି କାମ କରିବେ। ରିପୋର୍ଟ ମୁତାବକ, ଦୀପିକା ଏବଂ ହ୍ରିତିକ ଚଳିତବର୍ଷ ଜୁନ୍‌ ମାସରେ ହିଁ ଫିଲ୍ମର ସୁଟିଂ ଆରମ୍ଭ କରିବେ। ଖାସ୍‌ ଏଥିପାଇଁ ଦୀପିକା ଏବଂ…

ସମସ୍ତେ ଭଲ କହୁଥିବା ବେଳେ ଦୀପିକା ପାଦୁକୋନ୍‌ଙ୍କ ଗହରାଇୟାଁକୁ ‘କଚରା’ ବୋଲି କହିଲେ କଙ୍ଗନା ରାଣାଓ୍ଵତ୍‌

ନିକଟରେ ରିଲିଜ୍‌ ହୋଇଛି ଦୀପିକା ପାଦୁକୋନ୍‌ଙ୍କ ଫିଲ୍ମ ‘ଗହରାଇୟାଁ’। ଏହି ଫିଲ୍ମର ରିଲିଜ୍‌କୁ ନେଇ ଦର୍ଶକେ ଅନେକ ଦିନ ହେଲାଣି ଅପେକ୍ଷା କରିଥିଲେ। ଗତ ୧୧ ଫେବ୍ରୁଆରୀରେ ଏହି ଫିଲ୍ମ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହୋଇଛି। ଲୋକମାନେ ମଧ୍ୟ ଫିଲ୍ମକୁ ବେଶ୍‌ ପସନ୍ଦ କରୁଥିବା ଦେଖିବାକୁ…

‘ଗେହରାଇୟାଁ’ କିସିଂ ସିନ୍‌ ଦେଖି ଗାଁରୁ ଜଣେ ଚାଚା ଫୋନ କରି ପଚାରିଲେ, ପୁଅ ଏମିତି କିସ୍‌…

ନିର୍ଦ୍ଦେଶକ ଶକୁନ୍ ବତ୍ରାଙ୍କ ଫିଲ୍ମ ‘ଗେହରାଇୟାଁ’ ରିଲିଜ୍ ହୋଇସାରିଛି। ଏହି ଫିଲ୍ମରେ ଦୀପିକା ପାଦୁକୋନ, ସିଦ୍ଧାନ୍ତ ଚତୁର୍ବେଦୀ, ଅନନ୍ୟା ପାଣ୍ଡେ ଏବଂ ଧୈର୍ୟ କାରଭା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି। ନିକଟରେ ଫିଲ୍ମର କାଷ୍ଟ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ। ଯେଉଁଠାରେ ସେମାନେ…

‘ଗହରାଇୟାଁ’ରେ ଇଣ୍ଟିମେଟ୍‌ ସିନ୍‌ ଦେଖିବା ପରେ କେମିତି ଥିଲା ରଣବୀର ସିଂହଙ୍କ ରିଆକ୍ସନ୍‌, ଖୁଲାସା କଲେ ଦୀପିକା…

ଦୀପିକା ପାଦୁକୋନ୍‌ଙ୍କ ଅପ୍‌କମିଂ ଫିଲ୍ମ ‘ଗହରାଇୟାଁ’ର ଟ୍ରେଲର ଓ ଟାଇଟଲ ଟ୍ରାକ୍‌ ଯେବେ ଠାରୁ ରିଲିଜ୍‌ ହୋଇଛି, ସେବେ ଠାରୁ ଫ୍ୟାନ୍‌ ଏହି ଫିଲ୍ମର ରିଲିଜ୍‌କୁ ଅତି ଉତ୍ସାହର ସହ ଅପେକ୍ଷା କରି ରହିଛନ୍ତି। ଫିଲ୍ମର ଗୀତ ହେଉ ବା କ୍ଲିପ୍‌, ସବୁ ଜିନିଷକୁ ଖୁବ୍‌ ଭଲ ପାଇବା ମିଳୁଛି। ଏହା ସହ…

ରିଲିଜ ହେଲା ଫିଲ୍ମ ‘ଗହରାଇୟାଁ’ର ଟାଇଟଲ ଗୀତ, ପୁଣି ଦେଖିବାକୁ ମିଳିଲା ଦୀପିକା ଓ ସିଦ୍ଧାନ୍ତଙ୍କ ଲଭ୍‌ କେମେଷ୍ଟ୍ରୀ

ଦୀପିକା ପାଦୁକୋନ ନିଜର ଅପକମିଂ ଫିଲ୍ମ ‘ଗହରାଇୟାଁ’ର ଟାଇଟଲ ଟ୍ରାକ୍‌ ରିଲିଜ ହୋଇଛି। ଏହି ଟାଇଟଲ ଟ୍ରାକରେ ଲଭ କେମେଷ୍ଟ୍ରୀ ଦେଖିବାକୁ ମିଳିଛି। ଗୀତରେ ପୁଣି ଦୀପିକାଙ୍କ ବୋଲ୍ଡ ଅବତାର ଦେଖିବାକୁ ମିଳିଛି। ଟାଇଟଲ ଟ୍ରାକରେ ସିଦ୍ଧାନ୍ତଙ୍କ ସହିତ ଦୀପିକାଙ୍କ ଅନ୍ତରଙ୍ଗ ସିନ୍‌ ମଧ୍ୟ…

ଜୋର୍‌ରେ ସୁ ସୁ ଲାଗିବାରୁ ପୁରୁଷଙ୍କ ବାଥ୍‌ରୁମରେ ପଶି ଯାଇଥିଲେ ଦୀପିକା ପାଦୁକୋନ; ନିଜେ କଲେ ଏହାର ଖୁଲାସା!

ଦୀପିକା ପାଦୁକୋନ ଏବେ ନିଜର ଆଗାମୀ ଚଳଚ୍ଚିତ୍ର 'ଗହରାଇୟାଁ’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ଚଳଚ୍ଚିତ୍ରର ପ୍ରମୋସନ ସମୟରେ ଅଭିନେତ୍ରୀ ଏମିତି ଅନେକ କଥା ଖୁଲାସା କରିଛନ୍ତି, ଯାହା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ଅଭିନେତ୍ରୀ କହିଛନ୍ତି କି, ସେ ପୁରୁଷଙ୍କ ବାଥରୁମ…

ଜନ୍ମଦିନରେ ରଣବୀର ନୁହେଁ ସିଦ୍ଧାନ୍ତଙ୍କ ସହିତ ଲିପଲକ୍‌ ହେଲେ ଦୀପିକା, ଫଟୋ ବି ସେୟାର କଲେ

ବଲିଉଡର ମସ୍ତାନୀ ଦୀପିକା ପାଦୁକୋନଙ୍କ ଆଜି ଜନ୍ମଦିନ। ଆଉ ଦୀପିକାଙ୍କ ଜନ୍ମଦିନରେ ରଣବୀର ଏବଂ ଦୀପିକାଙ୍କ ରୋମାଣ୍ଟିକ ପୋଷ୍ଟ ଏବଂ ଫଟୋକୁ ଅପେକ୍ଷା କରି ରହିଥିଲେ ଫ୍ୟାନ୍ସ। କିନ୍ତୁଆଜି ସକାଳୁ ଇଣ୍ଟରନେଟରେ ଆଉ ଏକ ଫଟୋ ଚର୍ଚ୍ଚାକୁ ଆସିଛି। ଯେଉଁଥିରେ ଦୀପିକା ପାଦୁକୋନ ନିଜ ସ୍ୱାମୀଙ୍କୁ…

ନିଜ ଠାରୁ ବୟସରେ ସାନ ହିରୋଙ୍କ ସହ ରୋମାନ୍ସ କରୁଛନ୍ତି ଦୀପିକା, ସାମ୍ନାକୁ ଆସିଲା ‘ଗହରାଇଁୟା’ର ଟିଜର

ସାମ୍ନାକୁ ଆସିଲା ନିର୍ଦ୍ଦେଶକ ଶକୁନ ବତ୍ରାଙ୍କ ବହୁ ଚର୍ଚ୍ଚିତ ଫିଲ୍ମର ଟିଜର। ଦୀର୍ଘ ଦିନ ହେଲା ଚର୍ଚ୍ଚାରେ ଥିବା ଶକୁନ୍‌ ବତ୍ରାଙ୍କ ଏହି ଫିଲ୍ମର ନାଁ ଶେଷରେ ସାମ୍ନାକୁ ଆସିଛି। ଏଥିସହ ଏହି ଫିଲ୍ମର ରିଲିଜ୍‌ ତାରିଖ ମଧ୍ୟ ଘୋଷଣା କରାଯାଇଛି। ଦୀପିକା ପାଦୁକୋନ୍‌ ଓ ସିଦ୍ଧାନ୍ତ…