Browsing Tag

delhi pollution

ପୁଣି ବଢ଼ିଲା ଦିଲ୍ଲୀରେ ବାୟୁ ପ୍ରଦୂଷଣ, ‘ଗ୍ରାପ୍‌-୩’ ଲାଗୁ

ଦିଲ୍ଲୀରେ ପୁଣି ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି। ବାୟୁ ଗୁଣବତ୍ତା ସୂଚକାଙ୍କ ୪୦୦ ଅତିକ୍ରମ କରିଛି। ଏହା ଉପରେ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରି CAQM ଦ୍ୱାରା ଦିଲ୍ଲୀ-ଏନସିଆରରେ ଗ୍ରାପ୍‌-୩ ଲାଗୁ କରି ଦିଆଯାଇଛି। ଏହା ସହିତ ଦିଲ୍ଲୀ-ଏନସିଆର ଲୋକଙ୍କ ପାଇଁ ନୂଆ ପ୍ରତିବନ୍ଧକ ଲାଗୁ…

ପ୍ରଦୂଷଣ ଯୋଗୁଁ ରାଜଧାନୀରେ ୧୦ ନଭେମ୍ବର ପର୍ଯ୍ୟନ୍ତ ସ୍କୁଲ ବନ୍ଦ, ୬ଷ୍ଠ ଠାରୁ ୧୨ଶ ଶ୍ରେଣୀ ପର୍ଯ୍ୟନ୍ତ ଚାଲିବ ଅନଲାଇନ…

ବିଷ ବଳୟରେ ଦିଲ୍ଲୀ । ତେଣୁ ୧୦ ନଭେମ୍ବର ପର୍ଯ୍ୟନ୍ତ ସମସ୍ତ ପ୍ରାଇମେରୀ ବିଦ୍ୟାଳୟ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ଶିକ୍ଷାମ ନ୍ତ୍ରୀ। ଦିଲ୍ଲୀରେ ଵାୟୁ ପ୍ରଦୂଷଣ ଦ୍ରୁତ ଗତିରେ ବଢ଼ୁଥିବାରୁ ଏପରି ନିଷ୍ପତ୍ତି ନିଆଯାଇଛି । ଖବର ମୁତାବକ, ଦେଶର ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣର…

ସକାଳୁ ସକାଳୁ ଧୂଳି ଓ ଧୂଆଁରେ ଆଛାଦିତ ଦିଲ୍ଲୀ, ଏୟାର କ୍ବାଲିଟି ଇଣ୍ଡେକ୍ସ ରହିଛି ୨୪୮

କେନ୍ୟୁଜ୍(ବ୍ୟୁରୋ):  ଦିଲ୍ଲୀରେ ବଢ଼ୁଛି ବାୟୁ ପ୍ରଦୂଷଣ। ଶନିବାର ଦିଲ୍ଲୀର ୨୪ ଘଣ୍ଟିଆ ହାରାହାରି ଏୟାର କ୍ବାଲିଟି ଇଣ୍ଡେକ୍ସ ୨୪୮ ରହିଛି। କୁହୁଡ଼ିଆ ଦେଖାଯାଉଛି ଦିଲ୍ଲୀର ବାୟୁମଣ୍ଡଳ। ସକାଳୁ ସକାଳୁ ଧୂଳି ଓ ଧୂଆଁରେ ଆଛାଦିତ ହୋଇ ରହୁଛି। ଶୀତ ଆରମ୍ଭ ନହେଉଣୁ ବିଷ ପାଲଟିଲାଣି ଦିଲ୍ଲୀର…

ଦିଲ୍ଲୀରେ ଅଣାୟତ୍ତ ବାୟୁ ପ୍ରଦୂଷଣ: ନିଶ୍ୱାସ ,ପ୍ରଶ୍ୱାସ ନେବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ଲୋକେ

ନୂଆଦିଲ୍ଲୀ : ଦିଲ୍ଲୀରେ ଅଣାୟତ୍ତ ବାୟୁ ପ୍ରଦୂଷଣ । ବଢ଼ୁଛି ପ୍ରଦୂଷଣ, ବଢ଼ୁଛି ସମସ୍ୟା । ସୋମବାର ସକାଳେ ଦିଲ୍ଲୀ ଆକାଶରେ ଚାରିଆଡେ ଦେଖାଦେଇଛି ଧୂଆଁ । ଦିଲ୍ଲୀର କିଛି ସ୍ଥାନରେ ଆଜି ବାୟୁ ଗୁଣବତ୍ତା ଚିନ୍ତା ଜନକ ସ୍ଥିତିରେ ରହିଛି । ସେହିପରି ଆନନ୍ଦ ବିହାରରେ AQI ଅର୍ଥାତ ଏଆର କ୍ୱାଲିଟି…

ଦିଲ୍ଲୀରେ ସଂପୂର୍ଣ୍ଣ ଲକଡାଉନ ପାଇଁ ସରକାର ପ୍ରସ୍ତୁତ, ସୁପ୍ରିମ କୋର୍ଟଙ୍କୁ ପ୍ରସ୍ତାବ ଦେଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସଂପୂର୍ଣ୍ଣ ଲକଡାଉନ ପାଇଁ ସରକାର ପ୍ରସ୍ତୁତ। କିନ୍ତୁ ପଡ଼ୋଶୀ ରାଜ୍ୟର ଅଂଶ ଥିବା ଏନସିଆରରେ ମଧ୍ୟ ଏହାକୁ ପାଳନ କରାଯାଉ। ବାୟୂ ପ୍ରଦୂଷଣ ସଂପର୍କିତ ମାମଲାରେ ସୁପ୍ରିମ କୋର୍ଟଙ୍କୁ ଏହି ପ୍ରସ୍ତାବ ଦେଇଛନ୍ତି ଦିଲ୍ଲୀ ସରକାର। ରାଜଧାନୀରେ ବାୟୂ ପ୍ରଦୂଷଣ…

ଦିଲ୍ଲୀରେ ସପ୍ତାହେ ଯାଏଁ ସ୍କୁଲ ବନ୍ଦ, ନିର୍ମାଣ କାର୍ଯ୍ୟକୁ କରାଯାଇଛି ବାରଣ

ମାତ୍ରାଧିକ ପ୍ରଦୂଷଣକୁ ଆଖି ଆଗରେ ରଖୀ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଦିଲ୍ଲୀ ସରକାର । ଆଗାମୀ ଏକ ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀର ସମସ୍ତ ସ୍କୁଲକୁ ବନ୍ଦ ରଖାଯାଇଛି । ଆସନ୍ତା ସୋମବାର ଠାରୁ ୭ ଦିନ ପାଇଁ ସମସ୍ତ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଯେବେକି…

ରାଜଧାନୀ ଦିଲ୍ଲୀରେ ବଢିଚାଲିଛି ବାୟୁ ପ୍ରଦୂଷଣ, ନିଜ ଶରୀରକୁ ଏହାର କୁପ୍ରଭାବରୁ ରକ୍ଷା କରିବା ପାଇଁ ଖାଆନ୍ତୁ ଏହି ସବୁ…

ଦେଶର ରାଜଧାନୀ ଦିଲ୍ଲୀ ଏବଂ ଆଖପାଖର ଅଞ୍ଚଳରେ ପୁଣି ଥରେ ପ୍ରଦୂଷଣ ସମସ୍ୟା ବଢ଼ିବାରେ ଲାଗିଛି। ଗତ କିଛି ଦିନରେ ଦିଲ୍ଲୀର ପବନ ପ୍ରଦୂଷିତ ହେବାକୁ ଲାଗିଛି ଏବଂ AQI ଲଗାତାର ୪୦୦ଉପରେ ରହିଛି। ଦିଲ୍ଲୀରେ କରୋନା ଭାଇରସ୍ ସହ ଲୋକଙ୍କୁ ବାୟୁ ପ୍ରଦୂଷଣର ସମ୍ମୁଖୀନ ହେବାକୁ ପଡ଼ୁଛି। କରୋନା ଏବଂ…