Browsing Tag

dengue

ସଲମାନ ଖାନଙ୍କୁ ଡେଙ୍ଗୁ, ଏବେ ଭାଇଜାନଙ୍କ ସ୍ଥାନରେ ବିଗ୍‌ବସ୍‌ ହୋଷ୍ଟ କରିବେ କରଣ ଜୋହର

ବଲିଉଡର ଭାଇଜାନ ସଲମାନ ଖାନଙ୍କ ପ୍ରଶଂସକଙ୍କ ପାଇଁ ଖରାପ ଖବର। ସମସ୍ତଙ୍କ ପ୍ରିୟ ଭାଇଜାନ ଏବେ ଡେଙ୍ଗୁରେ ପୀଡିତ। ଆଉ ଏଥିପାଇଁ ସଲମାନ ଖାନ ବିଗବସ୍‌ ୧୬ରେ କିଛି ସପ୍ତାହ ପାଇଁ ନଜର ଆସିବେ ନାହିଁ। ନିଜର ଆଗାମୀ ଫିଲ୍ମ ଯୋଗୁଁ ସଲମାନ କେବଳ ବିଗବସ୍‌ରେ ଓ୍ଵିକେଣ୍ଡ କା ଓ୍ଵାର କରିବାକୁ…

ଡେଙ୍ଗୁ ଜ୍ୱର ହୋଇଥିଲେ ଆଦୌ ଡରି ଯାଆନ୍ତୁ ନାହିଁ, ଏହି ୭ ଘରୋଇ ଉପାୟରେ ବଢ଼ି ପାରିବ ପ୍ଲେଟ୍‌ଲେଟ୍ସ

ଡେଙ୍ଗୁ ଜ୍ୱରର ଠିକ୍‌ ସମୟରେ ଠିକ୍‌ ଚିକିତ୍ସା ନ ହେଲେ, ଏହା ଘାତକ ସାଜିପାରେ। ଡେଙ୍ଗୁ ମଶା କାମୁଡ଼ିବା ଦ୍ୱାରା ହୋଇଥାଏ। ଯଦି କୌଣସି ବ୍ୟକ୍ତିକୁ ଡେଙ୍ଗୁ ହୋଇଥାଏ, ତ ତାଙ୍କୁ ଜ୍ୱର, ଜଏଣ୍ଟ ପେନ୍‌ ହେବା ସହିତ ଶରୀରରେ ପ୍ଲେଟ୍‌ଲେଟ୍ସର ମାତ୍ରା ବି ହ୍ରାସ ପାଇଯାଇଥାଏ। ଆଜି ଆମେ ଆପଣଙ୍କୁ…

ରାଜଧାନୀରେ ୨ହଜାର ପାର୍ କଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା, କ୍ୟାପିଟାଲ ହସ୍ପିଟାଲରେ ରୋଗୀଙ୍କୁ ମିଳୁନି ବେଡ୍

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ଚିନ୍ତା ବଢ଼ାଉଛି ଡେଙ୍ଗୁ । ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ବିଭିନ୍ନ ଅଞ୍ଚଳ ହଟସ୍ପଟ ପାଲଟିଲାଣି । ଦୈନିକ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ସୁଦ୍ଧା ୨ହଜାର ପାର କଲାଣି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଶୈଳଶ୍ରୀବିହାର,…

ରାଜଧାନୀରେ କେବଳ ସେପ୍ଟେମ୍ବରରେ ଏକ ହଜାର ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ଡେଙ୍ଗୁରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଆଗକୁ ପୁଣି ବର୍ଷା ଥିବାରୁ ସଂଖ୍ୟା ଆହୁରି ବଢିବା ସମ୍ଭାବନା ରହିଛି । ଲଗାଣ ବର୍ଷାରେ ସହରାଞ୍ଚଳ ସମେତ ବସ୍ତିରେ କାୟା ବିସ୍ତାର କରିଚାଲିଛି ଏଡିସ ମଶା । ଘରେ ଘରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିବାରେ…

ରାଜଧାନୀରେ ବଢ଼ୁଛି ଡେଙ୍ଗୁ କାୟା, ଗତ ୨୪ ଘଣ୍ଟାରେ ୩୨ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀରେ ବଢ଼ୁଛି ଡେଙ୍ଗୁ କାୟା । ଗତ ୨୪ ଘଣ୍ଟାରେ ୩୨ ଡେଙ୍ଗୁ ରୋଗୀ ଚିହ୍ନଟ। ଭୁବନେଶ୍ୱରରେ ମୋଟ ରୋଗୀ ସଂଖ୍ୟା ୧୯୬୫କୁ ବୃଦ୍ଧି ପାଇଛି। ଜାନୁଆରୀ ପହିଲାରୁ ସେପ୍ଟେମ୍ବର ୨୦ ମଧ୍ୟରେ ଚିହ୍ନଟ ହୋଇଛନ୍ତି ସମସ୍ତ ରୋଗୀ। ଜୁନ୍‌ ପରଠାରୁ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା…

ପିଲାଙ୍କ ନିକଟରେ ଡେଙ୍ଗୁର ଲକ୍ଷଣ ଦେଖା ଗଲେ ଭୟ କରନ୍ତୁ ନାହିଁ; ଲକ୍ଷଣ ଓ ଚିକିତ୍ସା ପଦ୍ଧତି ବିଷୟରେ ଜାଣିନିଅନ୍ତୁ

ସାଧାରଣ ଜ୍ୱର ଡେଙ୍ଗୁ ପରି ସଂକ୍ରାମକ ହୁଏନାହିଁ। ମଶାଙ୍କ ଦ୍ୱାରା ବ୍ୟାପୁଥିବା ଏହି ରୋଗ ପ୍ରାୟତଃ ବର୍ଷାଋତୁ ଏବଂ ଏହା ପର ସମୟରେ ହୋଇଥାଏ। ଏଡିସ୍‍ ଏଜିପ୍ଟି ଏବଂ ଏଡିସ୍‍ ଆଲ୍‍ବୋପିକ୍ଟସ୍‍ ମଶା କାମୁଡିବା ଦ୍ୱାରା ଡେଙ୍ଗୁ ରୋଗ ହୋଇଥାଏ। ସଂକ୍ରମିତ ବ୍ୟକ୍ତିଙ୍କୁ କାମୁଡିବା ପରେ ଏହି ମଶା…

ବଲିଉଡ଼ କୁଇନ କଙ୍ଗନା ରଣାଓ୍ଵତଙ୍କୁ ଡେଙ୍ଗୁ, ପ୍ରଡକ୍ସନ ହାଉସ ପକ୍ଷରୁ ମିଳିଲା ସୂଚନା

ବଲିଉଡ଼ କୁଇନ କଙ୍ଗନା ରଣାଓ୍ଵତଙ୍କୁ ଡେଙ୍ଗୁ। କଙ୍ଗନା ରଣାଓ୍ଵତଙ୍କ ପ୍ରଡକ୍ସନ ହାଉସ ଏନେଇ ସୂଚନା ଦେଇଛି। ଏହାକୁ ନେଇ ପ୍ରଡକ୍ସନ ହାଉସ୍‌ ଇନଷ୍ଟାଗ୍ରାମ ରେ ଷ୍ଟୋରୀ ସେୟାର କରିଥିଲା। ପୋଷ୍ଟରେ ପ୍ରଡକ୍ସନ ହାଉସ ଲେଖିଥିଲା ଯେ, "ଆପଣଙ୍କୁ ଡେଙ୍ଗୁ ହେବା କାରଣରୁ ହ୍ଵାଇଟ ବ୍ଲଡ ସେଲ୍ସ କମ ହେବା…

ସ୍ୱତନ୍ତ୍ର ମଶା: ଭାରତୀୟ ବୈଜ୍ଞାନିକ ଖୋଜିଲେ ଏମିତି ମଶା ଯାହା ଦୂର କରିବ ଡେଙ୍ଗୁ-ଚିକେନଗୁନିଆ ସଂକ୍ରମଣ

ବର୍ତ୍ତମାନ ଯେଉଁ ପ୍ରାଣୀ ରୋଗ ସୃଷ୍ଟି କରୁଥିଲା ସେ ଏବେ ଦୂର କରିବ ରୋଗ। ରୋଗ ବ୍ୟାପିବା ପରିବର୍ତ୍ତେ ଦୂର ହେବ ଏହି ଭୟଂକର ରୋଗ। ବର୍ଷା ଋତୁରେ ଡେଙ୍ଗୁ ଓ ଚିକେନ ଗୁନିଆ ଭଳି ରୋଗ ହେବାର ଆଶଙ୍କା ବଢ଼ିଥାଏ। ଏଭଳି ପରିସ୍ଥିତିରେ ବର୍ତ୍ତମାନ ଦେଶରେ ଡେଙ୍ଗୁ-ଚିକେନଗୁଆକୁ ନିୟନ୍ତ୍ରଣ କରିବା…

ଭୁବନେଶ୍ୱରରେ ଡେଙ୍ଗୁ ଦମନ ପାଇଁ ବିଏମ୍‌ସିର ବଡ଼ ନିଷ୍ପତ୍ତି, ପ୍ରତି ଗୁରୁବାର ଓ ରବିବାର ପାଳନ ହେବ ଡ୍ରାଏ ଡେ

ଭୁବନେଶ୍ୱର(କେନ୍ୟୁଜ): ଭୁବନେଶ୍ୱରରେ ଡେଙ୍ଗୁ ଦମନ ପାଇଁ ବିଏମ୍‌ସିର ବଡ଼ ନିଷ୍ପତ୍ତି । ରାଜଧାନୀରେ ପାଳନ ହେବ ଡ୍ରାଏ ଡେ । ପ୍ରତି ଗୁରୁବାର ଓ ରବିବାର ଡ୍ରାଏ ଡେ ପାଳନ ହେବ । ଘର ଆଖପାଖରେ ପାଣି ଜମୁଥିବା ପାତ୍ର, କୁଣ୍ଡକୁ ଏହି ଦୁଇଦିନ ଓଲଟାଇ ରଖିବାକୁ ନିବେଦନ କରିଛି ବିଏମ୍‌ସି ।…

ଭୁବନେଶ୍ୱରରେ ଚଳିତବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ! ପ୍ରତିକାର ବ୍ୟବସ୍ଥା ପାଇଁ ସଫେଇ କାର୍ଯ୍ୟକୁ ତ୍ୱରାନ୍ବିତ କରିବାକୁ…

ଭୁବନେଶ୍ୱର(କେନ୍ୟୁଜ୍‌): ଭୁବନେଶ୍ୱରରେ ଚଳିତବର୍ଷର ପ୍ରଥମ ଡେଙ୍ଗୁ ମୃତ୍ୟୁ ଅଭିଯୋଗ। ମୃତକ ଜଣକ ଅବସରପ୍ରାପ୍ତ ପୋଲିସ ଅଧିକାରୀ । ଡେଙ୍ଗୁରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତକାଲି ସନ୍ଧ୍ଯା ୬ ଟା ୩୦ ମିନିଟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର…

ସାବଧାନ ! ଡେଙ୍ଗୁ ଜରରେ ଏହି ଲକ୍ଷଣକୁ କରନ୍ତୁନି ଅଣଦେଖା, ହୋଇପାରେ ଘାତକ

ନୂଆଦିଲ୍ଲୀ : କରୋନା ସଂକ୍ରମଣ ଜାରି ରହିଥିବା ବେଳେ ଡେଙ୍ଗୁ ଜର ଏବେ ମୁଣ୍ଡ ବ୍ୟଥାର କାରଣ ପାଲଟିଛି । ଅଧିକାଂଶ ସ୍ଥାନରେ ଡେଙ୍ଗୁ ଜର ସଂକ୍ରମଣ ଦେଖିବାକୁ ମିଳୁଛି । ତେବେ ଏହି ଜରକୁ କେବେ ଅଣଦେଖା କରନ୍ତୁ ନାହିଁ । ଏପରି କହିଛନ୍ତି ସ୍ୱାସ୍ଥ୍ୟବିତ୍‌ । ଯଦି ଆପଣଙ୍କ ଠାରେ ଏପରି ଲକ୍ଷଣ…

ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ଜାଣନ୍ତୁ ଏବେ କେମିତି ଅଛି ସ୍ୱାସ୍ଥ୍ୟାବସ୍ଥା

ପୂର୍ବ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ। ସେ ଡେଙ୍ଗୁରେ ପୀଡ଼ିତ ଥିବା ନେଇ ଯାଞ୍ଚ ପରେ ଜଣାପଡ଼ିଛି। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଧୀରେ ଧୀରେ ସୁଧାର ଆସୁଛି। ଡାକ୍ତରଙ୍କ କହିବାନୁସାରେ, ଏବେ ସେ ବିପଦମୁକ୍ତ ଅଛନ୍ତି। ଏମ୍‌ସ ଅଧିକାରୀଙ୍କ ସୂଚନା ମୁତାବକ, ପୂର୍ବ…