Browsing Tag

dengue

ଉତ୍ତର ପ୍ରଦେଶରେ ବଢ଼ୁଛି ଡେଙ୍ଗୁର ଭୟ, ମଲେଣି ଅନେକ ଲୋକ

ଉତ୍ତରପ୍ରଦେଶର ଫିରୋଜାବାଦ, ଆଗ୍ରା ଏବଂ ଅନ୍ୟ କିଛି ଜିଲ୍ଲାରେ ଜ୍ୱର ଓ ଥଣ୍ଡା ଜନିତ ମାମଲା ବଢ଼ିବାରେ ଲାଗିଛି। କିଛି ଲୋକଙ୍କର ଜୀବନ ମଧ୍ୟ ଚାଲିଗଲାଣି। ରିପୋର୍ଟରୁ ସୂଚନା ମିଳିଛି ଯେ, ଅଧିକ ମାମଲା ଡେଙ୍ଗୁ କାରଣରୁ ହୋଇଛି। ଡେଙ୍ଗୁର ଡ଼ି-୨ ଷ୍ଟ୍ରେନ ଜିଲ୍ଲାର ଅଧିକାଂଶ ସ୍ଥାନରେ ନିଜ କାୟା…

ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ୫୫ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର(କେନ୍ଯୁଜ୍):ଗତ ୨୪ ଘଣ୍ଟାରେ ଭୁବନେଶ୍ୱରରେ ଟିହ୍ନଟ ହୋଇଛନ୍ତି ମୋଟ ୫୫ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହ ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୧ହଜାର ୧୧୩କୁ ବୃଦ୍ଧି ପାଇଛି । ବର୍ତ୍ତମାନ ସୁଦ୍ଧା ୭୯୩ ଜଣ ସୁସ୍ଥ ହୋଇଛନ୍ତି। ଆକ୍ଟିଭ କେସ୍‌ ରହିଛି ୩୨୦ ।…

ଗତ ୨୪ଘଣ୍ଟାରେ ଭୁବନେଶ୍ୱରରେ ୨୩ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ, ସମୁଦାୟ ସଂଖ୍ୟା ୫୦୫କୁ ବୃଦ୍ଧି

ଭୁବନେଶ୍ୱର(କେନ୍ଯୁଜ୍): ଗତ ୨୪ଘଣ୍ଟାରେ ଭୁବନେଶ୍ୱରରେ ୨୩ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ । ଭୁବନେଶ୍ୱରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ୫୦୫କୁ ବୃଦ୍ଧି ପାଇଛି। ୫ହଜାର ୩୬୬ ଘରକୁ ବୁଲି ୨୨ହଜାର ୨୬୦ ଜଣଙ୍କ ସ୍ୱାସ୍ଥ୍ୟଗତ ତଥ୍ୟ ସଂଗ୍ରହ କରାଯାଇଛି। ୧୩୯୦ଟି ଡେଙ୍ଗୁ ସନ୍ଦିଗ୍ଧ ସ୍ଥାନକୁ ହଟାଯାଇଛି।…

ଭୁବନେଶ୍ୱରରୁ ବାଲେଶ୍ୱରକୁ ଡେଇଁଲା ଡେଙ୍ଗୁ

ବାଲେଶ୍ୱର (କେନ୍ୟୁଜ୍‌) : ବାଲେଶ୍ବରରେ ଆଜି ଜଣେ ମହିଳା ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ତାଙ୍କ ବୟସ ୩୦ ବର୍ଷ। ରେମୁଣା ଗୋଲେଇ ଅଞ୍ଚଳରେ ସେ ତାଙ୍କ ପରିବାର ସହ ଭଡ଼ାଘରେ ରହୁଛନ୍ତି । ତେବେ ମହିଳା ଜଣକ ଭୁବନେଶ୍ବର ଶୈଳଶ୍ରୀ ବିହାର ନିକଟ ଇନଫୋସିଟି ଅଞ୍ଚଳରେ ରହି କାମ କରନ୍ତି।…

ରାଜଧାନୀ ପାଇଁ ଡେଙ୍ଗୁ ବିପଦ: ଚିହ୍ନଟ ହେଲେଣି ୪୨୧ଜଣ ରୋଗୀ, ବିଭିନ୍ନ ଗଳି ଓ ବସ୍ତି ବୁଲି ସଚେତନ କରାଉଛି BMC

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀ ପାଇଁ ବଢ଼ିିଲା ବିପଦ । କରୋନା ମହାମାରୀ ନଯାଉଣୁ ଧସେଇ ପସିଛି ଡେଙ୍ଗୁ । ଡରିଡରି ବଞ୍ଚୁଛନ୍ତି ରାଜଧାନୀବାସୀ । ଗତକାଲି ଗୋଟିଏ ଦିନରେ ୩୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏଯାଏ ୪୨୧ ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଶୈଳଶ୍ରୀ ବିହାର,…

କୋଭିଡ୍‌ ଭୟ ନ ଯାଉଣୁ ରାଜଧାନୀକୁ ଡେଙ୍ଗୁ ଭୟ: ଆସିଲା ପ୍ରଥମ ମୃତ୍ୟୁ ଘଟଣା, ଆଖି ବୁଜିଲେ ୧୫ ବର୍ଷୀୟା ନାବାଳିକା

ଭୁବନେଶ୍ବର(କେନ୍ଯୁଜ୍): ରାଜଧାନୀକୁ ଡେଙ୍ଗୁ ଭୟ। କୋଭିଡ୍‌ ଭୟ ନ ଯାଉଣୁ ଭୁବନେଶ୍ୱରରେ ଧସେଇ ପଶିଛି ଡେଙ୍ଗୁ। ଡେଙ୍ଗୁରେ ଆକ୍ରାନ୍ତ ହୋଇ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଚନ୍ଦ୍ରଶେଖରପୁର ଶୈଳଶ୍ରୀବିହାର ଅଞ୍ଚଳର ଜଣେ ୧୫ ବର୍ଷୀୟ ନାବାଳିକା ମଧୁସ୍ମିତା ଦାଶ ଆଖି ବୁଜିଛନ୍ତି। ଦୁଇ…

ମଣିଷକୁ ଡେଙ୍ଗୁ ଦାଉରୁ ବଞ୍ଚାଇବ ଏହି ବ୍ୟାକ୍ଟେରିଆ, ଡେଭେଲୋପ୍‌ ହେଲା ନୂଆ ଟେକ୍ନୋଲୋଜି

ମଶା ଯୋଗୁ ସମମ୍ୟା ଭୋଗୁଥିବା ଦେଶଗୁଡ଼ିକ ପାଇଁ ଖୁସି ଖବର। ମେଲବର୍ଣ୍ଣ ଏବଂ ଗ୍ଲାସଗୋ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏବେ ଏକ ନୂଆ ଟେକ୍ନୋଲୋଜିର ବିକାଶ କରିଛନ୍ତି, ଯାହାକି ମଶାକୁ ନ ମାରି ତାଙ୍କ ଭିତରେ ଥିବା ଡେଙ୍ଗୁ ଭାଇରାସ୍‌କୁ ବ୍ୟାପିବାକୁ ଦେବ ନାହିଁ। କେବଳ ଏତିକି ନୁହେଁ, ଏହା ଜୀକା…

ସ୍ପର୍ମ ଜରିଆରେ ଆପଣ ବି ହୋଇପାରନ୍ତି ଡେଙ୍ଗୁ-ଚିକନଗୁନିଆ ସମେତ ଆହୁରି ୨୭ ଭୟଙ୍କର ଭାଇରସର ଶିକାର

ଏବେ ପର୍ଯ୍ୟନ୍ତ କୁହାଯାଉଥିଲା ଯେ ସ୍ପର୍ମ ଜରୀଆରେ ଜିକା, ଇବୋଲା ଏବଂ ଏଚଆଇଭି ଭଳି ଭାଇରସ ସଂକ୍ରମଣ ହୋଇଥାଏ। କିନ୍ତୁ ନିକଟରେ ଆସିଥିବା ଏକ ରିପୋର୍ଟରୁ ଏହା ଜଣାପଡିଛି ଯେ ପୁରୁଷଙ୍କ ସ୍ପର୍ମରେ ଡେଙ୍ଗୁ, ଲାସା ଜ୍ୱର, ରିଫଟ ଭ୍ୟାଲି ଜ୍ୱର ଏବଂ ଚିକନଗୁନିଆ ସମେତ ମୋଟ ୨୭ ପ୍ରକାର ଭାଇରସ୍‌…

ସୁନ୍ଦରଗଡ଼ ଖତକୁରବାହାଲ ଗାଁରେ କାୟା ବିସ୍ତାର କରୁଛି ଡେଙ୍ଗୁ, ସପ୍ତାହକ ଭିତରେ ୪୧ଜଣ ରୋଗୀ ଚିହ୍ନଟ

ସୁନ୍ଦରଗଡ଼ : କାୟା ବିସ୍ତାର କରୁଛି ଡେଙ୍ଗୁ। ବର୍ତ୍ତମାନ ସୁଦ୍ଧା ୫୬ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ରୋଗୀଙ୍କ ସଂଖ୍ୟା ବଢିଚାଲିଥିବାବେଳେ ସ୍ୱତନ୍ତ୍ର ଟିମ୍‌ ଦ୍ୱାରା ଚିକିତ୍ସା ଚାଲୁଛି। ଭୁବନେଶ୍ୱରରୁ ମଧ୍ୟ ଏକ ଡାକ୍ତରୀ ଦଳ ଆସି ସୁନ୍ଦରଗଡ଼ ଖତୁରବାହାଲ ଗାଁ ବୁଲି ଲୋକଙ୍କୁ ସଚେତନ…

କଳାହାଣ୍ଡି : ଜିଲ୍ଲା ପ୍ରଶାସନର ନିଦ ହଜେଇଛି ଡେଙ୍ଗୁ ଜ୍ୱର

କଳାହାଣ୍ଡି (କେନ୍ଯୁଜ୍) : ଡେଙ୍ଗୁ ଜ୍ୱର ଜିଲ୍ଲା ପ୍ରଶାସନର ନିଦ ହଜେଇ ଦେଇଛି । ଜିଲ୍ଲାର ବିଭିନ୍ନ ବ୍ଲକରେ ଡେଙ୍ଗୁ ଜ୍ୱର ବ୍ୟାପିବାରେ ଲାଗିଛି । ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ଏଥିପ୍ରତି ଦୃଷ୍ଟି ଦେଉନଥିବା କଂଗ୍ରେସ ଅଭିଯୋଗ କରିଛି । ରାଜ୍ୟ ସରକାର ଏଥିପ୍ରତି ତୁରନ୍ତ ଧ୍ୟାନ…

ମହାକାଳପଡା ଗୋପିନାଥପୁର ଶାସନ ଗାଁରେ ଡେଙ୍ଗୁ ଆକ୍ରାନ୍ତ : ୪ ଡେଙ୍ଗୁ ପଜିଟିଭ୍‌ ଚିହ୍ନଟ

କେନ୍ଦ୍ରାପଡା (କେନ୍ୟୁଜ୍) : ଡେଉଁଛି ଡେଙ୍ଗୁ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ତେରଙ୍ଗ ପଞ୍ଚାୟତର ଗୋପିନାଥପୁର ଶାସନ ଗାଁରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବେ ସୁଦ୍ଧା ୭ ଜଣଙ୍କ ରକ୍ତ ନମୁନା ମଧ୍ୟରୁ ୪ ଜଣ ଡେଙ୍ଗୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗାଁର ଅନେକ…

ବେଗୁନିଆ ବ୍ଳକରେ ଡ଼େଙ୍ଗୁ ଆତଙ୍କ

ଖୋର୍ଦ୍ଧା (କେନ୍ଯଜ୍) : ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକରେ ଡେଙ୍ଗୁ ଆତଙ୍କ । ବଡବେରଣା ଗାଁରେ ଏବେ ୪ ଜଣ  ଡେଙ୍ଗୁରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ତଳଗଡ ଗାଁରେ ମଧ୍ୟ ଆଉ ଜଣେ ଡେଙ୍ଗୁ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଅନ୍ୟପଟେ ଡେଙ୍ଗୁ ଭୟରେ କିଛି ଲୋକ ଗାଁ ଛାଡୁଛନ୍ତି । କୂଅ ପାଣି ଓ…