Browsing Tag

depression

ସୋସିଆଲ ମିଡିଆ ବଢାଉଛି ଡିପ୍ରେସନ, ଆଙ୍ଗଜାଇଟି !

ବର୍ତ୍ତମାନ ଡିପ୍ରେସନ, ଆଙ୍ଗଜାଇଟି ମାମଲା ଢେର । ଯାହାର ସମାଧାନକୁ ନେଇ ବୈଜ୍ଞାନିକମାନେ ରିସର୍ଚ୍ଚ କରି ଚାଲିଛନ୍ତି । ଡିପ୍ରେସନ ପାଇଁ ଜରୁରୀ ନୁହେଁ କି ଏହା କେବଳ ମେଡିସିନ ଦ୍ୱାରା ଠିକହୋଇପାରିବ । ବ୍ରିଟିଶ ବୈଜ୍ଞାନିକ ଏହାକୁ ନେଇ ଏକ ରିସର୍ଚ୍ଚ କରିଛନ୍ତି । ଏହି ରିସର୍ଚ୍ଚରେ ୧୮ରୁ ୭୨…

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଡିପ୍ରେସନ, ଆଗାମୀ ୨୪ ଘଣ୍ଟାରେ ନେଇପାରେ ଗଭୀର ଅବପାତ ରୂପ

ଭୁବନେଶ୍ବର(କେନ୍ୟୁଜ୍): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଡିପ୍ରେସନ । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ ଡିପ୍ରେସନରେ ପରିଣତ ହୋଇଛି। ଆଗାମୀ ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେଇପାରେ। ଏହାର ପ୍ରଭାବରେ ଉତ୍ତର ଆଣ୍ଡାମାନ ଦ୍ୱୀପର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର…

କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ ରଖିବା ସହିତ ଡିପ୍ରେସନକୁ ଦୂର କରେ ମାଛ ମୁଣ୍ଡ, ଜାଣନ୍ତୁ ଏହାର ଉପକାରିତା ବିଷୟରେ

ମାଛ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିଥାଏ ଏହା ଆପଣ ଜାଣିଥିବେ, କିନ୍ତୁ ଆପଣ ଜାଣନ୍ତି କି ଏହାର ମୁଣ୍ଡର ଅଂଶ ମାଛ ଅପେକ୍ଷା ଅଧିକ ପୁଷ୍ଟିକର ଅଟେ। ହଁ, ମାଛର ମୁଣ୍ଡରେ ଅନେକ ପ୍ରକାରର ଭିଟାମିନ୍, ମିନେରାଲ୍ସ ଏବଂ ସୁସ୍ଥ ଚର୍ବି ଭରପୂର। ମାଛ ପାଟିକୁ କେବଳ ସ୍ୱାଦିଷ୍ଟ ଲାଗିନଥାଏ ବରଂ ଏହା…

ବିଭିନ୍ନ ଶାରୀରିକ ରୋଗକୁ ନିମନ୍ତ୍ରଣ ଦେଇଥାଏ ଡିପ୍ରେସନ୍, ଦେଖା ଯାଇଥାଏ ଏହି ସବୁ ସମସ୍ୟା

ଅବସାଦକୁ ପ୍ରାୟ ସମସ୍ତେ ଏକ ମାନସିକ ରୋଗ ବୋଲି ଭାବନ୍ତି। ତେବେ ଉଚିତ୍ ସମୟ ପୂର୍ବରୁ ଯଦି ଏହି ମାନସିକ ଅବସାଦ ଠିକ୍ ନହୁଏ ତେବେ ଏହା ବହୁ ଶାରୀରିକ ରୋଗକୁ ନିମନ୍ତ୍ରଣ ଦେଇପାରେ। ଫଳରେ ଆପଣଙ୍କୁ ବହୁ ସ୍ଵାସ୍ଥ୍ୟଗତ ସମସ୍ୟା ଭୋଗିବାକୁ ପଡିପାରେ। ତେଣୁ ଉଚିତ୍ ସମୟ ପୂର୍ବରୁ ହୋଇଯାଆନ୍ତୁ…

ପାପୁଲିରେ ଯଦି ଆପଣଙ୍କ ରେଖା ଏଭଳି ରହିଛି ତେବେ ରୁହନ୍ତୁ ସତର୍କ, ସାମ୍ନା କରିପାରନ୍ତି ବଡ଼ ସମସ୍ୟା

ହସ୍ତରେଖା ଶାସ୍ତ୍ର ଅନୁଯାୟୀ ଅନେକ ଘଟଣା ଜଣା ପଡିଥାଏ । ହାଥରେ ଆମର ଅନେକ ରେଖା ରହିଛି । ଯେପରି ଜୀବନ ରେଖା, ବିବାହ ରେଖା, ଆୟୁ ରେଖା, ଭାଗ୍ୟ ରେଖା ଭଳି ଆଦି ବିଭିନ୍ନ । ଏହାସହ ଏହି ରେଖାମାନଙ୍କ ସ୍ଥିତି ଏବଂ ସେମାନଙ୍କ ପରସ୍ପର ଉପରେ ଯିବା ହେତୁ ଅନେକ ଯୋଗ ତିଆରି ହୋଇଥାଏ । ତେବେ…

ମାନସିକ ଅବସାଦ ଗ୍ରାସିତ ପିଲା କରୋନାରେ ଅଧିକ ଭାବେ ହୋଇପାରନ୍ତି ସଂକ୍ରମିତ, ରିପୋର୍ଟରୁ ସୂଚନା

କରୋନର ୩ୟ ଲହାରୀରେ ସବୁଠୁ ଅଧିକ ଛୋଟ ଛୁଆ ଆକ୍ରାନ୍ତ ହେବାର ଖବର ସାମ୍ନାକୁ ଆସିଛି । ରିପୋର୍ଟରୁ ପ୍ରକାଶ ହୋଇଛି ଯେ, ପିଲାମାନେ ମାନସିକ ଅବସାଦରେ ରହୁଛନ୍ତି, ଯାହା କରୋନାରେ ସଂକ୍ରମିତ ହେବାରେ ତାଙ୍କୁ ସାହାଯ୍ୟ କରିବ । ଜର୍ନଲ ଆମେରିକା ମେଡିକାଲ ଆସୋସିଏସନ ପକ୍ଷରୁ ପ୍ରକାଶିତ ରିପୋର୍ଟରେ…

କଣ ଆପଣ ବି ଡିପ୍ରେସନର ଶିକାର? ତେବେ ଘରେ ବସି ଏପରି କମ୍ କରନ୍ତୁ

ଡିପ୍ରେସନ୍ କାରଣରୁ ଲୋକଙ୍କୁ ଅନେକ ସମସ୍ୟାକୁ ସାମ୍ନା କରିବାକୁ ପଡିଥାଏ। ଆଜିର ଯୁଗରେ ତ ଡିପ୍ରେସନର ଶିକାର ପ୍ରାୟ ସମସ୍ତଙ୍କ ଠାରେ ଦେଖିବାକୁ ମିଳୁଛି। ଏହି ଡିପ୍ରେସନ ଏତେ ଖତରନାକ ଯେ ଏଥିରେ ପୀଡିତ ବ୍ୟକ୍ତି ବହୁତ କଷ୍ଟ ଯନ୍ତ୍ରଣା ସହିଥାନ୍ତି। ଏମାନେ କୌଣସି କାମ କରିନଥାନ୍ତି ଏବଂ…

କଣ ଏହି ଡିପ୍ରେସନ ଯାହା ପାଇଁ ବର୍ଷକୁ ଲକ୍ଷ ଲକ୍ଷ ଲୋକେ କରନ୍ତି ଆତ୍ମହତ୍ୟା, ଜାଣନ୍ତୁ ଏଥିରୁ ମୁକୁଳିବାର ଉପାୟ

ପ୍ରତ୍ୟକ ମଣିଷ କିଛି ନା କିଛି ସମୟ ପାଇଁ ଦୁଃଖୀ ନିଶ୍ଚିତ ହୁଏ। ହେଲେ ଅବସାଦ ଦୁଃଖ ଠାରୁ ବହୁତ ଅଧିକା ଦୁଃଖଦ। ଏଇ ଅବସାଦ ପାଇଁ ଲୋକଙ୍କ ଜୀବନ ବଦଳିଯାଏ। ଏମିତିକି ଲୋକ ଜୀବନରୁ ସ୍ପୃହା କମାଇ ଦିଅନ୍ତି। ନୀତି ଦିନିଆ କାର୍ଯ୍ୟକ୍ରମରେ ମନ ଲାଗେନି। ନିଜ ପସନ୍ଦର ଜିନିଷ ପ୍ରତି ଲୋଭ ରୁହେନି। …

ନିଜକୁ ମାନସିକ ଭାବେ ସୁସ୍ଥ ରଖିବେ କିପରି ?

ଏହି ସମୟରେ ଦେଶର ଯେଉଁଭଳି ଭାବେ ସ୍ଥିତି ପ୍ରତ୍ୟେକ ବ୍ୟକ୍ତିଙ୍କ ମନରେ ଭୟ ଭରି ରହିଛି । ଦିନରାତି କେବଳ କରୋନା ସମ୍ବନ୍ଧୀୟ ଖବର ପଢି ପଢି ମନରେ ଅସ୍ଥିରତା, ବିରକ୍ତିକର ଏବଂ ମାନସିକ ଚାପ ଭଳି ସମସ୍ୟା ସୃଷ୍ଟି ହେଉଛି । କରୋନା ଭୟରେ ଲୋକଙ୍କ ମନରେ ନକାରାତ୍ମକତା ଦେଖିବାକୁ ମିଳିଛି । ଏହି…

ଆତ୍ମହତ୍ୟା କରିବାକୁ ଚେଷ୍ଟା କରୁଥିଲେ ଆଲିଆ ଭଟ୍ଟଙ୍କ ଭଉଣୀ ସାହିନ ଭଟ୍ଟ, ଡିପ୍ରେସନର ଶିକାର ହୋଇ କହିଥିଲେ ଏମିତି

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ନେପୋଟିଯିମ ଏବଂ ଡିପ୍ରେସନକୁ ନେଇ ଚର୍ଚ୍ଚା ଚାଲିଛି । ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ଭଳି ଏକ ବଡ ପଦକ୍ଷେପ ପଛରେ ବଲିଉଡର ଆତ୍ମୀୟତାକୁ ଦାୟୀ କରାଯାଉଛି । ଏସବୁ ମଧ୍ୟରେ ଆଜିକାଲି ଆଲିଆ ଭଟ୍ଟ ଏବଂ କରଣ ଜୋହରଙ୍କୁ ଅଧିକ ଟାର୍ଗେଟ କରାଯାଉଛି।…

ଆପଣଙ୍କ ନିଜର ଲୋକ କେହି ଡିପ୍ରେସନରେ ଅଛନ୍ତି କି ? ସମୟ ପୂର୍ବରୁ ଏହି ସଂକେତରୁ ଜାଣନ୍ତୁ

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ କଠିନ ପରିଶ୍ରମ ବିଷୟରେ ତ ଆପଣ ଶୁଣିଥିବେ। ଯିଏ କି ଟିଭି ଦୁନିଆରୁ ଯାଇ ସିନେ ଜଗତରେ ନିଜ ସ୍ଥାନ ସକ୍ରିୟ କରିପାରିଥିଲେ। ଗତ ୧୪ ତାରିଖରେ ସୁଶାନ୍ତ ସିଂହ ରାଜପୁତ ଆତ୍ମହତ୍ୟା କରିଥିଲେ ଯାହାର କାରଣ ଡିପ୍ରେସନ ବୋଲି କୁହାଯାଉଛି। ତେବେ ଏହି…

ଡିପ୍ରେସନ ବଢାଇଥାଏ ଏହି ୫ଟି ଜିନିଷ : ଖାଦ୍ୟରେ କରନ୍ତୁ ନାହିଁ ସାମିଲ

ବର୍ତ୍ତମାନ ସମୟରେ ପ୍ରତ୍ୟେକ ବ୍ୟକ୍ତି ଚାପଗ୍ରସ୍ତ ଜୀବନ ଏବଂ କାର୍ଯ୍ୟ ଯୋଗୁଁ ଉଦାସୀନତାର ଶିକାର ହେଉଛନ୍ତି। ଉଦାସୀନତା ସୃଷ୍ଟି କରିବାରେ ଆପଣଙ୍କ ଡାଏଟ୍‌ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ, ଖାଦ୍ୟ ଏବ ପୁଷ୍ଟିକର ଖାଦ୍ୟ ଆମର ମାନସିକ…