ପାରୋଲରେ ଆସି ଖଣ୍ଡାରେ କେକ୍ କାଟିଲେ ଦୁଷ୍କର୍ମ ଅଭିଯୁକ୍ତ ରାମ ରହୀମ୍, ଭାଇରାଲ ହେଉଛି ଭିଡିଓ
ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହୀମ୍ । ବିର୍ତ୍ତମାନ ସେ ଜେଲରୁ ପାରୋଲ ଆସିଥିବାବେଳେ ପୁଣି ତାଙ୍କୁ ନେଇ ଭାଇରାଲ ହେଉଛି ଏକ ଭିଡିଓ । ଭିଡିଓରେ ସେ ଏକ 'ଉତ୍ସବ'ରେ ଖଣ୍ଡା ଦ୍ୱାରା କେକ୍ କାଟୁଥିବାର ଦେଖିବାକୁ ମିଳୁଛି। ଯାହା ସୋସିଆଲ ମିଡିଆରେ ଖୁବ୍…