ମହା ଆଡମ୍ବରରେ ପାଳିତ ହେଲା ଶ୍ରୀଶ୍ରୀ ଗୌରୀଆମ୍ମାଙ୍କ ଯାତ୍ରା, ଦେବାଙ୍ଗୁଲୁ ସଂପ୍ରଦାୟ ଦ୍ୱାରା ହେଲା ପୂଜାର୍ଚ୍ଚନା
ହିନ୍ଦୁ ଧର୍ମରେ ଅନେକ ପର୍ବ ପାଳନ କରାଯାଏ । ଓଡ଼ିଶାର ପର୍ବ ପର୍ବାଣୀ ମଧ୍ୟ ଭିନ୍ନ । ପ୍ରତ୍ୟେକ ଜିଲ୍ଲାର ଗାଁ ଗାଁରେ ରହିଛି କିଛି ନା କିଛି ସ୍ୱତନ୍ତ୍ର ପୂଜା । ଯାହାକୁ ବଡ଼ ଧୁମଧାମରେ ପାଳନ କରନ୍ତି ଏଠାକାର ଗାଁ ଲୋକେ । ତେବେ ବର୍ତ୍ତମାନ ଚାଲିଛି ପବିତ୍ର କାର୍ତ୍ତିକ ମାସ । ଏହି ମାସ ଏତେ…