Browsing Tag

devotional fact

କେବଳ ୧୦ ଦିନ ପାଇଁ କାହିଁକି ଆସନ୍ତି ଗଣପତି, ଜାଣନ୍ତୁ ଏହା ପଛରେ ଥିବା ପୌରାଣିକ ମାନ୍ୟତା

ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀରେ ଭଗବାନ ଶ୍ରୀ ଗଣେଶ ଘରକୁ ବିରାଜମାନ କରନ୍ତି। ଏହାର ଠିକ୍‌ ୧୦ ଦିନ ପରେ ଅର୍ଥାତ୍‌ ଅନନ୍ତ ଚତୁର୍ଦ୍ଦଶୀ ଦିନ ଭଗବାନଙ୍କୁ ବିସର୍ଜନ କରାଯାଏ। ଅନେକ ସ୍ଥାନରେ ଦେଢ ଦିନ, ୫ ଦିନ ପରେ ମଧ୍ୟ ଗଣେଶଙ୍କୁ ବିସର୍ଜନ କରାଯାଏ। ଦେଶର ବିଭିନ୍ନ ସ୍ଥାନରେ ଗଣେଶ…

ବାସ୍ତୁ ଦୋଷ ଦୂର କରିବ ପାରଦ ଶିବଲିଙ୍ଗ

ଶ୍ରାବଣ ମାସ ବିଶେଷ ରୂୂପେ ଭଗବାନ ଶଙ୍କରଙ୍କୁ ସମର୍ପିତ କରାଯାଇଛି। ଏହି ମାସକୁ ପବିତ୍ର ମାସ ରୂପେ ମନାଯାଏ । ଭଗବାନ ଶିବଙ୍କ ଏହି ମାସରେ ଅନେକ ଭକ୍ତ ଶିବଙ୍କ ପାଇଁ ବ୍ରତ ଉପବାସ ରଖିଥାନ୍ତି। ତେବେ ଏହା ପ୍ରମୁଖ ରୂପେ ୨ ପ୍ରକାରର ଥାଏ । ପ୍ରଥମ ଆକାଶୀୟ ବା ଉଲ୍କା ଶିବଲିଙ୍ଗ ଏବଂ ୨ୟ ପାରଦ…

ଚତୁର୍ମାସରେ ରାଜ୍ୟ ଭାର ସମ୍ଭାଳନ୍ତି ପର୍ଶୁରାମେଶ୍ଵର

ଓଡିଶା ପରମ୍ପରା ପୂଜାରୀ, ତେବେ ଏହି ପରମ୍ପରାର କୁ ଆଖିରେ ରଖି ଵାରମାସରେ ତେର ପରବ ପାଳନ କରାଯାଇଥାଏ। ତେବେ ଲିଙ୍ଗରାଜ ମହାପ୍ରଭୁଙ୍କ ଏମିତି ଅନେକ ଯାନୀ ଯାତ, ଉତ୍ସବ ପାଳନ କରାଯାଇଥାଏ। ତା ଭିତରୁ ପର୍ଶୁରାମ ଅଷ୍ଟମୀ ଅନ୍ୟତମ। ପର୍ଶୁରାମ ଅଷ୍ଟମୀ ହେଉଛି ପର୍ଶୁରାମ ଙ୍କ ଜନ୍ମ ତିଥି କିନ୍ତୁ…

ଏଠାରେ ମା’ଙ୍କ ମୁହଁ ଦେଖିବା ମନା

ଧର୍ମ, ସଂସ୍କୃତି ଓ ପରମ୍ପରାର ଦେଶ ଭାରତ । ଏଠାରେ ପ୍ରତେକ ସ୍ଥାନରେ ଅଛି ଦେବଦେବୀଙ୍କ ସ୍ୱତନ୍ତ୍ର ମନ୍ଦିର । ଆଉ ତା ପଛରେ ଲୁଚି ରହିଛି ଅନେକ କାହାଣୀ । ଆଜି ଆମେ ଯେଉଁ ମନ୍ଦିର ସମ୍ପର୍କରେ କହିବୁ ତାହା ରହିଛି ଦେବଭୂମି ଉତ୍ତରାଖଣ୍ଡରେ ... ଭାରତରେ ଅନେକ ଦେବୀ ମା’ଙ୍କ ଶକ୍ତିପୀଠ ରହିଛି।…

ଏହି ଉପାୟରେ ଦୂର ହୋଇଯିବ ସବୁ ସମସ୍ୟା

ହିନ୍ଦୁ ଧର୍ମରେ ସପ୍ତାହର ସାତ ଦିନ କୌଣସି ନା କୌଣସି ଦେବତା ଦେବୀଙ୍କୁ ସମର୍ପିତ ରହିଥାଏ। ବୁଧବାର ଦିନ ଭଗବାନ ଗଣେଶକୁ ବିଧି ବିଧାନରେ ପୂଜା କରିବା ଦ୍ୱାରା ଗଣେଶ ପ୍ରସନ୍ନ ହୋହଇଥାଏ। ଶ୍ରୀ ଗଣେଶ ପ୍ରସନ୍ନ ହେଲେ ବ୍ୟକ୍ତିର ଜାତକ ଉପରେ ବିଶେଷ କୃପା ପ୍ରଦାନ କରନ୍ତି। ଯାହା ପରେ ଆପଣଙ୍କ…

ଏହି ମନ୍ଦିର ଗଲେ ମହିଳା ହୁଅନ୍ତି ଗର୍ଭବତୀ

ମନ୍ଦିର ଯିବା ଠାକୁରଙ୍କ ଦର୍ଶନ କରି ପ୍ରାର୍ଥନା କରିବା ଦ୍ୱାରା ଜୀବନରେ ସକାରାତ୍ମକ ଉର୍ଜା ବଢ଼ିଥାଏ। ଏଥିପାଇଁ ତ ସକାଳୁ ଉଠିବା ଠୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ସମସ୍ତେ ଭଗବାନଙ୍କ ନାମ ନିଅନ୍ତି। କୁହନ୍ତି ଭଗବାନଙ୍କୁ ସ୍ମରଣ କଲେ ମନରେ ଭୟ ଦୂର ହୋଇଯାଏ । ଆତ୍ମବିଶ୍ୱାସ ବଢ଼ିଥାଏ।…

ଶାସ୍ତ୍ର ଅନୁସାରେ ଯେଉଁମାନେ ଏହି ଭୁଲ ସବୁ କରୁଥିବେ, ସେମାନଙ୍କ ଘର ଛାଡ଼ି ଲକ୍ଷ୍ମୀ ପଳାନ୍ତି

ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଗୁରୁବାର ଦିନ ମା ଲକ୍ଷ୍ମୀଙ୍କ ପୂଜା କରାଯାଇଥାଏ । କିଛି ଲୋକ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ବ୍ରତ ମଧ୍ୟ ରଖନ୍ତି । ଆଉ ଯେଉଁମାନେ ବ୍ରତ ରଖି ନପାରନ୍ତି ସେମାନେ ଯଦି ମା’ଙ୍କ କଥା ପଢ଼ନ୍ତି ବା ଶୁଣନ୍ତି ତେବେ ମା’ଙ୍କ କୃପା ସେମାନଙ୍କ ଉପରେ ନିଶ୍ଚିନ୍ତ ପଡିଥାଏ…

ଘରେ ଭଗବାନ ଶିବଙ୍କ ଫଟୋକୁ ଏହି ଦିଗରେ ରଖିବା ମନା, ନଚେତ ଆସିପାରେ ବଡ ସମସ୍ୟା

ଆମ ସମସ୍ତଙ୍କ ଘରେ ପୂଜା ଘର ରହିଛି। କେବଳ ଘରେ ନୁହେଁ ବରଂ କାମ କରୁଥିବା ସ୍ଥାନରେ ମଧ୍ୟ ଆମେ ଠାକୁରଙ୍କୁ ରଖିଥାଉ। ବିଶ୍ୱାସ ରହିଛି ଯେ, ଏହା ଦ୍ୱାରା ଭଗବାନ ଆମ ସହ ରୁହନ୍ତି। ତାଙ୍କ ଆଶିର୍ବାଦ ସର୍ବଦା ଆମ ଉପରେ ରହିଥାଏ । ଏମିତି କରିବା ଦ୍ୱାରା ସକାରାତ୍ମକ ଉର୍ଜା ମିଳିଥାଏ। ପୂଜା-ପାଠ,…

ଏହିସବୁ ଜିନିଷକୁ କେବେ ବି କରନ୍ତୁ ନାହିଁ ଅପମାନ, ନହେଲେ ମାଡ଼ିଆସିବ ଦୁର୍ଭାଗ୍ୟ

ନାରଦ ପୁରାଣ ଏବଂ ଧର୍ମ ଶାସ୍ତ୍ରରେ ଏପରି କିଛି କାମର ବର୍ଣ୍ଣନା କରାଯାଇଛି ଯାହା ମନୁଷ୍ୟ ଦ୍ବାରା କରାଯାଇଥିବା ସବୁ ପୁଣ୍ୟକର୍ମର ଫଳ ଏକ କ୍ଷଣରେ ସମାପ୍ତ ହୋଇଯାଇଥାଏ। -ଗାଈଙ୍କୁ କେବଳ ମନୁଷ୍ୟ ନୁହେଁ ଦେବତାମାନେ ମଧ୍ୟ ଉପଯୁକ୍ତ ଧାର୍ଯ୍ୟ ଦେଇଥାନ୍ତି। ପୁରାଣରେ ଗାଈଙ୍କୁ ନନ୍ଦା,…

ଦେଶରେ ଥିବା ଏମିତି ଏକ ମନ୍ଦିର, ଯାହାର ବିଭୂତିକୁ ବିଦେଶକୁ ପଠାଯାଏ, ଜାଣନ୍ତୁ ଏହି ସ୍ଥାନର ମହତ୍ୱ

ମନ୍ଦିର ଯିବା ଠାକୁରଙ୍କ ଦର୍ଶନ କରି ପ୍ରାର୍ଥନା କରିବା ଦ୍ୱାରା ଜୀବନରେ ସକାରାତ୍ମକ ଉର୍ଜା ବଢ଼ିଥାଏ। ଏଥିପାଇଁ ତ ସକାଳୁ ଉଠିବା ଠୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ସମସ୍ତେ ଭଗବାନଙ୍କ ନାମ ନିଅନ୍ତି। କୁହନ୍ତି ଭଗବାନଙ୍କୁ ସ୍ମରଣ କଲେ ମନରେ ଭୟ ଦୂର ହୋଇଯାଏ । ଆତ୍ମବିଶ୍ୱାସ…

ଆସନ୍ତା କାଲି ମାଘ ପୂର୍ଣ୍ଣିମାରେ ଏହି ଉପାୟ କରନ୍ତୁ , ମିଳିବ ସୌଭାଗ୍ୟ ସହ ଭାଗ୍ୟର ହେବ ଶୀଘ୍ର ଉନ୍ନତି

ହିନ୍ଦୁ ଧର୍ମରେ ପୂର୍ଣ୍ଣିମା ତିଥିର ବିଶେଷ ମହତ୍ତ୍ୱ ରହିଥାଏ। ପ୍ରତି ମାସ ଶୁକ୍ଳ ପକ୍ଷ ଅନ୍ତିମ ତିଥିକୁ ପୂର୍ଣ୍ଣିମା କୁହାଯାଏ। ଏହି ତିଥିରୁ ନୂଆ ମାସ ଆରମ୍ଭ ହୋଇଥାଏ। ବର୍ଷକୁ ୧୨ଟି ପୂର୍ଣ୍ଣିମା ପଡେ କିନ୍ତୁ ମାଘ ପୂର୍ଣ୍ଣିମାର ଅନେକ ମହତ୍ତ୍ୱ ରହିଛି। ଏହିଦିନ ଭଗବାନ ବିଷ୍ଣୁଙ୍କୁ ପୂଜା…

ଆରମ୍ଭ ହେଲା ପୌଷ ମାସ, ଭୁଲରେ ବି କିଛି ଏମିତି କାର୍ଯ୍ୟ କରନ୍ତୁ ନାହିଁ, ନଚେତ୍‌ ଜୀବନରେ ବଡ଼ ସମସ୍ୟା ଭୋଗିବେ

ଆରମ୍ଭ ହେଲା ପୌଷ ମାସ। ହିନ୍ଦୁ ଧର୍ମରେ ପୌଷ ବା ପୁଷ ମାସକୁ ବେଶ ଗୁରୁତ୍ୱ ଦିଆଯାଏ। ଏହିମାସରେ ଭଗବାନ ବିଷ୍ଣୁ ଓ ସୂର୍ଯ୍ୟଦେବଙ୍କର ଖାସ ପୂଜା କରାଯାଏ। ତେବେ ଏହି ଗୋଟିଏ ମାସରେ କିଛି କାର୍ଯ୍ୟକୁ କରିବାକୁ ବାରଣ ମଧ୍ୟ କରାଯାଇଛି। କଣ ଆପଣ ତାହା ସମ୍ପର୍କରେ ଜାଣିଛନ୍ତି କି? ପିତୃପୁରୁଷଙ୍କ…