କାଲି ମତ ଦେବ ଧାମନଗର: ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏ ଚାଲିବ ଭୋଟ୍ ଗ୍ରହଣ
ଭୁବନେଶ୍ବର(କେନ୍ୟୁଜ୍): ରାତି ପାହିଲେ ଧାମନଗର ଉପନିର୍ବାଚନ । ସରିଛି ସବୁ ପ୍ରସ୍ତୁତି । ବୁଥରେ ପହଞ୍ଚି ସାରିଛନ୍ତି ପୋଲିଂ ପାର୍ଟି । କଡ଼ା ସୁରକ୍ଷା ଭିତରେ ରହିଛି ଇଭିଏମ୍ । ସକାଳ ୭ଟାରୁ ଖୋଲିବ ମତଦାନ କେନ୍ଦ୍ର । ସନ୍ଧ୍ୟା ୬ଟା ଯାଏ ଭୋଟ୍ ଗ୍ରହଣ ଚାଲିବ । ମତଦାନ କରିବେ ୨ ଲକ୍ଷ…