Below header
Browsing Tag

dhamnagar by election

ଧାମନଗରରେ ଉଷ୍ଣ ହେଉଛି ରାଜନୀତି: ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ

ଭଦ୍ରକ(କେନ୍ୟୁଜ୍): ଉପନିର୍ବାଚନ ତାରିଖ ପାଖେଇବା ସହ ଧାମନଗରରେ ଉଷ୍ଣ ହେଉଛି ରାଜନୀତି । ଆଜି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ସ୍ୱାଧୀନ ପ୍ରାର୍ଥୀ ରାଜେନ୍ଦ୍ର ପ୍ରାର୍ଥିପତ୍ର ଦାଖଲ କରିଛନ୍ତି । ସେହିପରି ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପୁତୁରା ଶୁଭ୍ର ନାରାୟଣ ସେଠୀ ବି ସ୍ୱାଧୀନ…

ଧାମନଗର ଉପନିର୍ବାଚନ ପାଇଁ ବିଜେଡିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି, ପ୍ରଚାର ମଙ୍ଗ ଧରିବେ ସୁପ୍ରିମୋ ନବୀନ…

ଭଦ୍ରକ(କେନ୍ୟୁଜ୍):ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପରେ ପ୍ରଚାର ପାଇଁ ଆରମ୍ଭ ହେଲାଣି ସଜବାଜ । ତିନି ରାଜନୈତିକ ଦଳ ନିଜ ନିଜର ଷ୍ଟାର ପ୍ରଚାରକ ତାଲିକା ଜାରି କରିଛନ୍ତି । ବିଜେଡିର ପ୍ରଚାର ମଙ୍ଗ ଧରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି…

ଧାମନଗର ଉପନିର୍ବାଚନ ପାଇଁ ଆଜି ଯାଞ୍ଚ ହେବ ପ୍ରାର୍ଥିପତ୍ର, ସୋମବାର ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ

ଭଦ୍ରକ(କେନ୍ୟୁଜ୍): ଧାମନଗର ଉପନିର୍ବାଚନ ପାଇଁ ଆଜି ପ୍ରାର୍ଥିପତ୍ର ଯାଞ୍ଚ ଯାଞ୍ଚ ହେବ । ସୋମବାର ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ଗତକାଲି ସରିଛି ନାମାଙ୍କନ ଦାଖଲ । ଶେଷ ଦିନରେ ବିଜେଡି ପ୍ରାର୍ଥିନୀ ଅବନ୍ତୀ ଦାସ ଓ ସ୍ୱାଧୀନ ପ୍ରାର୍ଥୀ ଭାବେ ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସ…

ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡ଼ି ପ୍ରାର୍ଥୀ ଅବନ୍ତୀ ଦାସ, ନେହେରୁ ଷ୍ଟାଡିୟମରୁ ବିରାଟ ପଟୁଆରରେ…

ଭଦ୍ରକ(କେନ୍ୟୁଜ): ଧାମନଗର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କଲେ ବିଜେଡ଼ି ପ୍ରାର୍ଥୀ ଅବନ୍ତୀ ଦାସ । ବାଇପାସ୍‌ ଜଗନ୍ନାଥ ମନ୍ଦିରରୁ ପୂଜାର୍ଚ୍ଚନା କରି ସିଧା ନେହେରୁ ଷ୍ଟାଡ଼ିୟମ୍‌ ଯାଇଥିଲେ । ସେଠାରୁ ଏକ ବିରାଟ ଶୋଭାଯାତ୍ରାରେ ଭଦ୍ରକ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ ।…

ଧାମନଗର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ

ଭଦ୍ରକ(କେନ୍ୟୁଜ୍): ଧାମନଗର ଉପନିର୍ବାଚନ ପାଇଁ ଆଜି ନାମାଙ୍କନ ଦାଖଲର ଶେଷ ଦିନ। ମଇଦାନରେ ଅବନ୍ତୀ-ସୂର୍ଯ୍ୟବଂଶୀ-ହରେକୃଷ୍ଣ ଲଢ଼େଇ। ବିଜେଡିରୁ ପ୍ରାର୍ଥି ଭାବେ ଲଢିବେ ଅବନ୍ତୀ ଦାସ । ଆଜି ନାମାଙ୍କନପତ୍ର ଦାଖଲ କରିବେ ଅବନ୍ତୀ। ଗତ ପଞ୍ଚାୟତ ନିର୍ବାଚନରେ ସମିତିସଭ୍ୟା ଭାବେ ଜିତିଥିଲେ…

ଧାମନଗର ଉପନିର୍ବାଚନ: ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କଲା କଂଗ୍ରେସ

କେନ୍ୟୁଜ୍(ବ୍ୟୁରୋ):  ଧାମନଗର ପାଇଁ ସଜବାଜ। ପ୍ରତୀକ୍ଷାର ଅନ୍ତ ଘଟାଇ ପାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ। ବାବା ହରେକୃଷ୍ଣ ସେଠୀଙ୍କୁ ପ୍ରାର୍ଥୀ କଲା କଂଗ୍ରେସ। ଧାମନଗର ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ। ଏନେଇ ଏଆଇସିସି ପକ୍ଷରୁ ବିଧିବଦ୍ଧ ଭାବେ…