Browsing Tag

diamond

ସୁରଟ ଡାଇମଣ୍ଡ ବୋର୍ସର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଜାଣନ୍ତୁ ବିଶ୍ୱର ସବୁଠାରୁ ବଡ ଅଫିସ୍…

ଆପଣମାନେ ତ ବହୁତ ଅଫିସ୍‌ ବିଲ୍ଡି ଦେଖିଛନ୍ତି, କିନ୍ତୁ ବର୍ତ୍ତମାନ ଦୁନିଆର ସବୁଠାରୁ ବଡ ଅଫିସ୍‌ ବିଲ୍ଡି ଭାରତରେ ନିର୍ମାଣ କରାଯାଇଛି । ଆଜି ଗୁଜୁରାଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସକାଳ ୧୦. ୪୫ରେ ସୁରଟ ଡାଇମଣ୍ଡ ବୋର୍ସ (SDB) ଉଦଘାଟନ କରାଯାଇଛି । ଏହା ହେଉଛି ବିଶ୍ୱର…

ହୀରା ଚାଟିବା ପରେ ମଣିଷର ମୃତ୍ୟୁ କାହିଁକି ହୁଏ ? ଜାଣନ୍ତୁ ଏହା ପଛରେ ଥିବା ରହସ୍ୟ

ହୀରା ଦୁନିଆର ସବୁଠାରୁ କଠିନ ପଦାର୍ଥ ମଧ୍ୟରେ ଅନ୍ୟତମ । ହୀରା ଦେଖିବା ପାଇଁ ଖୁବ ସୁନ୍ଦର ହୋଇଥିବାବେଳେ ଏହାର ଦାମ ମଧ୍ୟ ଅଧିକ ଥାଏ । ଚକ୍‌ ଚକ୍‌ କରୁଥିବା ହୀରାକୁ କିଣିବା ପାଇଁ ଅନେକ ଲୋକ ଇଚ୍ଛା କରନ୍ତି । ତେବେ ଏହି ହୀରାକୁ ନେଇ ଏକ ଗୁଜବ ରହିଛି, ଯାହା ଆପଣ ବି ନିଶ୍ଚିତ ଶୁଣିଥିବେ ।…

ବିଶ୍ୱକପ ପୂର୍ବରୁ ବିରାଟଙ୍କୁ ମିଳିବ ହୀରା ବ୍ୟାଟ୍‌, ଦାମ୍‌ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ବିରାଟଙ୍କ ଫ୍ୟାନ୍‌ ଫଲୋଇଂ ଆକାଶଛୁଆଁ। ତେଣୁ ଫ୍ୟାନ୍ସ ବିରାଟଙ୍କ ପାଇଁ କେତେ ବେଳେ କିଛି ବି କରିପାରନ୍ତି । ଏମିତି ଜଣେ ଫ୍ୟାନ୍ସ ବିରାଟଙ୍କୁ ଏଭଳି ଉପହାର ଦେବାକୁ କହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେିଛନ୍ତି । ବିରାଟ କୋହଲିଙ୍କୁ ହୀରା ବ୍ୟାଟ ଉପହାର ଦେବେ ସୁରତର ଜଣେ ବ୍ୟବସାୟୀ ।…

ବଜାରରେ ମିଳୁଛି ହୀରା ଦାନ୍ତ, ଦାମ ରହିଛି ୪୦ ଲକ୍ଷ ଟଙ୍କା

ଡାଇମଣ୍ଡ ବା ହୀରା। ନାଁ ଶୁଣିଲେ ଲାଗେ ଯେମିତି ଏହା ସମସ୍ତେ କିଣିବା ସତେ ସମ୍ଭବ ନୁହେଁ। ସବୁଠୁ ମୂଲ୍ୟବାନ ରତ୍ନ ବା ପଥର । ଯାହାକୁ କିଣିବା ପାଇଁ ଅନେକ ସ୍ୱପ୍ନ ଦେଖିଥାନ୍ତି। କିନ୍ତୁ ପୂରଣ ହୁଏ କିଛି ଜଣଙ୍କର..ଡାଇମଣ୍ଡ ରିଙ୍ଗ ଠୁ ଆରମ୍ଭ କରି ନେକଲେସ୍‌ ପର୍ଯ୍ୟନ୍ତ..ଏହାକୁ ପିନ୍ଧିବା…

ଯେତେ ଟଙ୍କା ଥିଲେ ବି ଏହି ରାଶିର ଲୋକ ଭୁଲରେ ବି ପିନ୍ଧନ୍ତୁନି ହୀରା, ଜୀବନ ପ୍ରତି ବି ଆସିପାରେ ବିପଦ

ହୀରା ଏକ ଦାମୀ ରତ୍ନ। ଏହାକୁ କେବଳ ଟଙ୍କା ଥିବା ତଥା ଧନୀ ଲୋକମାନେ ହିଁ ପିନ୍ଧି ପାରନ୍ତି। ଜ୍ୟୋତିଷ ଶାସ୍ତ୍ରରେ ହୀରାର ସମ୍ପର୍କ ଧନ ଓ ବୈଭବର ଦେବତା ଶୁକ୍ର ଦେବଙ୍କ ସହ ରହିଛି ବୋଲି ବର୍ଣ୍ଣନା କରାଯାଇଛି। ଏହି ରତ୍ନ ପ୍ରତିଟି ବ୍ୟକ୍ତିଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ତେବେ…

ରାଣୀ ଏଲିଜାବେଥ୍-୨ଙ୍କ ଦେହାନ୍ତ ପରେ ଏବେ କାହା ମଥାରେ ଶୋଭା ପାଇବ କୋହିନୂରଖଚିତ ରାଜ ମୁକୁଟ ?

ବ୍ରିଟେନର ରାଣୀ ଏଲିଜାବେଥ୍-୨ଙ୍କ ଦେହାନ୍ତ ଖବରରେ ସାରା ବିଶ୍ୱ ମର୍ମାହତ। ବିଶ୍ୱର ସମସ୍ତ ଦେଶର ନେତା ତାଙ୍କ ଦେହାନ୍ତକୁ ନେଇ ଶୋକବ୍ୟକ୍ତ କରିଛନ୍ତି। ଭାରତରେ ରବିବାର ଦିନଟିକୁ ରାଣୀ ଏଲିଜାବେଥ୍-୨ଙ୍କ ଉଦ୍ଦେଶ୍ୟରେ ରାଷ୍ଟ୍ରୀୟ ଶୋକ ଦିବସ ରୂପେ ପାଳନ କରାଯାଇଛି। ବ୍ରିଟେନ ସହ ଭାରତର…

ହୀରା ପଥର କୃତ୍ରିମ ନା ପ୍ରାକୃତିକ, ଏ କଥା ଖୁବ୍‌ କମ ଲୋକ ଜାଣନ୍ତି କି ହୀରାର ଉତ୍ପତ୍ତି ହୁଏ କେମିତି

ହୀରା । ଦୁନିଆର ସବୁଠୁ ଦାମୀ ଜିନିଷ । ତେବେ ହୀରା କେମିତି ତିଆରି ହୁଏ, ଜାଣନ୍ତି କି ? ଏହି ଦୁର୍ଲଭ ଜିନିଷଟି ମିଳିବା ଯେମିତି କଷ୍ଟ ସେମିତି ହୀରାକୁ ତିଆରି କରିବା ବି ଆହୁରି କଷ୍ଟ । କାରଣ ଏହାକୁ ତିଆରି କରିବା ପାଇଁ ଦୀର୍ଘ ସମୟ ଦରକାର । ହୀରା ମାଟିର ଏତେ ଗଭୀରତା ମଧ୍ୟରେ ମିଳିଥାଏ,…

ମିଳିଲା ଦୁନିଆର ସବୁଠୁ ଦୁର୍ଲଭ ଆଉ ବଡ ହୀରା ଯାହାକୁ କୁହାଯାଉଛି ଗୋଲାପୀ ହୀରା….

ଆଫ୍ରିକା ଦେଶ ଅଙ୍ଗୋଲାରେ ଗୋଟିଏ ହୀରା ଖାଦନରୁ ବହୁତ ହି ଦୁର୍ଲଭ ଗୋଲାପୀ ହୀରା ମିଳିଛି । ଏହାର ଓଜନ ୧୭୦କ୍ୟାରେଟ କୁହାଯାଉଛି । ଦୁନିଆରେ ଗତ ୩୦୦ବର୍ଷ ମଧ୍ୟରେ ମିଳିଥିବା ସବୁଠୁ ବଡ ହୀରା ବୋଲି କୁହାଯାଇଛି । ଏମିତିକି ମିଳିଥିବା ହୀରା ତିନି ଶତାବ୍ଦୀ ମଧ୍ୟରେ ସବୁଠୁ ବଡ ଗୋଲାପୀ ରଙ୍ଗର…

ଭାଗ୍ୟ ହେବ ତ ଏମିତି! ଖଣି ଖୋଳିବା ବେଳେ ମିଳିଲା ଦାମୀ ହୀରା, ରାତାରାତି ବଦଳିଗଲା ମହିଳାଙ୍କ ଜୀବନ

ମଧ୍ୟ ପ୍ରଦେଶର ପନ୍ନା ଖଣିରୁ ହୀରା ବାହାରିବା କିଛି ନୂଆ କଥା ନୁହେଁ। ପ୍ରତିଦିନ ସେଠାରେ କାମ କରୁଥିବା ଲୋକଙ୍କୁ ଦାମୀ ହୀରା ମିଳେ। ଏଥରକ ଜଣେ ମହିଳାଙ୍କୁ ଖଣି ଖନନ ବେଳେ ୨.୦୮ କ୍ୟାରେଟ୍‌ର ହାଇ କ୍ୱାଲିଟି ହୀରା ମିଳିଛି। ଯାହା ପରେ ତାଙ୍କ ଭାଗ୍ୟ ଚମକି ଉଠିଛି। ଏହି ହୀରାର ଆନୁମାନିକ…

ରାତାରାତି ଚମକିଲା ଶ୍ରମିକଙ୍କ ଭାଗ୍ୟ! ୩ ମାସ ଧରି ଖୋଳୁଥିଲେ ମାଟି…୬୦ ଲକ୍ଷରୁ ଅଧିକ ମୂଲ୍ୟର ମିଳିଗଲା ହୀରା

ମଧ୍ୟ ପ୍ରଦେଶର ପନ୍ନା ଜିଲ୍ଲାରେ ରହିଛି ହୀରା ଖଣି, ଏହା କେବଳ ଦେଶ ନୁହେଁ, ସାରା ବିଶ୍ୱରେ ପ୍ରସିଦ୍ଧ। ଏଠାରେ ଆଜି ପର୍ଯ୍ୟନ୍ତ ଅନେକ ଲୋକ କଠିନ ପରିଶ୍ରମ କରି ମୂଲ୍ୟବାନ ହୀରା ପାଇଛନ୍ତି। ଏହି କ୍ରମରେ ଆସନ୍ତୁ ଜାଣିବା ଶ୍ରମିକ ପ୍ରତାପ ସିଂ ଯାଦବଙ୍କ କାହାଣୀ…ଯିଏ ଏଠାରୁ ପାଖାପାଖି ୬୦…

ମଣିଷକୁ ତଳିତଳାନ୍ତ କରିପକାନ୍ତି ଏହି ୨ଟି ରତ୍ନ, ଭୁଲରେ ବି ଏକାଠି ପିନ୍ଧନ୍ତୁ ନାହିଁ

ଜ୍ୟୋତିଷଙ୍କ ମୁତାବକ, ଜୀବନ ଉପରେ ରତ୍ନର ଗଭୀର ପ୍ରଭାବ ପଡ଼ିଥାଏ। ସବୁ ଗ୍ରହ ପାଇଁ ଅଲଗା ଅଲଗା ରତ୍ନ ରହିଛି। ଏସବୁ ରତ୍ନ ଗ୍ରହର ଖରାପ ପ୍ରଭାବରୁ ଆମକୁ ରକ୍ଷା କରିଥାନ୍ତି। ମଣିଷ ଶରୀରରେ ସବୁ ଗ୍ରହ ରହିଥାନ୍ତି। ଏମାନଙ୍କ ସମ୍ପର୍କ ନକ୍ଷତ୍ର ସହ ଥାଏ। ଯେତେବେଳେ ଶରୀରର ଗ୍ରହର ସମ୍ପର୍କ…

ନୂଆପଡ଼ା ସିନାପାଲି ଅଞ୍ଚଳର ଜଣେ ହୀରା ବ୍ୟବସାୟୀ ଛତିଶଗଡ଼ ଗରିଆବନ୍ଧ ପୋଲିସ ଦ୍ୱାରା ଗିରଫ

ନୂଆପଡ଼ା: ନୂଆପଡ଼ା ସିନାପାଲି ଅଞ୍ଚଳର ଜଣେ ହୀରା ବ୍ୟବସାୟୀ ଛତିଶଗଡ଼ ଗରିଆବନ୍ଧ ପୋଲିସ ଦ୍ୱାରା ଗିରଫ । ଗରିବନ୍ଧ ଜିଲ୍ଲା ଏସପି ଏନେଇ ସୂଚନା ଦେଇଛନ୍ତି । ଗିରଫ ବ୍ୟବସାୟୀ ସିନାପାଲି ଥାନା ଅନ୍ତର୍ଗତ ଗୋଡଲ ଗାଁର ନୂତନ ପଟେଲ ବୋଲି ଜଣାପଡ଼ିଛି । ତାଙ୍କଠାରୁ ୧୭୧ ଖଣ୍ଡ ହୀରା ଜବତ ହୋଇଛି ।…