Browsing Tag

dies

ବୋହୂ ମାଡରେ ଶାଶୁର ମୃତ୍ୟୁ, ଥାନାରେ ଅଭିଯୋଗ କଲେ ସ୍ୱାମୀ

ମୟୂରଭଞ୍ଜ (କେନ୍ୟୁଜ): ବୋହୂର ମାଡରେ ଶାଶୁର ମୃତ୍ୟୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭ ଜିଲ୍ଲା ଚାନ୍ଦୁଆ ଥାନା ପୋଡାଡିହା ଗ୍ରମାରେ। ମୃତକ ଜଣକ ହେଲେ ଶେଫାଳି କର। ଘରେ କେହି ନଥିବା ବେଳେ କୌଣସି କାରଣରୁ ଶାଶୁ ଏବଂ ବୋହୂ ସଙ୍ଗୀତା କରଙ୍କ ମଧ୍ୟରେ ଝଗଡାରୁ ଏତେ ବଡ଼ ଘଟଣା ଘଟି…

ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ

କଳାହାଣ୍ଡି (କେନ୍ୟୁଜ): କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ଅନ୍ତର୍ଗତ ଅଲାବୁଲା ଘଟିଛି ଅଘଟଣ। ବିଦ୍ୟୁତ୍ ତାର ଲାଗି ଜଣେ ଡ୍ରାଇଭର ମୃତ୍ୟୁ। ଅଲାବୁଲା ଜଙ୍ଗଲ ନିକଟରେ ବାରହା ଫାଶ ପାଇଁ ବିଦ୍ୟୁତ ତାର ବିଛାଇ ଥିବା ବେଳେ ଅଲାବୁଲା ନିକଟରେ ପୋଖରୀ ଥିବାରୁ ବିଳମ୍ୱିତ ରାତ୍ରୀରେ ଶୌଚ ପାଇଁ ଟମାଟୋ…

ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରୁ ସାଇମଣ୍ଡଙ୍କ କାର୍ ଦୁର୍ଘଟଣାରେ ମୃତ୍ୟୁ

କ୍ରୀଡ଼ା ଜଗତ ପାଇଁ ପୁଣି ଥର ଶୋକର ଛାୟା ଖେଳିଯାଇଛି । ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଆଣ୍ଡ୍ରୁ ସାଇମଣ୍ଡଙ୍କ ନିଧନ ହୋଇଛି। ରିପୋର୍ଟ ଅନୁସାରେ ଶନିବାର ରାତିରେ ଟାଉନ୍ସଭିଲରେ ଏକ କାର ଦୁର୍ଘଟଣାରେ ସାଇମଣ୍ଡଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ ସାଇମଣ୍ଡକୁ ଉଦ୍ଧାର କରିବା…

୪ ଦିନ ହେଲା ନିଖୋଜ ଥିଲେ ଏହି ଷ୍ଟାର ଖେଳାଳି, ଏବେ ମିଳିଲା ମୃତଦେହ

ଗତ ୪ ଦିନ ହେଲାଣି ନିଖୋଜ ଥିଲେ ଜେମ୍ସ ଡିନ୍ । ଏବେ ମିଳିଲା ମୃତଦେହ। ଷ୍ଟେଲିବ୍ରିଜ୍ ସେଲ୍ଟିକ୍ ଫୁଟବଲ କ୍ଲବର ଷ୍ଟାର ଫୁଟବଲର ଜେମ୍ସ ଡିନଙ୍କ ପରଲୋକ ଘଟିଛି । ଲଙ୍କାଶାୟର ପୋଲିସ ତାଙ୍କ ଶବ ଜବତ କରିଥିବା ସୂଚନା ମିଳିଛି । ପରିବାର ପକ୍ଷରୁ ପୋଲିସରେ ମାମଲା ରୁଜୁ ପରେ ପୋଲିସ, ପରିବାର ଲୋକେ…

କୁମ୍‌କୁମ୍‌ ଭାଗ୍ୟ ଫେମ୍‌ ‘ଇନ୍ଦୁ ଦାଦି’ଙ୍କ ପରଲୋକ, ହଠାତ୍‌ ହୃଦଘାତରେ ଚାଲିଗଲା ଜୀବନ

କୁମ୍‌କୁମ୍ ଭାଗ୍ୟ ଫେମ୍ ‘ଇନ୍ଦୁ ଦାଦି’ ଓରଫ ଜରିନା ରୋଶନ ଖାନଙ୍କ ୫୪ବର୍ଷ ବୟସରେ ହଠାତ୍ ପରଲୋକ ହୋଇଯାଇଛି। ହୃଦଘାତ ଯୋଗୁଁ ତାଙ୍କ ମୃତ୍ୟୁ ହୋଇଛି ବୋଲି କୁହାଯାଉଛି। ଜରିନାଙ୍କ ମୃତ୍ୟୁରେ ତାଙ୍କ ସହ କଳାକାର ଏବଂ କୁମକୁମ୍ ଭାଗ୍ୟର କଳାକାର ସ୍ତବ୍ଧ ଅଛନ୍ତି। ସମସ୍ତେ ଜରିନାଙ୍କ ସହ ପୁରୁଣା…

ଫିଲ୍ମ ‘ବ୍ଲାକ ପାନ୍ଥର’ ଅଭିନେତା ଚାଡଓ୍ଵିକ ବୋସମାନ୍‌ଙ୍କ ପରଲୋକ, ଦୀର୍ଘ ୪ ବର୍ଷ ହେଲା କ୍ୟାନସରରେ ଥିଲେ ପୀଡିତ

ହଲିଉଡର ସୁପରହିଟ୍ ଫିଲ୍ମ ବ୍ଲାକ୍ ପାନ୍ଥର୍( Black Panther )ର ଅଭିନେତା ଚାଡୱିକ୍ ବୋସମାନ୍ ( Chadwick Boseman )ଙ୍କର ମୃତ୍ୟୁ ଘଟିଛି। ମାର୍ବଲ ଷ୍ଟୁଡିଓ ଫିଲ୍ମ ‘ବ୍ଲାକ ପାନ୍ଥର’ରେ ମୁଖ୍ୟ ଭୂମିକାରେ ଆସିଥିବା ଚାଡଓ୍ଵିକଙ୍କ ଦେହାନ୍ତ ୪୩ ବର୍ଷ ବୟସରେ ହୋଇଛି। ଚାଡୱିକ୍ ୪ବର୍ଷ ଧରି…