ଦିବ୍ୟାଙ୍ଗ ହେଲେ ବି ଜୀବନ ଯୁଦ୍ଧରେ ହାର୍ ମାନି ନାହାଁନ୍ତି ସଦାଶିବ
ସଡ଼କ ଦୁର୍ଘଟଣା ଦେଇଯାଇଛି ଦୁଃଖ । ଆଖିରେ ଆଖିଏ ଲୁହ ଆଉ ମନରେ କୋହକୁ ଛାତି ତଳେ ଚାପି ରଖି ଜୀବନ ଯୁଦ୍ଧରେ କରୁଛନ୍ତି ସଂଘର୍ଷ । ଦିବ୍ଯାଙ୍ଗ ହୋଇଥିଲେ ବି ପରିବାର ପ୍ରତିପୋଷଣ କରୁଛନ୍ତି । ରାତି ଦିନ ଏକ କରି ଦେଇଛନ୍ତି ଏହି ପରିବାର ପାଇଁ । ଦାଦନ ଖଟିବାକୁ ଯାଇଥିଲେ ଗୁଜୁରାଟ । ହେଲେ ଏହି…