Browsing Tag

disaster management

କ୍ଷୟକ୍ଷତିକୁ ରୋକିବ ମକଡ୍ରିଲ, ପ୍ରତିବର୍ଷ ଜୁନ ୧୯ରେ ଲୋକଙ୍କୁ କରାଯାଉଛି ସଚେତନ

କେନ୍ୟୁଜ୍(ବ୍ୟୁରୋ): ମନରୁ ଲିଭିନି ୧୯୯୯ ମହାବାତ୍ୟା । ପରେ ଓଡ଼ିଶା ଅନେକ ବାତ୍ୟାର ସାମନା କରିଛି । ଶୂନ୍ୟମୃତ୍ୟୁ ଟାର୍ଗେଟରେ ବାତ୍ୟାର ସାମନା କରୁଛି ଓଡ଼ିଶା । ଏହି ଟାର୍ଗେକୁ ପୂରଣ କରିବା ପାଇଁ ଉପକୂଳ ଜିଲ୍ଲା ମାନଙ୍କରେ ମକଡ୍ରିଲ କରାଯାଉଛି । ସଚେତନତା ଓ ସଠିକ କୌଶଳ ହିଁ ଏସବୁର…

ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଦେଶରେ ପ୍ରଶଂସନୀୟ, ପୁରସ୍କାର ଦେଲେ ପ୍ରଧାନମନ୍ତ୍ରୀ

କେନ୍ୟୁଜ(ବ୍ୟୁରୋ):  ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା ଦେଶରେ ପ୍ରଶଂସନୀୟ । ଏଥିପାଇଁ ଖୁବ୍ ପ୍ରଶଂସା କରିଛନ୍ତି ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟାଠୁ ବନ୍ୟା ଭଳି ବିପର୍ଯ୍ୟୟ ସମୟରେ ଓଡ଼ିଶାର ପରିଚାଳନା ଖୁବ ଭଲ । ଏଥିପାଇଁ ଓଡିଶାକୁ ବିପର୍ଯ୍ୟୟ ପରିଚାଳନା ପୁରସ୍କାର ମିଳିଛି…

ଆଜି ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ): ଆଜି ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ । ଏହି ବୈଠକରେ ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜସ୍ୱ ମନ୍ତ୍ରୀ, କୃଷି ମନ୍ତ୍ରୀଙ୍କ ସମେତ ମୁଖ୍ୟ ସଚିବ ଯୋଗଦେବେ । ଅନ୍ୟ ବିଭାଗୀୟ ମନ୍ତ୍ରୀ ଓ ସଚିବ ମଧ୍ୟ ବୈଠକରେ ଯୋଗଦେବେ । ୨୦୨୧…

ଓଡ଼ିଶା ଶିଖାଉଛି ବିପର୍ଯ୍ୟୟ ମୁକାବିଲା ମନ୍ତ୍ର, ପ୍ରାକୃତିକ ବିପର୍ଯ୍ୟୟକୁ କେମିତି ସାମ୍ନା କରିବେ ଶିଖୁଛନ୍ତି IAS…

ଭୁବନେଶ୍ୱର(କେ.ନ୍ୟୁଜ ଓଡ଼ିଶା): ଓଡ଼ିଶା ଶିଖାଉଛି ବିପର୍ଯ୍ୟୟ ମୁକାବିଲା ମନ୍ତ୍ର। ବନ୍ୟା ଓ ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନଜୀବନ ହାନି ରୋକିବା ସହ ସାମ୍ନା କରିବାର ବାଟ ଦେଖାଇବେ ରାଜ୍ୟର ବରିଷ୍ଠ ଅଧିକାରୀ। ଫିଲ୍ଡ କାମ ସହ ମକଡ୍ରିଲ ଦେଖାଇବେ। ବାତ୍ୟା ପୂର୍ବର ପ୍ରସ୍ତୁତି ଓ…

ଏଣିକି ବାତ୍ୟା-ବନ୍ୟା ନେଇ ଲୋକଙ୍କୁ ମିଳିବ ଆଗୁଆ ସୂଚନା , ବସିଲା ୧୧୨ଟି ସାଇରନ ଟାୱାର

ବାତ୍ୟା ହେଉ କି ବନ୍ୟା। ସୁନାମି ଅବା ଉଚ୍ଚ ଜୁଆର । ଏସବୁ ପ୍ରାକୃତିକ ବିପର୍ଯ୍ୟୟ ଆସିବାର ବହୁ ପୂର୍ବରୁ ଜନସାଧାରଣଙ୍କୁ ମିଳିବ ଆଗୁଆ ସତର୍କ ସୂଚନା । ଏଥିପାଇଁ ଉପକୂଳ ଓଡ଼ିଶାର ୬ଟି ଜିଲ୍ଲାର ସମୁଦ୍ରକୂଳରେ ବସିଛି ୧୧୨ଟି ସାଇରନ ଟାୱାର । ଏହା ମାଧ୍ୟମରେ ପ୍ରାକୃତିକ ବିପର୍ଯ୍ୟୟ ଆସିବା…

ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି : ଆଲର୍ଟ ରହିବାକୁ ଜିଲ୍ଲାପାଳମାନଙ୍କୁ…

ଭୁବନେଶ୍ବର : ବର୍ଷା ଋତୁ ପୂର୍ବରୁ ରାଜ୍ୟ ସରକାରଙ୍କୁ ପ୍ରାକୃତିକ ବିପର୍ଯ୍ୟୟ ଚିନ୍ତା । ବିପର୍ଯ୍ୟୟ ସମ୍ବେଦନଶୀଳ ଅଞ୍ଚଳ ଉପରେ ସ୍ୱତନ୍ତ୍ର ନଜର ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳମାନେ ଆଲର୍ଟ ରହିବା ସହ ଜିରୋ କାଜୁଆଲିଟି ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ…