Browsing Tag

doctor

ପୁଣି ଶିଶୁଙ୍କ ଯୋଡ଼ା ଶରୀରକୁ ଅଲଗା କଲେ ଦିଲ୍ଲୀ ଏମ୍‌ସର ଡାକ୍ତରୀ ଟିମ୍‌, ସଫଳ ହେଲା ସର୍ଜରୀ

ଓଡ଼ିଶାର ଯୋଡ଼ାମୁଣ୍ଡ ଶିଶୁ ଜଗା ବଳିଆଙ୍କ କଥା ମନେ ପକାଇ ଦେଲା ଆଉ ଏକ ସଫଳ ଅପରେସନ୍‌ । ଦିଲ୍ଲୀ ଏମ୍‌ସରେ ପୁଣି ଏକ ସଫଳ ଅପରେସନ୍‌ ହୋଇଛି ଯାଆଁଳା ଶିଶୁଙ୍କର । ଏହି ଯାଆଁଳା ଝିଅ ହେଉଛନ୍ତି ବର୍ଷକର ରିଦ୍ଧି ଓ ସିଦ୍ଧି । ଏମ୍‌ସର ଏକ ଡାକ୍ତରୀ ଟିମ୍‌ ପ୍ରାୟ ୧୨ ଘଣ୍ଟା ଧରି ଅପରେସନ୍‌ କରି…

ଜନ୍ମ ହେଲା ୪ ହାତ, ୪ ଗୋଡ଼ ଏବଂ ଦୁଇଟି ହୃଦୟ ଥିବା ଶିଶୁ

ଅନେକ ସମୟରେ ଗର୍ଭବତୀ ମହିଳାମାନେ ବିକୃତ ଶିଶୁ ଜନ୍ମ ଦେଇଥାନ୍ତି । କିନ୍ତୁ ଆପଣ କେବେ ୪ ହାତ, ୪ ଗୋଡ଼ ଏବଂ ଦୁଇଟି ହୃଦୟ ଥିବା ଶିଶୁ ଜନ୍ମ ହେବା କଥା ଶୁଣି ନଥିବେ । ଏଭଳି ଏକ ଘଟଣା ବିହାର ଛପରା ସହରର ଶ୍ୟାମଚକ ମହଲାସ୍ଥିତ ଏକ ପ୍ରାଇଭେଟ ନର୍ସିଂ ହୋମରେ ଦେଖାଯାଇଛି । ଜଣେ ମହିଳା ଏକ…

ଇଞ୍ଜେକ୍ସନ ଦେବା ସମୟରେ ଯଦି ଏକ ଶିରାରେ ପବନ ଚାଲିଯାଏ ହୋଇପାରେ କ୍ଷତିକାରକ, ରୁହନ୍ତୁ ସତର୍କ

ଅନେକ ଲୋକ ଇଞ୍ଜେକସନ ନେବା ସମୟରେ ଡରନ୍ତି। କିନ୍ତୁ ଏହି ସମୟରେ ଖୁବ୍ ସତର୍କ ରହିବାକୁ ପଡ଼ିବ। ଟିକେ ହଲଚଲ୍ ହେଲେ ମଣିଷ ପାଇଁ ସାଂଘାତିକ ହୋଇପାରେ। ଆପଣ ନିଶ୍ଚୟ ଅନେକ ଚଳଚ୍ଚିତ୍ରରେ ଦେଖିଥିବେ ଯାହା ପ୍ରାୟତ ଜଣେ ଭିଲିଆନ୍ କାହାକୁ ମାରିବା ପାଇଁ କାହା ଶରୀରରେ ଏକ ଖାଲି ସିରିଞ୍ଜ୍…

ସ୍ୱାସ୍ଥ୍ୟ ପରୀକ୍ଷାରେ ବିଳମ୍ୱ ହେବାରୁ ଡାକ୍ତରଙ୍କୁ ଚପଲରେ ମାଡ଼ ମାରିଲେ ବ୍ୟବସାୟୀ, ଥାନାରେ ଅଟକ

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁରରେ ଡାକ୍ତରଙ୍କୁ ଚପଲରେ ମାଡ ଅଭିଯୋଗ। ଏକ ଘରୋଇ ଡାଇଗ୍ନୋଷ୍ଟିକ ସେଣ୍ଟରରେ ଜଣେ ଡାକ୍ତରଙ୍କୁ ସହରର ଜଣେ ପ୍ରତିଷ୍ଠିତ ବ୍ଯବସାୟୀ ନଟବର ବାଙ୍କା ମାଡ ମାରିଥିବା ଅଭିଯୋଗ । ଆଜି ନଟବର ତାଙ୍କର ସ୍ବାସ୍ଥ୍ଯ ଅବସ୍ଥା ପରୀକ୍ଷା ପାଇଁ ଯାଇଥିଲେ । ସେହି ସମୟରେ…

ଏକାଧାରାରେ IAS, IPS, ଡାକ୍ତର, ବିଧାୟକ ଆଦି ୨୦ ଟି ଡିଗ୍ରୀ ହାସଲ କରିଛନ୍ତି ଏହି ବ୍ୟକ୍ତି; ଜାଣନ୍ତୁ ଡାକ୍ତର…

ଜଣେ ବ୍ୟକ୍ତି ଏକ ସାଙ୍ଗରେ କେତୋଟି ଡିଗ୍ରୀ ହାସଲ ହାସଲ କରି ପାରେ। ଏକରୁ ଅଧିକ ଅର୍ଥାତ୍ ୨ଟି କିମ୍ୱା ୩ଟି ହୋଇପାରେ ଅତି କଷ୍ଟରେ। କିନ୍ତୁ କିଏ କ'ଣ ଏକା ସାଙ୍ଗରେ ୨୦ ଟି ଡିଗ୍ରୀ ହାସଲ କରି ପରେ କି ? ଆପଣ କେବେ ଭାବିଛନ୍ତି କି ଜଣେ ବ୍ୟକ୍ତି ଡାକ୍ତର , ଆଇପିଏସ୍, ଆଇଏଏସ୍, ଆଇନଜୀବୀ,…

ଭିଜିଲାନ୍ସ ହାତରେ ଧରାପଡିଲେ ସରକାରୀ ଡାକ୍ତର, ଏଲଆଇସି କ୍ଲେମ୍ କ୍ଲିୟରାନ୍ସ ପାଇଁ ନେଉଥିଲେ ଲାଞ୍ଚ

ଢେଙ୍କାନାଳ (କେନ୍ୟୁଜ): ଭିଜିଲାନ୍ସ ଜାଲରେ ସରକାରୀ ଡାକ୍ତର। ଢେଙ୍କାନାଳ ମୁଖ୍ୟ ହସ୍ପିଟାଲର ମେଡିସିନ ସ୍ପେସିଆଲିଷ୍ଟ ସରକାରୀ ଡାକ୍ତର ଉମାକାନ୍ତ ଖେଜୁରିଆ Lic ଡେଥ କ୍ଲେମ କେସ ବାବଦରେ ଫର୍ମ ଦସ୍ତଖତ କରାଇଦେବା ପାଇଁ ଏଜେଣ୍ଟଙ୍କ ଠାରୁ ୧୧ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଖବର ପାଇ…

ଡେଲିଭରି ବେଳେ ଗର୍ଭବତୀଙ୍କୁ ଦୁଷ୍କର୍ମ କଲେ ଡାକ୍ତର, ସିକ୍ରେଟ୍‌ କ୍ୟାମେରାରେ କଏଦ ହେଲା ପୂରା ଦୃଶ୍ୟ

ଗର୍ଭବତୀଙ୍କୁ ଦୁଷ୍କର୍ମ କଲେ ଡାକ୍ତର। ଡେଲିଭରି ବେଳେ ଜୀବନ ବଞ୍ଚାଇବେ କ’ଣ ବରଂ ନିଜ କାମନାକୁ ଚରିତାର୍ଥ କରିଥିଲେ ଦ୍ୱିତୀୟ ଭଗବାନ। ବ୍ରାଜିଲରେ ସାମ୍ନାକୁ ଆସିଛି ଏଭଳି ନୃଶଂସ ଘଟଣା। ଆଉ ଅଭିଯୁକ୍ତ ଜଣକ ହେଉଛନ୍ତି ଜଣେ ଆନାସ୍ଥେଟିଷ୍ଟ। ସି-ସେକ୍ସନ୍‌ ଅପରେସନ୍‌ ବେଳେ ଡାକ୍ତର ଜଣକ ଏଭଳି…

ଡାକ୍ତରଙ୍କ ପରାମର୍ଶ ବିନା ବି କିଣି ପାରିବେ ୧୬ଟି ଔଷଧ! ଲୋକଙ୍କ ସୁବିଧା ପାଇଁ ସରକାର ବଦଳାଉଛନ୍ତି ନିୟମ

ଏମିତିରେ ଆମେ କୌଣସି ବି ଔଷଧ କିଣିବା ପୂର୍ବରୁ ପ୍ରଥମେ ଡାକ୍ତରଙ୍କ ପରାମର୍ଶ ନେଇଥାଉ ଏବଂ ତାଙ୍କ ପରାମର୍ଶ ଅନୁସାରେ ହିଁ ଔଷଧ କିଣିଥାଉ। କିନ୍ତୁ ସାଧାରଣ ଲୋକଙ୍କ ସୁବିଧା ପାଇଁ ସରକାର ଏବେ ଏହି ନିୟମରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। ନିୟମ ପରିବର୍ତ୍ତନ ପରେ ଆପଣ ୧୬ ପ୍ରକାର ଔଷଧକୁ…

ଟ୍ରକ ପଛକୁ ପିଟିଲା କାର, ବାରିପଦା ମେଡିକାଲ କଲେଜର ଡାକ୍ତର ମୃତ

ବାରିପଦା(କେନ୍ୟୁଜ): ବାରିପଦା କାଠପାଳ ନିକଟରେ ଟ୍ରକ ପଛକୁ ପିଟିଲା କାର। ଏଥିରେ ଗୁରୁତର ଆହତ ହୋଇଥିବା ଡାକ୍ତର ଅଞ୍ଜନ ଷଡ଼ଙ୍ଗୀଙ୍କର ମୃତ୍ୟୁ ହୋଇଛି । ବାରିପଦାର ଜଣାଶୁଣା ତଥା ବିଶିଷ୍ଟ ସ୍ତ୍ରୀ ଓ ପ୍ରସୂତୀ ବିଶେଷଜ୍ଞ ହେଉଛନ୍ତି ଡାକ୍ତର ଅଞ୍ଜନ ଷଡ଼ଙ୍ଗୀ। ଦୁର୍ଘଟଣା ପରେ ତାଙ୍କୁ…

ଚିକିତ୍ସା ପାଇଁ ଆସୁଥିବା ଯୁବତୀଙ୍କୁ ନିଦ ଔଷଧ ଦେଇ ଦୁଷ୍କର୍ମ କରୁଥିଲେ ଡାକ୍ତର, ୨୩ ବର୍ଷ ପୁରୁଣା ମାମଲାର ହେଲା…

ସାଧାରଣ ଲୋକଟିଏ କୌଣସି ରୋଗ ହେଉ ଅବା ଅନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା, ଦୂର କରିବା ପାଇଁ ଡାକ୍ତରଙ୍କ ପାଖକୁ ଯାଇଥାଏ। କିନ୍ତୁ ଯଦି ଏହି ଡାକ୍ତର ଅମଣିଷ ପାଲଟେ, ତେବେ ସାଧାରଣ ଲୋକ ହେଉ ଅବା ପରିବାର ଅନ୍ୟ କୌଣସି ସଦସ୍ୟ, ସେମାନଙ୍କୁ ନେଇ କାହା ପାଖକୁ ଯିବ। ଯେଉଁଠି ଡାକ୍ତର ଜଣକ ଯୁବତୀଙ୍କୁ…

ରସିକିଆ ଡାକ୍ତରଙ୍କର ୧୪ ନୁହେଁ ୧୭ ସ୍ତ୍ରୀ: ଛତିଶଗଡ, ଆସାମ ଓ ଓଡିଶାରୁ ଆଉ ୩ ପତ୍ନୀ

ଭୁବନେଶ୍ୱର (କେନ୍ୟୁଜ): ୧୪ ଫେବୃଆରୀରେ ୧୪ ସ୍ତ୍ରୀ ରଖିଥିବା ଡାକ୍ତର ଗିରଫ ହୋଇଥିଲେ। ଏବେ କୁଆଡେ ରସିକିଆ ଡାକ୍ତରଙ୍କର ୧୪ ନୁହେଁ ବରଂ ୧୭ ସ୍ତ୍ରୀ ରହିଛନ୍ତି ବୋଲି ଡିସିପି ଉମାଶଙ୍କର ଦାଶ ସୂଚନା ଦେଇଛନ୍ତି। ଛତିଶଗଡ, ଆସାମ ଓ ଓଡିଶାରୁ ଆଉ ୩ ଜଣ ପତ୍ନୀ ଥିବା ଖବର ମିଳିଛି। ଛତିଶଗଡର ଜଣେ…

ନକଲି ଡାକ୍ତରଙ୍କୁ ରିମାଣ୍ଡରେ ନେବ ପୋଲିସ, ବେସାହାରା ଯୁବତୀଙ୍କୁ ବିବାହ କରିବାକୁ ଟାର୍ଗେଟ କରୁଥିଲେ

ଭୁବନେଶ୍ୱର (କେନ୍ୟୁଜ): ରିମାଣ୍ଡରେ ଯିବେ ନକଲି ରସିକିଆ ଡାକ୍ତର। ଡାକ୍ତରଙ୍କ ଆର୍ଥିକ କାରବାର ନେଇ ଖୋଳତାଡ଼ କରାଯାଉଥିବା ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି ଭୁବନେଶ୍ୱର DCP। ଅଧିକ ଖୋଳତାଡ ପାଇଁ ମହିଳା ପୋଲିସ ଅଧିକାରୀଙ୍କୁ ନେଇ ହେବ ସ୍ୱତନ୍ତ୍ର ଟିମ୍‌। ବେସାହାରା ଯୁବତୀଙ୍କୁ ବିବାହ…