Browsing Tag
double murder case
ତିଗିରିଆ ୨ ଭାଇଙ୍କୁ ଟ୍ରକ ମଡ଼ାଇ ହତ୍ୟା ଘଟଣା; ମୁଖ୍ୟ ଅଭିଯୁକ୍ତ ଜିତେନ୍ଦ୍ର ମଲ୍ଲିକ ଗିରଫ
ଆଠଗଡ଼ (କେନ୍ୟୁଜ): ତିଗିରିଆ ଥାନା ଭିରୁଡାରେ ହୋଇଥିବା ଡବଲ୍ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ। ଗିରଫ ଅଭିଯୁକ୍ତର ପରିଚୟ ଜିତେନ୍ଦ୍ର ମଲ୍ଲିକ। ଦୁଇ ମାସ ହେବ ପୋଲିସକୁ ଚକ୍ମା ଦେଇ ଫେରାର ରହୁଥିଲା ଜୀତେନ୍ଦ୍ର । ଏହି ଘଟଣା ରେ ସଂପୃକ୍ତ ପୂର୍ବରୁ ଚାରି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…
ବହୁ ଚର୍ଚ୍ଚିତ ଦିଗପହଣ୍ଡି ପାଳଝଡି ଡବଲ ମର୍ଡର ଘଟଣା: ୯ ଜଣଙ୍କୁ ଗିରଫ କଲା ପୋଲିସ୍
ବ୍ରହ୍ମପୁର(କେନ୍ୟୁଜ): ବହୁ ଚର୍ଚ୍ଚିତ ଦିଗପହଣ୍ଡି ଥାନା ପାଳଝଡି ଡବଲ ମର୍ଡର ଘଟଣାରେ ୯ ଜଣଙ୍କୁ ଗିରଫ କରିଛି ପୋଲିସ । ହତ୍ୟାକାଣ୍ଡ ପାଇଁ ୫୦ ହଜାର ଟଙ୍କା ସୁପାରି ଦେଇଥିଲା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ପ୍ରଶାନ୍ତ ଗୌଡ଼ । ୩ ଅଭିଯୁକ୍ତଙ୍କୁ ସୁପାରି ଦେଇଥିବା ଅଭିଯୋଗ ହୋଇଛି । ଏହି ୪…
ସ୍ତ୍ରୀ ଓ ଶାଳୀକୁ ହତ୍ୟା କରିବା ପୂର୍ବରୁ ବିଜୟ ଲେଖିଥିବା ଚିଠି ଏବେ ପୋଲିସ୍ ହାତରେ, ଏମିତି କିଛି ଲେଖିଛି ଅଭିଯୁକ୍ତ
ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଡବଲ ମର୍ଡର ଘଟଣାରେ ରିମାଣ୍ଡରେ ଆସିବ ଅଭିଯୁକ୍ତ ବିଜୟ ସେଠୀ। ଖୁବ୍ଶୀଘ୍ର ଅଭିଯୁକ୍ତକୁ ରିମାଣ୍ଡରେ ଆଣିବ ପୋଲିସ। ହତ୍ୟା ଘଟଣା ନେଇ ବିଜୟକୁ ପଚରାଉଚରା କରାଯିବ। ଏପଟେ ପୋଲିସ ହାତରେ ହତ୍ୟା ପୂର୍ବରୁ ଲେଖିଥିବା ବିଜୟର ଚିଠି। ସ୍ତ୍ରୀ…
ରାଜଧାନୀରେ ଡବଲ ମର୍ଡର, ସ୍ତ୍ରୀ ଓ ଶାଳୀକୁ ହତ୍ୟା କରି ଘରେ ଲୁଚାଇ ରଖିଛି ଅଭିଯୁକ୍ତ
ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ଡବଲ ମର୍ଡର । ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ କଲୋନୀରେ ଘଟିଛି ଘଟଣା । ହତ୍ୟାକାଣ୍ଡ ପରେ ମୃତ ଦେହକୁ ୩ ଦିନ ଧରି ଘରେ ଲୁଚାଇ ରଖିଥିବା ସନ୍ଦେହ କରୁଛି ପୋଲିସ । ସ୍ତ୍ରୀ ଓ ଶାଳୀକୁ ଏକ ଧାରୁଆ ଅସ୍ତ୍ରରେ ହାଣି ବିଭତ୍ସ ହତ୍ୟା କରିଥିବା ସନ୍ଦେହ କରୁଛି…
ମାହାଙ୍ଗା ଡବଲ ମର୍ଡର ମାମଲାରେ ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା ପୋଲିସ୍ , ମୋଟ୍ ଗିରଫଦାରୀ ସଂଖ୍ଯା ୭କୁ ବୃଦ୍ଧି
ମାହାଙ୍ଗା: ମାହାଙ୍ଗା ଡବଲ ମର୍ଡର ମାମଲାରେ ବଢୁଛି ଗିରଫଦାରୀ । ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା କଟକ ଗ୍ରାମାଞ୍ଚଳ ପୋଲିସ। ଗିରଫ ଜଣକ ଉମେଶ ଖଟୁଆ। ଏହାକୁ ମିଶାଇ ଗିରଫଙ୍କ ସଂଖ୍ୟା ୭ରେ ପହଞ୍ଚିଛି। ପୂର୍ବରୁ ୫ଜଣଙ୍କୁ ବାନ୍ଧିଥିବା ବେଳେ ଆଜି ସକାଳୁ ଆଉ ଜଣଙ୍କୁ ଗିରଫ କରିଥିଲା ପୋଲିସ।…
ମାହାଙ୍ଗା ଡବଲ ମର୍ଡର ମାମଲା: ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା କଟକ ଗ୍ରାମାଞ୍ଚଳ ପୋଲିସ, ଗିରଫଦାରୀ ସଂଖ୍ଯା ୬କୁ…
ମାହାଙ୍ଗା : ମାହାଙ୍ଗା ଡବଲ ମର୍ଡର ମାମଲାରେ ବଢୁଛି ଗିରଫଦାରୀ । ଆଉ ଜଣେ ଅଭିଯୁକ୍ତକୁ ଗିରଫ କଲା କଟକ ଗ୍ରାମାଞ୍ଚଳ ପୋଲିସ। ଗିରଫ ଜଣକ ଚୈତନ୍ୟ ସେଠୀ। ଏହାକୁ ମିଶାଇ ଗିରଫଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ପୂର୍ବରୁ ୫ଜଣଙ୍କୁ ବାନ୍ଧିଥିଲା ପୋଲିସ। ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ…
ମାଆ ଓ ପୁଅଙ୍କୁ ଘର ଭିତରେ ପୋଡି ହତ୍ୟା ଘଟଣାର ପର୍ଦାଫାଶ, ଅଭିଯୁକ୍ତ ଦେବାଶିଷ ଦାସକୁ ଗିରଫ କରିଛି ପୋଲିସ୍
ଆନନ୍ଦପୁର: କେନ୍ଦୁଝର ନନ୍ଦିପଦା ଥାନା କଳିଗାଁଠାରେ ଗତ ୯ ତାରିଖ ଦିନ ବୃଦ୍ଧ ମାଆ ଓ ପୁଅଙ୍କୁ ଘର ଭିତରେ ପୋଡି ହତ୍ୟା କରାଯାଇଥିବା ଘଟଣାର ପର୍ଦାଫାଶ। ଅଭିଯୁକ୍ତ କଳିଗାଁ ଗାଁର ଦେବାଶିଷ ଦାସକୁ ଗିରଫ କରିଛି ପୋଲିସ। ଗଞ୍ଜେଇ ପାଇଁ ମାଆ-ପୁଅଙ୍କୁ ହତ୍ୟା କରାଯାଇଥିବା ଜଣାପହିଛି।…