Browsing Tag

dowry

ଯୌତୁକ ଦେଇପାରିଲେନି ବୋଲି ଭାଙ୍ଗିଗଲା ବାହାଘର, ବରକୁ ଗିରଫ କଲା କାକଟପୁର ପୋଲିସ୍

କାକଟପୁର: ଯୌତୁକ ଦେଇପାରିଲେନି ବୋଲି ଭାଙ୍ଗିଗଲା ବାହାଘର । କାକଟପୁରରୁ ଆସିଛି ଏଭଳି ଅଭିଯୋଗ । କାକଟପୁର ବ୍ଲକର ବାଘମୁଣ୍ଡା ଗ୍ରାମର ରାଜେଶ ରଥ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଉଭୟଙ୍କ ପରିବାରର ସହମତିରେ ବିବାହ ମଧ୍ୟ ସ୍ଥିର ହୋଇଥିଲା । ଏପରିକି କନ୍ୟା ଘର ଯୌତୁକ ଆକାରରେ ବର ପକ୍ଷକୁ…

ପାକିସ୍ତାନରେ ଯୌତୁକ ବିରୋଧରେ ବାର୍ତ୍ତା ଦେଉଥିବା ଏହି ଫଟୋକୁ ନେଇ ତାତି ଉଠିଲେ ଲୋକେ, ଶୁଣାଇଲେ ଏମିତି କଥା, ଜାଣନ୍ତୁ…

ସୋସିଆଲ ମିଡିଆରେ ଯୌତୁକ ବିରୋଧରେ ବାର୍ତ୍ତା ଦେଉଥିବା ଏକ ଫଟୋ ଏବେ ବିବାଦରେ ଫସି ଯାଇଛି। ଏହି ଫଟୋ ଖ୍ୟାତନାମା ପାକିସ୍ତାନୀ ଡିଜାଇନର ଅଲ୍ଲୀ ଜିଶାନ୍‌ଙ୍କ ବ୍ରାଇଡଲ କଲେକ୍ସନ ‘ନୁମାଇଶ’ର ପାର୍ଟ। ଟ୍ଵିଟରରେ ଜାରି ପୋଷ୍ଟରେ ଯୌତୁକ ବିରୋଧରେ କେତେକ ହ୍ୟାଶ୍‌ଟ୍ୟାଗ୍‌ ବ୍ୟବହାର କରାଯାଇଛି।…

ଯୌତୁକରେ ମିଳିଥିବା ୧୧ ଲକ୍ଷ ଟଙ୍କାକୁ ଫେରାଇଦେଲେ ଏହି CISF ଯବାନ, ରାତାରାତି ବନିଲେ ସୋସିଆଲ ମିଡ଼ିଆ ଷ୍ଟାର

ଘରେ ଝିଅଟିଏ ଥିଲେ ବାପା ମା’ଙ୍କର ତାର ବାହାଘରକୁ ନେଇ ସବୁବେଳେ ଚିନ୍ତା ରହିଥାଏ। କାରଣ ଏବେର ଜାମାନାରେ ଯୌତୁକ ପ୍ରଥା ଦିନକୁ ଦିନ ବଢ଼ିବାରେ ଲାଗିଛି। ଭଲ ବରପାତ୍ର ପାଇଁ ଭଲ ଯୌତୁକ ବି ଦରକାର ପଡୁଛି। ଝିଅ ଯେତେବି ଉଚ୍ଚ ଶିକ୍ଷିତ ହୋଇଥିଲେ ବି ଯୌତୁକ ସୁନିଶ୍ଚିତ। କିନ୍ତୁ ଏହି ଯୌତୁକ…

ଯାଜପୁର: ମହିଳାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ଲୋକେ ଆଣିଲେ ଯୈାତୁକ ଜନିତ ହତ୍ୟା ଅଭିଯୋଗ

ଯାଜପୁର ଟାଉନ(କେନ୍ୟୁଜ୍): ଯୈାତୁକ ପାଇଁ ବିବାହିତ ମହିଳାଙ୍କୁ ହତ୍ୟା ଅଭିଯୋଗ । ଯାଜପୁର ଥାନା ଅଧିନସ୍ଥ ଗଂଜେଶ୍ୱର ଅଚଂଳରେ ବିବାହିତା ମହିଳା ସୁଶ୍ମିତା ଙ୍କୁ ତାର ଶାଶୁଘର ଲୋକ ଯୈାତୁକ ପାଇଁ ହତ୍ୟା କରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ । ବଳରାମ ସ୍ତ୍ରୀ ସୁଶ୍ମିତା ଝୁଲନ୍ତା ମୃତ…

ବୋହୂକୁ ବିଷ ପିଆଇ ମାରିଦେଲେ ଯୌତୁକ ରାକ୍ଷସ, ନାତୁଣୀ ଉପରେ ବି ଆସିଲାନି ଦୟା

ଯୌତୁକ ପ୍ରଥା ରୋକିବା ଏବଂ ମହିଳାଙ୍କ ସୁରକ୍ଷା ପାଇଁ ସରକାରଙ୍କ ଦ୍ୱାରା ଅନେକ ଆଇନ କାଯ୍ୟର୍କାରୀ ହୋଇଛି। କିନ୍ତୁ ଏବେ ବି ସମାଜରେ ଯୌତୁକ ନାଁରେ ମହିଳାଙ୍କ ସହିତ ଅତ୍ୟନ୍ତ ଦୁର୍ବ୍ୟବହାର କରାଯାଉଛି। ଯୌତୁକ ପାଇଁ ସେମାନଙ୍କୁ ଶାରିରୀକ ଏବଂ ମାନସିକ ନିର୍ଯାତନାର ଶିକାର ହେବାକୁ ପଡ଼ୁଛି।…

ଯୌତୁକ ନେବାକୁ ଅରାଜି ହେଲେ ଶିକ୍ଷକ ବର, ଶଶୁରଘର ଦେଲେ ଲକ୍ଷେ ଟଙ୍କାର ବହି

ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ଜଣେ ଶିକ୍ଷକକୁ ଶଶୂର ଘର ଲୋକେ ଯୌତୁକରେ ୧ଲକ୍ଷ ଟଙ୍କାର ଏକ ହଜାର ବହି କିଣି ଦେଇଛନ୍ତି ।ଶିକ୍ଷକ ସୂର୍ଯ୍ୟକାନ୍ତ ବରିକ ବାହାଘରରେ ଯୌତୁକ ନନେବା ପାଇଁ ସର୍ତ୍ତ ରଖିଥିଲେ । କିନ୍ତୁ ବାହାଘର ଦିନ ଶଶୁରଘର ଲୋକେ ୧ହଜାର ବହି ଦେଇ ତାଙ୍କୁ ଆଶ୍ଚର୍ଯ୍ୟଚକିତ…