ସରଗରମ ପଞ୍ଚାୟତ ରାଜନୀତି: ଚକାପାଦରେ କନ୍ଧମାଳ ସାଂସଦଙ୍କ ୬ନଂ ଜୋନ ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ପାଇଁ ପ୍ରଚାର
କେନ୍ୟୁଜ୍(ବ୍ୟୁରୋ):କନ୍ଧମାଳ ଜିଲ୍ଲା ଚକାପାଦରେ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ନିର୍ବାଚନୀ ପ୍ରଚାର। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ସାଂସଦ ଡ. ସାମନ୍ତ ଚକାପାଦ ବ୍ଲକରେ ବିଜେଡି କର୍ମୀ ସମ୍ମିଳନୀରେ ଯୋଗଦେଇଥିଲେ। ବ୍ଲକ୍ର ୬ ନମ୍ବର ଜୋନ୍ ଜିଲ୍ଲା ପରିଷଦ ବିଜେଡି…