Below header
Browsing Tag

dr.achyuta samanta

‘କୌନ୍ ବନେଗା କରୋଡପତି’ରେ ନଜର ଆସିବେ କିଟ୍ ଓ କିସ୍ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତ, ଖୁବ୍ ଶୀଘ୍ର…

ଭୁବନେଶ୍ବର: ଭାରତୀୟ ଟେଲି ଜଗତର ସର୍ବଚର୍ଚ୍ଚିତ ତଥା ସର୍ବଲୋକପ୍ରିୟ ରିଏଲିଟି ଶୋ 'କୌନ୍ ବନେଗା କରୋଡପତି'ର ହଟସିଟ୍ ରେ ନଜର ଆସିବେ କିଟ୍ ଓ କିସ୍ ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ । ଏହି ଶୋ'ରେ ଭାଗ ନେଇ ଡ.ଅଚ୍ୟୁତ ସାମନ୍ତ ସାରା ଓଡିଶାକୁ ଗର୍ବିତ କରିଛନ୍ତି ।…

ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଡ. ଅଚ୍ୟୁତ ସାମନ୍ତଙ୍କୁ ମର୍ଯ୍ୟାଦାଜନକ ଅନ୍ତର୍ଜାତୀୟ ସମ୍ମାନ

ନୂଆଦିଲ୍ଲୀ (କେ ନ୍ୟୁଜ୍‌) : ଶିକ୍ଷାବିତ ତଥା ସମାଜସେବୀ ଡ. ଅଚ୍ୟୁତ ସାମନ୍ତଙ୍କୁ ଗୁରୁବାର ନୂଆଦିଲ୍ଲୀଠାରେ ପ୍ରଦାନ କରାଯାଇଛି ‘ଗାନ୍ଧୀ ମଣ୍ଡେଲା ଶାନ୍ତି ପୁରସ୍କାର’ । ଶିକ୍ଷା ସହ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି । ବିଲିଭ…

କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଓ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତଙ୍କୁ ବିପୁଳ ସମ୍ବର୍ଦ୍ଧନା

ବୌଦ୍ଧ(କେନ୍ୟୁଜ୍): ବୌଦ୍ଧ ଜିଲ୍ଲାରେ କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଓ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା। ବିଜେଡି ନେତା, କର୍ମୀ ଓ ସମର୍ଥକ ସେମାନଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଇଥିଲେ। ବିଭିନ୍ନ ସ୍ଥାନରେ ଡକ୍ଟର ଅଚ୍ୟୁତ…

ଲୋକସଭାରେ ବିଜେଡି ସଂସଦୀୟ ନେତା ହେଲେ ପିନାକୀ ମିଶ୍ର ଏବଂ ମୁଖ୍ୟ ସଚେତକ ଡକ୍ଟର ଅଚ୍ୟୁତ ସାମନ୍ତ

ଭୁବନେଶ୍ବର(କେନ୍ଯୁଜ୍) : ଲୋକସଭା ସଂସଦୀୟ ଦଳ ନେତା ହେଲେ ପିନାକୀ ମିଶ୍ର । ସେହିପରି ଡକ୍ଟର ଅଚ୍ୟୁତ ସାମନ୍ତ ମୁଖ୍ୟ ସଚେତକ ହୋଇଛନ୍ତି । ଅନୁଭବ ମହାନ୍ତି ହୋଇଛନ୍ତି ଉପମୁଖ୍ୟ ସଚେତକ । ସେହିପରି ପାର୍ଲାମେଣ୍ଟ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ହୋଇଛନ୍ତି ଭର୍ତ୍ତୃହରି ମହତାବ । ବିଜେଡି…

କନ୍ଧମାଳରେ ଆସନ୍ତାକାଲି ସରୁଛି ପ୍ରଚାର , ବିଭିନ୍ନ ସ୍ଥାନ ବୁଲି ଭୋଟରଙ୍କୁ ଭେଟୁଛନ୍ତି ଲୋକସଭା ବିଜେଡି ପ୍ରାର୍ଥୀ…

କନ୍ଧମାଳ(କେନ୍ୟୁଜ୍) : କନ୍ଧମାଳ ଲୋକସଭା ନିର୍ବାଚନ ପାଇଁ ଆସନ୍ତାକାଲି ସରୁଛି ପ୍ରଚାର । ଏଥିପାଇଁ କ୍ୟାମ୍ପେନକୁ ଜୋରଦାର କରିଛନ୍ତି କନ୍ଧମାଳ ଲୋକସଭା ବିଜେଡି ପ୍ରାର୍ଥୀ ଡକ୍ଟର ଅଚ୍ୟୁତ ସାମନ୍ତ । ବିଭିନ୍ନ ସ୍ଥାନରେ ବୁଲି ସଭା କରିବା ସହ ମାଆ-ଭଉଣୀଙ୍କ ସହ କଥା ହୋଇଛନ୍ତି ଡକ୍ଟର ସାମନ୍ତ ।…