DRDOରେ ରିସର୍ଚ୍ଚ ଆସୋସିଏଟ୍ ପଦବୀ ଖାଲି, ଏମିତି କରନ୍ତୁ ଆବେଦନ
ନୂଆଦିଲ୍ଲୀ: ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ରିସର୍ଚ୍ଚ ଆସୋସିଏଟ୍ ପଦ ପାଇଁ ନୋଟିଫିକେସନ୍ ଜାରି କରିଛି। ଏଥିପାଇଁ ଇଚ୍ଛୁକ ଛାତ୍ରଛାତ୍ରୀ ତୁରନ୍ତ ଆବେଦନ କରିବାକୁ ସଂସ୍ଥା ପକ୍ଷରୁ କୁହାଯାଇଛି। ଆବେଦନ କରିବାକୁ ଇଚ୍ଛୁକ ଛାତ୍ରଛାତ୍ରୀ DRDO ର ୱେବସାଇଟ୍କୁ ଯାଇ…