ପାଣିରେ ଭାସିଯାଇ ୨ ଭାଇ ନିଖୋଜ ଘଟଣା: ମିଳିଲା ସାନ ଭାଇର ଶରୀର
ଯାଜପୁର ରୋଡ(କେନ୍ୟୁଜ୍) : ଯାଜପୁର ଜିଲ୍ଲା ଯାଜପୁର ରୋଡ଼ ଥାନା ଯୋକଡିଆ ନିକଟ ଖରସ୍ରୋତା ନଦୀରେ ଗାଧୋଉଥିବା ବେଳେ ପାଣିରେ ଭାସିଯାଇ ୨ ଭାଇ ନିଖୋଜ ହେବା ଘଟଣା ।
ମିଳିଲା ସାନ ଭାଇର ମୃତଦେହ । ଆଜି ସକାଳୁ ମିଳିଥିଲା ବଡ଼ ଭାଇର ମୃତଦେହ । ମୃତ ୨ ଭାଇ ବ୍ୟାସନଗର ସାପଗଡି଼ଆ ଅଞ୍ଚଳର…