Browsing Tag

drowning death

ଗଞ୍ଜାମ: ପୋଖରୀରେ ଶୌଚ ବେଳେ ପାଣିରେ ବୁଡ଼ି କୁନି ଭାଇ ଭଉଣୀ ମୃତ

ଗଞ୍ଜାମ(କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ଛତ୍ରପୁରଠାରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ପାଣିରେ ବୁଡି ଦୁଇ ଶିଶୁ ଭାଇ ଓ ଭଉଣୀଙ୍କ ପ୍ରାଣହାନୀ ଘଟିଛି । ଆଜି ଅରାହ୍ନରେ ଛତ୍ରପୁର ବିରେଶ୍ୱର କଲୋନୀର ଶିବ ମହାପାତ୍ରଙ୍କ ୭ ବର୍ଷର ପୁଅ ବାଦଲ ମହାପାତ୍ର ଓ୪ ବର୍ଷର ଝିଅ ବର୍ଷା ମହାପାତ୍ର ଘର ନିକଟରେ…

ଯାଜପୁର: ଭଉଣୀ ଘରକୁ ବୁଲି ଆସିବା ହେଲା କାଳ, କୂଅରେ ବୁଡି ଚାଲିଗଲା ନାବାଳିକାର ଜୀବନ

ଯାଜପୁର (କେନ୍ୟୁଜ): କୂଅରେ ବୁଡି ଚାଲିଗଲା ନାବଳିକାର ଜୀବନ। ଏଭଳି ଦୁଃଖଦ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ପାଖର ଗ୍ରାମରେ। ମୃତ ନାବାଳିକା ଜଣକ ହେଲେ ଚୌଦ୍ୱାର ଥାନା ଗୋଡିପାଟଣା ଗ୍ରାମର ଶୁକଦେଵ ଜେନାଙ୍କ ୧୫ବର୍ଷର ଝିଅ ନିହାରିକା। ସେ କିଛି ଦିନ ହେବ ପାଖର ଗ୍ରାମରେ…

ଅଚାନକ ଜଙ୍ଗଲୀ ନାଳରେ ପାଣି ଆସି ଭାସିଗଲେ ତିନି ଜଣ ନାବାଳକ, ଜଣେ ମୃତ

ନରସିଂହପୁର (କେ ନ୍ୟୁଜ୍‌) : ତିନି ଜଣ ନାବାଳକ ଏକାସାଙ୍ଗରେ ମିଶି ଯାଇଥିଲେ ଘର ସଉଦା ଆଣିବାକୁ । ହେଲେ ଫେରିବା ବେଳେ ଏମିତି ଘଟଣା ଘଟିଲା ଯେ ଜଣକର ଜୀବନ ଚାଲିଗଲା । କଟକ ଜିଲ୍ଲା ନରସିଂହପୁର ବ୍ଲକର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରେଗେଡା ଗ୍ରାମପଞ୍ଚାୟତ ବାଙ୍କଝର ଗାଁରେ ଘଟିଛି ଏହି ଅଘଟଣ ।…

ନଦୀ ପାଣିରେ ପଶି ସାଙ୍ଗମାନେ କରୁଥିଲେ ଟିକ୍‌ଟକ୍‌, ଭାସି ଯାଇ ଜଣେ ମୃତ

ପଟ୍ଟାମୁଣ୍ଡାଇ (କେନ୍ୟୁଜ୍‌) : ନଦୀ ପାଣି ଭିତରେ ପଶି ଚାରି ଜଣ ଯୁବକ କରୁଥିଲେ ଟିକ୍‌ଟକ୍ । ଆଉ ସେହି ଟିକ୍‌ଟକ୍ ଭିତରେ ଭାସି ଯାଇ ଜଣକର ପ୍ରାଣ ଚାଲିଗଲା । କେନ୍ଦ୍ରପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ବ୍ରାହ୍ମଣୀ ନଦୀର ନାହିଆଡିଆ କୂଳରେ ଏହି ଯୁବକମାନେ ପାଣିରେ ପଶି ଟିକ୍‌ଟକ୍…

ଆସିଥିଲେ ସାଙ୍ଗ ହୋଇ ଚାଲିଗଲେ ସାଙ୍ଗ ହୋଇ, ପୋଖରୀରେ ବୁଡି ପ୍ରାଣ ହରାଇଲେ ଯାଆଁଳା ଭାଇ

କେନ୍ଦୁଝର (କେନ୍ୟୁଜ୍):  କିଛି  ମିନିଟର ଆଗ ପଛ ହୋଇ ଦୂନିଆକୁ  ଆସିଥିଲେ ଦୁଇ ଯାଆଁଳା ଭାଇ । ସେମିତି ହାତ ଧରାଧରି  ହୋଇ ଆରପାରିକୁ ଚାଲିଯାଇଛନ୍ତି ଦୁଇ ଯାଆଁଳା ଭାଇ। ଏଭଳି  ଦୁଃଖଦ ଘଟଣା କେନ୍ଦୁଝର ତୁରୁମୁଙ୍ଗା ଥାନା ନୂଆଖଣମ ଗାଁରେ । ଦୁଇ ଯାଆଁଳା ଭାଇ ଖେଳିବା ପାଇଁ  ଗାଡିଆକୁ ନିକଟକୁ…

ଖେଳରେ ଖେଳରେ ଚାଲିଗଲା ଜୀବନ, ପୋଖରୀରେ ବୁଡି ପ୍ରାଣ ହରାଇଲା ୧୨ ବର୍ଷର ପୁଅ ସୁମନ

ମୋହନା (କେନ୍ୟୁଜ) : ଖେଳରେ ଖେଳରେ ଚାଲିଗଲା ଜୀବନ। ପୋଖରୀରେ ସାଙ୍ଗ ମାନଙ୍କ ସହ ଖେଳୁଥିଲା କିନ୍ତୁ ସେହି ଖେଳ ଯେ ତାକୁ ଆରପାରିରେ ପହଞ୍ଚେଇଦବ ସେ କଥା ଜାଣିପାରିନଥିଲା ନିରୀହ ପିଲାଟି। ପାଣି ମଧ୍ୟରେ ହିଁ ହୋଇଗଲା ସଲିଳ ସମାଧି।ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଜପତି ଜିଲ୍ଲା ରା. ଉଦୟଗିରି…

ପିଲାଙ୍କୁ ବଞ୍ଚାଇବାକୁ ଯାଇ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଜୀବନ ଦେଲେ ବାପା-ମା’, ତଥାପି ବଞ୍ଚାଇ ପାରିଲେନାହିଁ

କଙ୍କଡ଼ାହାଡ଼ : ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଅନ୍ତର୍ଗତ ତୋରଡ଼ାନାଳି ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ୩ ବର୍ଷର ପୁଅ ଖେଳୁ ଖେଳୁ ଘର ନିକଟରେ ଥିବା ଏକ କୂଅରେ ପଡ଼ିଗଲା। ନିଜ ସନ୍ତାନକୁ ଉଦ୍ଧାର କରିବାକୁ ଯାଇ ମାଆ ମଧ୍ୟ କୂଅକୁ ଡେଇଁ ପଡ଼ିଥିଲେ। ଶେଷରେ ଉଭୟ ମାଆ ଓ ପୁଅଙ୍କ ମୃତ୍ୟୁ…

ଗଜପତି ଜିଲ୍ଲା ବୁଢାଦିହ ଗ୍ରାମରେ ଅଘଟଣ: ହରଭଙ୍ଗୀ ଡ୍ୟାମରେ ବୁଡି ମାଇଁ, ଭାଣିଜୀ ମୃତ

ମୋହନା: ଗଜପତି ଜ଼ିଲ୍ଲା ଅଡବା ଥାନା ବୁଢାଦିହ ଗ୍ରାମ ନିକଟରେ ଥିବା ହରଭଙ୍ଗୀ ଡ୍ୟାମରେ ବୁଡି ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ସେହି ଗ୍ରାମର ମହିଳା ଏବନି ମଣ୍ଡଳ ଏବଂ ତାଙ୍କ ନାବାଳିକା ଭାଣିଜୀ ଇଶ୍ମାଞ୍ଜଳି ଶବର l ଗତକାଲି ଅପରାହ୍ନରେ ଦୁହେଁ କାଜୁ ତୋଳିବା ପାଇଁ ବଗଡ଼ କୁ…

ଢେଙ୍କାନାଳ ରେଙ୍ଗାଳୀ କେନାଲରେ ଗାଧୋଇବାକୁ ଆସି ବୁଡି ଗଲେ ଯୁବକ, ଅଗ୍ନିଶମ ବାହିନୀ ଦ୍ବାରା ମୃତଦେହ ଉଦ୍ଧାର

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରେଙ୍ଗାଳୀ କେନାଲରୁ ଜଣେ ଯୁବକର ମୃତଦେହ ଉଦ୍ଧାର ହୋଇଛି । ମୃତକ ହେଲେ ପରଜଙ୍ଗ ଥାନା କାଦପଡା ଗାଁର ଅର୍ଜୁନ ସାମଲ । ଅର୍ଜୁନ ଗାଧୋଇବାକୁ ଆସି କେନାଲରେ ବୁଡି ଯାଇଥିଲେ । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର…

ପାଟକୁରା : ଚିତ୍ରୋତ୍ପଳା ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ନାବାଳକ

ପାଟକୁରା: ପାଟକୁରା ନିକଟ ଚିତ୍ରୋତ୍ପଳା ନଦୀରେ ଗାଧୋଇବା ବେଳେ ବୁଡ଼ିଗଲେ ୨ ନାବାଳକ । ମୃତ ଦୁଇ ନାବାଳକ ମୁମ୍ବାଇ ଓ କେନ୍ଦ୍ରାପଡା ଜଇପୁରା ଅଞ୍ଚଳର ବୋଳି ଜଣାପଡିିଛି । ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛି । ଧର୍ମ ଚର୍ଚ୍ଚା କରିବା ପାଇଁ ପାଟକୁରା ମସଜିଦ୍‌…

ରାୟଗଡା: ହୋଲି ହେଲା ଅଭିଶାପ, ଗାଧୋଇବା ବେଳେ ଭାସିଯାଇ ୩ ମୃତ, ଜଣେ ନିଖୋଜ

ରାୟଗଡା(କେନ୍ୟୁଜ୍):ହୋଲିରେ ଅଘଟଣ । ରାୟଗଡ଼ା ଜିଲ୍ଲାରେ ଗାଧୋଇବା ବେଳେ ଡ୍ୟାମରେ ବୁଡ଼ିଗଲେ ଚାରି ଜଣ । ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ମିଳିସାରିଛି ସେମାନେ ହେଲେ ସୁରେଶ ଚୌଧୁରୀ, ଅଭିଶେକ କୁମାର ଓ ବରୁଣ ଆଚାରୀ ।ଏମାନଙ୍କୁ ଉଦ୍ଧାର କରି ସ୍ଥନୀୟ ଡାକ୍ତରଖାନାରେ ଭର୍ତ୍ତି…