Below header
Browsing Tag

drowning

ସମୁଦ୍ରରେ ଭାସିଯାଇ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଲାଇଫ୍‌ଗାର୍ଡ

ପୁରୀ(କେନ୍ୟୁଜ): ସମୁଦ୍ରରେ ଭାସିଯାଇ ଯୁବକ ନିଖୋଜ । ପୁରୀ ବଙ୍ଗଲକ୍ଷ୍ମୀ ହୋଟେଲ ସମ୍ମୁଖରେ ଗାଧୋଉଥିବାବେଳେ ଭାସିଗଲେ ଯୁବକ । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଲାଇଫ୍‌ଗାର୍ଡ । ନିଖୋଜ ଯୁବକ ପଶ୍ଚିମବଙ୍ଗର ଉଜ୍ୱଳ ଦାଶ । ସେ ପୁରୀ ବୁଲିବାକୁ ଆସି ସମୁଦ୍ରରେ ଗାଧୋଉଥିବାବେଳେ ଭାସିଯାଇଛନ୍ତି।

ଯାଜପୁର: ହାଇଲେଭଲ କେନାଲରେ ଗାଧୋଇବା ବେଳେ ଅଘଟଣ, ପୁଣିରେ ବୁଡି ଯୁବକଙ୍କ ମୃତ୍ୟୁ

ଯାଜପୁର (କେନ୍ୟୁଜ): କେନାଲରେ ଗାଧୋଇବା ସମୟରେ ପାଣିରେ ବୁଡି ଯୁବକଙ୍କ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଧାନମଣ୍ଡଳସ୍ଥିତ ଶାସନ ପୁରୁଷୋତ୍ତମପୁର ନିକଟ ହାଇଲେଭଲ କେନାଲରେ। ସ୍ଥାନୀୟ ରାମଚନ୍ଦ୍ରପୁର ଗ୍ରାମର ଚତୁରା ଦେହୁରୀ ଜଗତପୁର ଠାରୁ ଜେନାପୁର…

 ବ୍ରାହ୍ମଣୀ ନଦୀରେ ପୁଣି ଅଘଟଣ: ଗାଧୋଇବା ବେଳେ ଭାସିଗଲେ ୩ ଛାତ୍ର, ୨ ଉଦ୍ଧାର ଜଣେ ନିଖୋଜ

ଢେଙ୍କାନଳ(କେନ୍ୟୁଜ୍):  ଢେଙ୍କାନାଳ ବ୍ରାହ୍ମଣୀ ନଦୀରେ ଗାଧୋଇବା ବେଳେ ଭାସିଗଲେ ୩ ଛାତ୍ର । ଜଣେ ନିଖୋଜ । ଦୁଇ ଜଣଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକ । ଅନ୍ୟ ଜଣେ ନିଖୋଜଙ୍କୁ ଖୋଜୁଛି ଅଗ୍ନିଶମ କର୍ମଚାରୀ । ନିଖୋଜ ଛାତ୍ର ନୂଆପଡ଼ା ଗାଁର ନବମ ଶ୍ରେଣୀର ଛାତ୍ର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ…

କେବେ କମିବ ଏ ସେଲ୍ଫି ପାଗଳାମୀ? ଗାଧୋଇବା ସମୟର ସେଲ୍ଫି ନେବା ବେଳେ ଭାସିଗଲେ ଯୁବକ, ଗୁରୁତର ଅବସ୍ଥାରେ ହେଲେ ଉଦ୍ଧାର

ଜଳେଶ୍ବର(କେନ୍ୟୁଜ୍):ସେଲ୍ଫି ହେଲା କାଳ। ଗୋଧୋଇବା ବେଳେ ସେଲ୍ଫି ନେବା ସମୟରେ ସମୂଦ୍ରରେ ଭାସିଗଲେ ପର୍ଯ୍ଯଟକ। ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ଦୀଘା ସମୂଦ୍ରର ଏକ ନମ୍ବର ଘାଟରେ ଗାଧୋଇବା ବେଳେ ଜଣେ ପର୍ଯ୍ୟଟକ ସେଲ୍ଫୀ ନେବା ସମୟରେ ଭାସି ଯାଇ ଗୁରୁତର ହୋଇଛନ୍ତି। ସ୍ଥାନୀୟ ଲୋକେ ଦୀଘା…

ଗାଧୋଉଥିବା ବେଳେ ପାଣିରେ ବୁଡି ନାବାଳକ ନିଖୋଜ, ଚାଲିଛି ଉଦ୍ଧାର କାର୍ଯ୍ୟ

ରାଉରକେଲା (କେନ୍ୟୁଜ): ପାଣିରେ ବୁଡି ନାବାଳକ ନିଖୋଜ। ଗାଧୋଉଥିବା ବେଳେ ପାଣିରେ ବୁଡି ନିଖୋଜ ହୋଇଯାଇଛନ୍ତି ରାଉରକେଲା ରେଳବାଇ କଲୋନୀର ଜ୍ଞାନ ରଞ୍ଜନ ମହନନ୍ଦିଆ । ନାବାଳକ ଜଣଙ୍କ ନିଜ ପରିବାର ସହ ଗତକାଲି ଗଢିଆଟୋଲା ଅଞ୍ଚଳକୁ ନିଜ ସମ୍ପର୍କୀୟଙ୍କ ବାହାଘରରେ ଯୋଗଦେବା ପାଇଁ ଯାଇଥିଲେ ।…

ପୋଖରୀରେ ବୁଡ଼ି ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ

ସୋର(କେନ୍ୟୁଜ): ପୋଖରୀରେ ବୁଡ଼ି ନବମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ । ବାଲେଶ୍ୱର ଜିଲ୍ଲା ସୋର ଥାନା ତେଣ୍ଟେଇ ଗାଁର ରତିକାନ୍ତ ପାଢ଼ୀଙ୍କ ପୁଅ ସୁଧାଂଶୁ ଶେଖର ପାଢି ଘର ପଛରେ ଥିବା ପୋଖରୀ ପଡି ଯାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଅନନ୍ତପୁର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର…

ସମୁଦ୍ରରେ ଗାଧୋଇବାବେଳେ ବୁଡ଼ିଯାଉଥିଲେ ପର୍ଯ୍ୟଟକ, ହେଲେ ଦେବଦୂତ ସାଜି ସୁରକ୍ଷିତ ଉଦ୍ଧାର କଲେ ଲାଇଫଗାର୍ଡ

ପୁରୀ(କେନ୍ୟୁଜ): ବୁଡ଼ିଯିବା ବେଳେ ସୁରକ୍ଷିତ ଉଦ୍ଧାର ହେଲେ ପର୍ଯ୍ୟଟକ । ସମୁଦ୍ରରେ ଗାଧୋଉଥିବା ବେଳେ ବୁଡିଯାଇଥିବା ଜଣେ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ଲାଇଫଗାର୍ଡ । ଉଦ୍ଧାର ପର୍ଯ୍ୟଟକ ଆସାମ ତିନ ସୁଙ୍କିଆର ପ୍ରଣବ ଭୂଷଣ ଚୌଧୁରୀ । ପୁରୀ ବୁଲିବାକୁ ଆସି ଅପରାହ୍ନରେ ଚୈତନ୍ୟ…

ଋଷିକୂଲ୍ୟା ନଦୀରେ ଗାଧୋଇବା ବେଳେ ଯୁବକ ବୁଡ଼ି ନିଖୋଜ

ବ୍ରହ୍ମପୁର(କେନ୍ୟୁଜ୍‌): ଗଞ୍ଜାମ ପୋଟଲମପୁର ପଞ୍ଚାୟତରେ ଅଘଟଣ । ଋଷିକୂଲ୍ୟା ନଦୀରେ ଗାଧୋଇବା ବେଳେ ଜଣେ ଯୁବକ ବୁଡ଼ି ନିଖୋଜ । ନିଖୋଜ ଯୁବକ ହେଲେ ଛତିଶଗଡ଼ର ଆଶିଷ କୁମାର ବର୍ମା । ସକାଳୁ ନଦୀରେ ଗାଧୋଇବା ବେଳେ ଅସାବଧାନତା ଯୋଗୁଁ ଗୋଡ଼ ଖସି ଯାଇଥିଲା । ଘଟଣାସ୍ଥଳରେ ଓଡ଼୍ରାଫ ଓ ଅଗ୍ନିଶମ…

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଇଥିବା ଯୁବକଙ୍କ ମିଳିଲା ମୃତଦେହ, ଚନ୍ଦ୍ରଭାଗା ନିକଟରୁ ଉଦ୍ଧାର କଲା ପୋଲିସ୍

ପୁରୀ(କେନ୍ୟୁଜ୍): ଶନିବାର ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ି ଯାଇଥିଲେ । ଗତକାଲି ଚନ୍ଦ୍ରଭାଗା ନିକଟରୁ ମୃତଦେହ ମିଳିଲା । ଚନ୍ଦ୍ରଭାଗା ମେରାଇନ ଥାନା ପୋଲିସ ମୃତଦେହ ଜବତ କରିଥିବା ଜଣାପଡିଛି । ବେଲେଶ୍ୱର ମନ୍ଦିର କଇଁଛ ଘର ନିକଟ ସମୁଦ୍ରକୂଳରୁ ବାଲେଶ୍ୱର ସଚିନ ଗାଁର ବଂଶୀଧର…

ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଯୁବକ ନିଖୋଜ, ୨ଜଣ ଉଦ୍ଧାର

ପୁରୀ(କେନ୍ୟୁଜ୍) : ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଜଣେ ଯୁବକ ନିଖୋଜ । ଦୁଇ ଜଣ ଉଦ୍ଧାର । ନିଖୋଜ ପର୍ଯ୍ୟଟକ ବାଲେଶ୍ୱର ସଚିନାର ବଂଶୀଧର ବେହେରା । ଉଦ୍ଧାର ପର୍ଯ୍ୟଟକ ହେଲେ ଝାଡଖଣ୍ଡର ନିଶାନ୍ତି ଓ ହିମାଂଶୁ । ସେମାନଙ୍କୁ ଲାଇଫଗାର୍ଡ ଉଦ୍ଧାର କରିଛନ୍ତି । ଅନ୍ୟ ଜଣଙ୍କୁ ଉଦ୍ଧାର ପାଇଁ…

ଗାଧୋଇବାକୁ ଯାଇଥିବା ସମୟରେ ପୋଖରୀରେ ବୁଡି ୨ ଯୁବକ ମୃତ

ଗଜପତି(କେନ୍ଯୁଜ୍): ପୋଖରୀରେ ବୁଡି ଦୁଇ ଯୁବକ ମୃତ। ଏଭଳି ଏକ ଅଘଟଣ ଘଟିଛି ଗଜପତି ଗାରବନ୍ଧ ଥାନା ଅନ୍ତର୍ଗତ ଗାରବନ୍ଧ ଗ୍ରାମରେ । ମୃତ ଯୁବକ ଦୁଇ ଜଣ ହେଉଛନ୍ତି ଏ.ସନ୍ତୋଷ(୨୪), ଜେ.ସାଇ (୨୮) । ଉଭୟ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାର। ସୂଚନା ମୁତାବକ, ଗାରବନ୍ଧ ଗ୍ରାମରେ ଘରୋଇ…

ମହାକାଳପଡ଼ା ଖରିନାସୀ ଟୁବି ଫେରିଘାଟରେ ଜଣେ ମତ୍ସଜୀବୀ ନିଖୋଜ, ଖୋଜୁଛି ଅଗ୍ନିଶମ ବିଭାଗ

ମହାକାଳପଡ଼ା(କେନ୍ଯୁଜ୍): କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଖରିନାସୀ ଟୁବି ଫେରିଘାଟ ନିକଟରେ ଜଣେ ମତ୍ସଜୀବୀ ନିଖୋଜ ହୋଇଥିବା ଜଣାପଡିଛି। ଖରିନାସୀ ପଂଚୟତର ବାରନମ୍ବର ଗାଁର ବାଲୁକା ହଂସଦା ଗଭୀର ସମୁଦ୍ରରୁ ପ୍ରତିଦିନ ଭଳି ଆଜି ମାଛ ମାରି ଫେରୁଥିବା ସମୟରେ ଫେରିଘାଟରେ ଅସାବଧାନତା…