ଦୁବାଇରେ ପୁଣି ପ୍ରବଳ ବର୍ଷା ଓ ଝଡତୋଫାନ, ଅନେକ ଉଡାଣ ସହିତ ଇଣ୍ଟରସିଟି ବସ୍ ସେବା ଠପ୍
ୟୁଏଇରେ ପୁଣିଥରେ ପ୍ରବଳ ବର୍ଷ ଏବଂ ଝଡତୋଫାନ ଯୋଗୁଁ ଜନସାଧାରଣ ଚିନ୍ତାରେ ପଡିଯାଇଛନ୍ତି । ଦୁବାଇରେ ପ୍ରବଳ ବର୍ଷ ଓ ତୋଫାନ ଯୋଗୁଁ ଗୁରୁବାର ଅରେଞ୍ଜ ଆଲର୍ଟ ଜାରି ହୋଇଛି । ଏହାସହିତ ୧୨ରୁ ଅଧିକ ଉଡାଣ ରଦ୍ଦ କରାଯାଇଛି । ଇଣ୍ଟରସିଟି ବସ୍ ସେବା ବନ୍ଦ ହୋଇଯାଇଛି । ଅଫିସରରେ କାମ କରୁଥିବା…