Browsing Tag

dubai

ଦୁବାଇରୁ ଆଣିଥିଲେ ମଦ, ବିମାନରେ ବସି ପିଇଲେ; ମନା କରିବାରୁ ସହଯାତ୍ରୀଙ୍କୁ ଧୁମ୍‌ କଲେ ଗାଳି

ବିମାନରେ ନିଶାସକ୍ତ ଯାତ୍ରୀଙ୍କ ଦ୍ୱାରା ଅନ୍ୟ ଯାତ୍ରୀ ଏବଂ କ୍ରୁ ମେମ୍ବରଙ୍କୁ ଅସଦାଚରଣ ମାମଲା କ୍ରମାଗତ ସାମ୍ନାକୁ ଆସୁଛି। ବୁଧବାର ଏମିତି ହିଁ ଏକ ଘଟଣା ଘଟିଛି ମୁମ୍ବାଇରେ। ଏଠାରେ ନିଶାରେ ଚୁର୍‌ ଦୁଇ ଯାତ୍ରୀ ଦୁବାଇରୁ ମୁମ୍ବାଇ ଆସୁଥିବା ଇଣ୍ଡିଗୋ ଏୟାରଲାଇନ୍ସ ବିମାନରେ ହଙ୍ଗାମା…

ଅଭିନୟ ଶିଖାଇବେ ରାକ୍ଷୀ, ଦୁବାଇରେ ଖୋଲିଲେ ଆକ୍ଟିଂ ଏକାଡେମୀ

ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ରାକ୍ଷୀ ସାଓ୍ଵନ୍ତ ପୁଣିଥରେ ଇଣ୍ଡଷ୍ଟ୍ରୀକୁ ଫେରୁଛନ୍ତି । ନିକଟରେ ବ୍ୟକ୍ତିଗତ ଜୀବନକୁ ନେଇ ଗୀତ ସୁଟ୍‌ କରୁଥିବାର ନଜର ଆସିଥିଲେ ରାକ୍ଷୀ । ହେଲେ ଏବେ ନିଜର ଅଭିନୟ ଯାଦୁ ଏବଂ କଳା ସମସ୍ତଙ୍କୁ ଶିଖାଇବା ପାଇଁ ଦୁବାଇରେ…

ପ୍ରଥମ ଥର ପାଇଁ ସିଧାସଳଖ ଦୁବାଇକୁ ଉଡ଼ିବ ଫ୍ଲାଇଟ୍‌, ଉତ୍କଳ ଦିବସରୁ ଉଡ଼ାଣ ଆରମ୍ଭ

(କେନ୍ୟୁଜ): ଉତ୍କଳ ଦିବସରେ ଓଡ଼ିଶାବାସୀଙ୍କୁ ଅନ୍ତର୍ଜାତୀୟ ବିମାନ ସେବା ଭେଟି ଦେବେ ରାଜ୍ୟ ସରକାର । ଏହି ଦନ ଇଣ୍ଡିଗୋ ବିମାନ ପ୍ରଥମ ଥର ପାଇଁ ସିଧାସଳଖ ଦୁବାଇକୁ ଫ୍ଲାଇଟ୍‌ ଉଡ଼ିବ । ବିଦେଶ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ଥିବା ଇଣ୍ଡିଗୋ ଏୟାରଲାଇନ୍ସ ପକ୍ଷରୁ ରଜ୍ୟ ସରକାରଙ୍କ ଜଣାଇଦିଆଯାଇଛି…

ଦୁବାଇରେ ଫସିଛନ୍ତି ନଓ୍ଵାଜୁଦ୍ଦିନ ସିଦ୍ଦିକିଙ୍କ ଘରୋଇ ସହାୟିକା; କାନ୍ଦି କାନ୍ଦି ମୁକ୍ତ କରିବାକୁ କଲେ ଗୁହାରି…ଭିଡିଓ…

ନଓ୍ଵାଜୁଦ୍ଦିନ ସିଦ୍ଦିକି ପୁଣିଥରେ ଅସୁବିଧାରେ ଫସିଛନ୍ତି। ସୂଚନା ରହିଛି କି, ସପନା ନାମ୍ନୀ ଝିଅର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଝିଅଟି କାନ୍ଦି କାନ୍ଦି ନିଜର କଷ୍ଟ ଜଣାଉଛନ୍ତି। ତାଙ୍କୁ ଦୁବାଇରେ ନଓ୍ଵାଜୁଦ୍ଦିନ ସିଦ୍ଦିକିଙ୍କ ପିଲାମାନଙ୍କ ଦେଖାଶୁଣା ପାଇଁ…

ଏଣିକି ଭୁବନେଶ୍ୱରରୁ ସିଧାସଳଖ ଯାଇପାରିବେ ଦୁବାଇ, ମାର୍ଚ୍ଚ ୫ରେ ଉଡାଣ ଭରିବ ପ୍ରଥମ ବିମାନ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିବ ବିମାନ । ଏଣିକି ଦୁବାଇକୁ ଡାଇରେକ୍ଟ ଫ୍ଲାଇଟ୍‌ ଉଡ଼ିବ । ମାର୍ଚ୍ଚ ୫ରୁ ଭୁବନେଶ୍ୱର-ଦୁବାଇ ଡାଇରେକ୍ଟ ଫ୍ଲାଇଟ୍‌ ଆରମ୍ଭ ହେବ । ଭୁବନେଶ୍ୱରରୁ ଦୁବାଇକୁ ଉଡ଼ିବ ଇଣ୍ଡିଗୋ ବିମାନ । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି।…

ଭୁବନେଶ୍ୱରରୁ ସିଧା ଦୁବାଇ, ସିଙ୍ଗାପୁର, ବ୍ୟାଙ୍କକ୍ ଉଡିବ ବିମାନ, ରାଜ୍ୟ କ୍ୟାବିନେଟରେ ପ୍ରସ୍ତାବ ଅନୁମୋଦନ

ଭୁବନେଶ୍ୱର (କେନ୍ୟୁଜ): ଭୁବନେଶ୍ୱରରୁ ସିଧା ଦୁବାଇକୁ ଉଡିବ ବିମାନ । କେବଳ ଦୁବାଇ ନୁହଁ, ସିଙ୍ଗାପୁର ଓ ବ୍ୟାଙ୍କ୍‌କକୁ ମଧ୍ୟ ସିଧା ବିମାନ ଚଳାଚଳ ଆରମ୍ଭ ହେବ । ଏହି ରୁଟ୍‌ରେ ବିମାନ ଚଳାଇବାକୁ ଆବେଦନ କରିଥିଲା ଇଣ୍ଡିଗୋ । ଯାହାକୁ କ୍ୟାବିନେଟ ଅନୁମୋଦନ ପ୍ରଦାନ କରିଛନ୍ତି । ଇଣ୍ଡିଗୋ ୧୮୬…

ଅସୁସ୍ଥ ହେଲେ ଉର୍ଫି ଜାଭେଦ; ଦୁବାଇରେ ବିଗିଡ଼ିଲା ସ୍ୱାସ୍ଥ୍ୟ…ହସ୍ପିଟାଲ ବେଡ୍‌ରୁ ସେୟାର କଲେ ଭିଡିଓ

ନିଜର ବୋଲ୍ଡ ଫ୍ୟାଶନ ଦ୍ୱାରା ଲୋକଙ୍କ ହୋସ୍‌ ଉଡ଼ାଉଥିବା ଉର୍ଫି ଜାଭେଦ ହଠାତ୍‌ ଅସୁସ୍ଥ ହୋଇପଡ଼ିଛନ୍ତି। ଉର୍ଫିଙ୍କ ସ୍ୱାସ୍ଥ୍ୟ ଏତେ ବିଗିଡ଼ି ଯାଇଛି ଯେ ତାଙ୍କୁ ହସ୍ପିଟାଲ ଯିବାକୁ ପଡ଼ିଛି। ଉର୍ଫିଙ୍କୁ ହସ୍ପିଟାଲରେ ଦେଖି ତାଙ୍କର ସମସ୍ତ ପ୍ରଶଂସକ ବ୍ୟସ୍ତ ହୋଇପଡ଼ିଛନ୍ତି। ଉର୍ଫି ଜାଭେଦ…

ଦୁବାଇରେ ଉର୍ଫି ଜାଭେଦଙ୍କ ପ୍ରବେଶ ଉପରେ ଲାଗିଲା ବ୍ୟାନ, ଏଥର ଫ୍ୟାଶନ୍ କିମ୍ବା ଡ୍ରେସ୍ ନୁହେଁ ନିଜ ନାଁ ପାଇଁ ଫସିଲେ…

ବିଗ୍‌ବସ୍‌ ଓଟିଟି ଫେମ୍‌ ଅଭିନେତ୍ରୀ ଉର୍ଫି ଜାଭେଦ ସବୁ ଦିନ ନିଜ ଆଉଟ୍‌ଫିଟ୍‌ ଯୋଗୁ ଚର୍ଚ୍ଚାରେ ରହିଥାନ୍ତି। ତାଙ୍କର ରିଭଲିଙ୍ଗ୍ ଡ୍ରେସ୍ ହେତୁ ସେ ଟ୍ରୋଲିଂର ଶିକାର ହୁଅନ୍ତି। କିନ୍ତୁ ଏଥର ତାଙ୍କ ଫ୍ୟାଶନ୍ କିମ୍ବା ଡ୍ରେସ୍ ନୁହେଁ ବରଂ ଅନ୍ୟ କିଛି, ଯେଉଁଥିପାଇଁ ଦୁବାଇରେ ତାଙ୍କର…

ଦୁନିଆର ଏପରି ସ୍ଥାନରେ ଲାଗୁ ହୋଇଛି ଭାରତ ଠାରୁ କଡ଼ା ଟ୍ରାଫିକ୍‌ ନିୟମ, ଜରିମନା ଭରିବା ପାଇଁ କରିବାକୁ ପଡ଼େ ଏତେ କଷ୍ଟ

କଡ଼ା ଟ୍ରାଫିକ୍‌ ନିୟମ ଥିବା ଦେଶ ମାନଙ୍କ ମଧ୍ୟରେ ଭାରତ ଏକା ନୁହେଁ । ଏମିତି ବହୁତ ଦେଶ ଅଛନ୍ତି ଯେଉଁଠାରେ ଟ୍ରାଫିକ୍‌ ଚାଲାଣର ଜରିମନା ଭାରତ ଠାରୁ ବହୁ ଗୁଣରେ ଅଧିକ । ଭାରତ ଠାରୁ ବହୁତ ଛୋଟ ଏବଂ ଆର୍ଥିକ ରୂପରେ ଦୁର୍ବଳ ଥିବା ଦେଶ ମାନଙ୍କରେ ମଧ୍ୟ ଏହି ଟ୍ରାଫିକ୍‌ ଜରିମନା ରାଶି ଆମ ଦେଶ…

ଦୁବାଇରେ ରହୁଥିବା ହିନ୍ଦୁମାନଙ୍କୁ ମିଳିଲା ଦଶହରା ଗିଫ୍ଟ, ବିଜୟା ଦଶମୀ ପୂର୍ବରୁ ଉଦ୍‌ଘାଟିତ ହେଲା ହିନ୍ଦୁ ମନ୍ଦିର

ଶାରଦୀୟ ଦୁର୍ଗାନବମୀରେ ଦୁବାଇରେ ରହୁଥିବା ହିନ୍ଦୁ ସମ୍ପ୍ରଦାୟଙ୍କୁ ମିଳିଛି ବଡ ଉପହାର। ଦୁବାଇର ଜବେଲ ଅଲ୍ଲୀ ଅଞ୍ଚଳରେ ଦଶହରାର ଗୋଟେ ଦିନ ପୂର୍ବରୁ ହିନ୍ଦୁ ମନ୍ଦିର ଉଦ୍‌ଘାଟିତ ହୋଇଛି। ଏହାକୁ ନିର୍ମାଣ କରିବା ପାଇଁ ୩ ବର୍ଷ ଲାଗିଥିଲା। ଏହାର ପ୍ରାର୍ଥନା କକ୍ଷରେ ୧୬ ଦେବାଦେବୀଙ୍କ…

ଇଡିର ନୂଆ ଖୁଲାସା: ଦୁବାଇର ଏକ ରେସ୍ତୋରାଁ ଜରିଆରେ ପିଏଫ୍‌ଆଇକୁ ମିଳୁଥିଲା କୋଟି କୋଟି ଟଙ୍କାର ଫଣ୍ଡିଂ

ନୂଆଦିଲ୍ଲୀ: ସାରା ଦେଶରେ ପିଏଫ୍‌ଆଇର ବିଭିନ୍ନ ଅଫିସ ଉପରେ ଚଢ଼ଉ ପରେ ଏନ୍‌ଆଇଏ ଏହାର ସଭାପତିଙ୍କ ସମେତ ଅନେକ କର୍ମଚାରୀଙ୍କୁ ଗିରଫ କରିଛି। ଏବେ ଖୁଲାସା ହୋଇଛି ଯେ ରେସ୍ତୋରାଁ ମାଧ୍ୟମରେ ଗଲ୍ଫ ଦେଶରୁ ପିଏଫ୍‌ଆଇକୁ ପାଣ୍ଠି ଆସୁଥିଲା। ପିଏଫ୍‌ଆଇ କହିଛି ଯେ ସେମାନେ ଭାରତରୁ ଚାନ୍ଦା ଆକାରରେ…

ଦୀପାବଳିରେ ଦୁବାଇ ଯିବାକୁ ପ୍ଲାନ କରିଥିବା ଭାରତୀୟ ସାବଧାନ! ପକେଟ୍‌ରୁ ଗଣିବେ ଏତିକି ଅର୍ଥରାଶି

ଦୀପାବଳିରେ ୟୁଏଇ ଯିବାକୁ ପ୍ଲାନ କରିଥିବା ଭାରତୀୟଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଖବର। ଆସନ୍ତା ଅକ୍ଟୋବରରେ ବିମାନ ଭଡ଼ା ପାଇଁ ଆପଣଙ୍କୁ ଦୁଇ ଗୁଣା ଅର୍ଥରାଶି ଦେବାକୁ ପଡ଼ିପାରେ। ଏହାର କାରଣ ହେଲା, ଏହି ମାସରେ ଦଶହରା, ଦୀପାବଳି ଭଳି ବଡ଼ ଉତ୍ସବ ପଡ଼ୁଛି। ତେଣୁ ଏବେଠାରୁ ହୋଟେଲ ଏବଂ ବିମାନ…