Browsing Tag

dutee chand

ମହିଳା ଶହେ ମିଟରରେ ନୂଆ ରେକର୍ଡ଼ କଲେ ଦୂତୀ ଚାନ୍ଦ, ଭାଙ୍ଗିଲେ ନିଜର ଜାତୀୟ ରେକର୍ଡ଼

ଭୁବନେଶ୍ୱର (କେନ୍ୟୁଜ୍‌) : ମାତ୍ର .୦୨ ସେକେଣ୍ଡ ପାଇଁ ଦୂତୀ ଚାନ୍ଦ ଅଲିମ୍ପିକ ଟାଇମିଂରୁ ପଛରେ ରହିଗଲେ । ଅଲିମ୍ପିକ୍‌ ଯୋଗ୍ୟତା ମାର୍କ ହେଉଛି ୧୧.୧୫ ସେକେଣ୍ଡ । ତେବେ ଦୂତୀ ଆଜି ତାଙ୍କ ଦୌଡ଼ ଫିନିସ୍‌ କରିଛନ୍ତି ୧୧.୧୭ ସେକେଣ୍ଡରେ । ଏହି କ୍ରମରେ ସେ ନିଜ ନାଁରେ ଥିବା ମହିଳା ୧୦୦ ମିଟର…

ପଟିଆଲାରେ ଇଣ୍ଡିଆନ୍‌ ଗ୍ରାଁ ପ୍ରି-2ରେ ସଫଳତା ପାଇଁ ଉଭୟ ଦୂତି ଓ ଅମୀୟଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଦୌଡ଼ ରାଣୀ ଦୂତି ଚାନ୍ଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା । ଏହାସହ ଅମୀୟ ମଲ୍ଲିକଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ନବୀନ ପଟ୍ଟନାୟକ । ଦୁହିଁଙ୍କ ଅଧିକ ସଫଳତା କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ । ପଟିଆଲାରେ ଇଣ୍ଡିଆନ୍‌ ଗ୍ରାଁ ପ୍ରି-2ରେ ଦୂତି ଚାନ୍ଦଙ୍କୁ ସ୍ୱର୍ଣ୍ଣ ମିଳିଛି ।…

ଇଣ୍ଡିଆନ୍ ଗ୍ରାଁ ପ୍ରି-୧ରେ ଚମକ ଦେଖାଇଲେ ଓଡ଼ିଆ ଆଥଲେଟ୍ ତଥା କିଟ୍ ଛାତ୍ରୀ ଦୂତୀ ଚାନ୍ଦ ଓ କିଟ୍ ଛାତ୍ର ଅମିୟ ମଲ୍ଲିକ

କେନ୍ୟୁଜ୍(ବ୍ୟୁରୋ): ଇଣ୍ଡିଆନ୍ ଗ୍ରାଁ ପ୍ରି-୧ରେ ଚମକ ଦେଖାଇଲେ ଓଡ଼ିଆ ଆଥଲେଟ୍ ତଥା କିଟ୍ ଛାତ୍ରୀ ଦୂତୀ ଚାନ୍ଦ ଓ କିଟ୍ ଛାତ୍ର ଅମିୟ ମଲ୍ଲିକ । ମହିଳା ୧୦୦ ମିଟର ଦୌଡ଼ରେ ଦୂତି ଚାନ୍ଦଙ୍କୁ ମିଳିଛି ସ୍ୱର୍ଣ୍ଣ ପଦକ । ପଟିୟାଲାରେ ଚାଲିଥିବା ଇଣ୍ଡିଆନ୍ ଗ୍ରାଣ୍ଡ ପ୍ରିକ୍ସ-୧ରେ ଦୌଡରାଣୀ ୧୧.୫୧…

ବିବିସି ଇଣ୍ଡିଆନ୍‌ ସ୍ପୋର୍ଟସ ୱିମ୍ୟାନ ୨୦୨୦ ଫାଇନାଲିଷ୍ଟ ତାଲିକାରେ ଦୌଡ଼ରାଣୀ ଦୂତି ଚାନ୍ଦ, ଶୁଭେଚ୍ଛା ଜଣାଇଲେ…

ଭୁବନେଶ୍ବର: ବିବିସି ଇଣ୍ଡିଆନ୍‌ ସ୍ପୋର୍ଟସ ୱିମ୍ୟାନ ୨୦୨୦ ଫାଇନାଲିଷ୍ଟ ତାଲିକାରେ ଦୌଡ଼ରାଣୀ ଦୂତି ଚାନ୍ଦ । ଏଥିରେ ୫ ଜଣ ଭାରତୀୟ ଖେଳାଳି ଥିବା ବେଳେ ଓଡ଼ିଆ ସ୍ପ୍ରିଣ୍ଟର ଦୂତି ଚାନ୍ଦ ଅଛନ୍ତି । ଦୂତି ଚାନ୍ଦ ୧୦୦ ମିଟର ରେସରେ ଦକ୍ଷିଣ ଏସିଆର ସବୁଠୁ ଦ୍ରୁତତମ ଧାବିକା ଭାବେ ନୋମିନେସନ…

‘ଟପ୍ସ’ରେ କୋର୍ ଗ୍ରୁରେ ସାମିଲ ହେଲେ ଦୂତି ଚାନ୍ଦ, କେନ୍ଦ୍ର କ୍ରୀଡାମନ୍ତ୍ରୀ ଟ୍ବିଟ୍ କରି ଜଣାଇଲେ ଶୁଭେଚ୍ଛା

ଟାର୍ଗେଟ୍ ଅଲିମ୍ପିକ୍ସ ପୋଡିୟମ୍ ସ୍କିମ୍ (ଟପ୍ସ)ର କୋର୍ ଗ୍ରୁପ୍ରେ ସାମିଲ ହୋଇଛନ୍ତି ଦେଶର ଦ୍ରୁତତମ ଧାବିକା ଦୂତି ଚାନ୍ଦ। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରଣ ରିଜିଜୁଙ୍କ ଟ୍ବିଟ୍ରୁ ଏହି ସୂଚନା ମିଳିଛି। ୨୦୧୬ ରିଓ ଅଲିମ୍ପିକ୍ସରେ ପଦାର୍ପଣ କରିଥିବା ଦୂତି ମୋଟ ୬ଟି ଖେଳ ସିରିଜରୁ ୨୦…

ଦୌଡ ରାଣୀ ଦୂତି ଚାନ୍ଦଙ୍କ ବିଜୟ ଯାତ୍ରା……

ଚଳିତ ବର୍ଷର ସମ୍ମାନ ଜନକ ଅର୍ଜୁନ ପୁରସ୍କାର ପାଇଁ ଓଡିଶାରୁ ଧାବିକା ଦୁତି ଚାନ୍ଦ ମନୋନୀତ ହୋଇଛନ୍ତି । ଓଡ଼ିଶାର ୯ମ ଖେଳାଳି ଓ ଦ୍ଵିତୀୟ ଧାବିକା ଭାବେ ଦୂତି ଏହି ସମ୍ମାନ ଜନକ ପୁରସ୍କାର ଲାଭ କରିବାକୁ ଯାଉଛନ୍ତି । ଚଳିତ ବର୍ଷ କରୋନା ମହାମାରୀ କାରଣରୁ ଏହି ଜାତୀୟ ପୁରସ୍କାର ବିତରଣ ଉତ୍ସବ…

କୋଲକାତାରେ ଦୌଡ଼ରାଣୀ ଦୂତୀ ଚାନ୍ଦ, ଅଗଷ୍ଟ ୨୯ ଜାତୀୟ କ୍ରିଡ଼ା ଦିବସରେ ରାଷ୍ଟ୍ରପତିଙ୍କଠାରୁ ଗ୍ରହଣ କରିବେ ଅର୍ଜୁନ…

ଭୁବନେଶ୍ବର: ଅଗଷ୍ଟ ୨୯ ତାରିଖ ଜାତୀୟ କ୍ରିଡ଼ା ଦିବସରେ ରାଷ୍ଟ୍ରପତିଙ୍କଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କରିବେ ଦୌଡ଼ରାଣୀ ଦୂତୀ ଚାନ୍ଦ। ଏଥିପାଇଁ ଦୂତୀ କୋଲକାତାରେ ପହଞ୍ଚିଛନ୍ତି । କୋଲକାତାରେ ପହଞ୍ଚିବା ପରେ ତାଙ୍କୁ ବହୁ ଶୁଭେଚ୍ଛୁ ସ୍ୱାଗତ ଜଣାଇଥିଲେ । ଏହି ପୁରସ୍କାର ତାଙ୍କ ମନୋବଳକୁ…

ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହେବା ପରେ କିଟ ଓ କିସ୍‌ ପକ୍ଷରୁ ଦୂତି ଚାନ୍ଦଙ୍କୁ ଦିଆଗଲା ସମ୍ବର୍ଦ୍ଧନା

କେନ୍ୟୁଜ୍(ବ୍ୟୁରୋ):  ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହେବା ପରେ କିଟ ଓ କିସ୍‌ ପକ୍ଷରୁ ଦୌଡ଼ରାଣୀ ତଥା କିଟ୍‌ ଛାତ୍ରୀ ଦୂତି ଚାନ୍ଦଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । କିଟ୍‌ ଓ କିସ୍‌ ପରିବାର ପକ୍ଷରୁ ତାଙ୍କୁ ଦିଆଯାଇଛି ଉଚ୍ଛ୍ୱସିତ ସମ୍ବର୍ଦ୍ଧନା । ଏକ ନିରାଡମ୍ବର କାର୍ଯ୍ୟକ୍ରମରେ କିଟ୍‌…

ଓଡ଼ିଆ ଧାବିକା ଦୂତି ଚାନ୍ଦଙ୍କୁ ମିଳିବ ଅର୍ଜୁନ ପୁରସ୍କାର, ଘୋଷଣା କଲା କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ

ଭୁବନେଶ୍ୱର: ଓଡ଼ିଆ ଧାବିକା ତଥା ଦୁତି ଚାନ୍ଦଙ୍କୁ ମିଳିବ ଅର୍ଜୁନ ପୁରସ୍କାର । କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ ତରଫରୁ ଏନେଇ ଘୋଷଣା କରାଯାଇଛି । ପୂର୍ବରୁ ଅର୍ଜୁନ ପୁରସ୍କାର ପାଇଁ ଆଥଲେଟ ଦୂତି ଚାନ୍ଦଙ୍କ ନାଁ ସୁପାରିସ କରା ଯାଇଥିଲା । ଯାହା ଉପରେ ଆଜି କ୍ରୀଡା ମନ୍ତ୍ରାଳୟ ତରଫରୁ ମୋହର…

ଅର୍ଜୁନ ପୁରସ୍କାର ପାଇଁ ସୁପାରିସ ହେଲା ଦୂତି ଚାନ୍ଦଙ୍କ ନାଁ

ଭୁବନେଶ୍ୱର:  ଅର୍ଜୁନ ପୁରସ୍କାର ପାଇଁ ସୁପାରିସ ହେଲା ଦୂତି ଚାନ୍ଦଙ୍କ ନାଁ । ଦୂତିଙ୍କ ବ୍ୟତୀତ ଓଡ଼ିଶାର ଆଉ ଦୁଇ ଖେଳାଳିଙ୍କ ନାଁ ବି ସୁପାରିସ ହୋଇଛି । ପୁରୁଷ ହକି ଖେଳାଲି ବୀରେନ୍ଦ୍ର ଲାକ୍ରା ଓ ମହିଳା ହକି ଖେଳାଳି ଦୀପଗ୍ରେସ ଏକ୍କାଙ୍କ ନାଁ ବି ସୁପାରିସ ହୋଇଛି ।

ଅର୍ଜୁନ ପୁରସ୍କାର ପାଇଁ ଦୂତୀ ଚାନ୍ଦଙ୍କ ନାଁ ସୁପାରିଶ କଲେ ରାଜ୍ୟ ସରକାର

ସମ୍ମାନଜନକ ଅର୍ଜୁନ ପୁରସ୍କାର ପାଇଁ ଦୌଡ଼ରାଣୀ ଦୂତୀ ଚାନ୍ଦଙ୍କ ନାଁ ସୁପାରିଶ କରିଛନ୍ତି ରାଜ୍ୟ ସରକାର। ପୁରସ୍କାର ପାଇଁ ସୁପାରିଶର ଶେଷ ତାରିଖ ଜୁନ୍‌ ୩ ଥିବା ବେଳେ ସରକାରଙ୍କ ତରଣରୁ ପୂର୍ବରୁ ହିଁ ସୁପାରିଶ କରାଯାଇଛି। ତେବେ ଏହା ପ୍ରଥମ ଥର ନୁହେଁ ଗତ ବର୍ଷ ମଧ୍ୟ ଦୂତୀଙ୍କୁ ଅର୍ଜୁନ…