ଏସୀୟ କ୍ରୀଡ଼ାରେ ସଫଳତା ପରେ ଦିଲ୍ଲୀ ଫେରିଲେ ଦୂତି ଚାନ୍ଦ
ନୂଆଦିଲ୍ଳୀ(କେନ୍ଯୁଜ୍) : ଏସୀୟ କ୍ରୀଡ଼ାରେ ଡବଲ ରୌପ୍ୟ ପଦକ ଜିତିବା ପରେ ଜାକର୍ତ୍ତାରୁ ଦିଲ୍ଲୀ ଫେରିଲେ ଦୂତି ଚାନ୍ଦ । ଦିଲ୍ଲୀ ବିମାନ ବନ୍ଦରରେ କିଟ୍ ଓ କିସର ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ତାଙ୍କୁ ସ୍ୱାଗତ କରିଥିଲେ । ଦୂତିଙ୍କ ସହ ତାଙ୍କ କୋଚ୍ ନାଗପୂରୀ ରମେଶଙ୍କୁ…