ଥରିଲା ଅଯୋଧ୍ୟା, ଭୟରୁ ଘରୁ ଦୌଡିଲେ ଲୋକେ
ଭୂମିକମ୍ପ ଝଟକାରେ ଥରିଲା ଅଯୋଧ୍ୟା । ରବିବାର ରାତି ୧ଟାରେ ଅଯୋଧ୍ୟାରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ପକ୍ଷରୁ ଏହାର ତୀବ୍ରତା ୩.୬ ରହିଥିଲା ବୋଲି ଜଣାପଡିଛି ।
ତେବେ ଏହି ଝଟକାରେ କିଛି କ୍ଷୟକ୍ଷତି ହୋଇନାହିଁ । ଭୂକମ୍ପର କେନ୍ଦ୍ର ଅଯୋଧ୍ୟା…