ଭୂମିକମ୍ପ ଝଟ୍କାରେ ଥରିଲା ନାଗପୁର, ରିକ୍ଟର ସ୍କେଲରେ ତୀବ୍ରତା ୨.୭
ମହାରାଷ୍ଟ୍ରରେ ଭୂମିକମ୍ପ । ରାଜ୍ୟର ନାଗପୁର ଅଞ୍ଚଳରେ ହାଲୁକା ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି । ନାଗପୁର ଆଞ୍ଚଳିକ ପାଣିପାଗ ବିଭାଗ ଦ୍ୱାରା ମିଳିଥିବା ସୂଚନା ମୁତାବକ, ରବିବାର ଅପରାହ୍ନ ପ୍ରାୟ ୨ଟା ୪୮ ମିନିଟ୍ରେ ଭୂମିକମ୍ପର ହାଲୁକା କମ୍ପନ ଅନୁଭୂତ ହୋଇଥିଲା । ଭୂମିକମ୍ପର ତୀବ୍ରତା…