Below header
Browsing Tag

earthquake

ଜାପାନରେ ୭.୫ ତୀବ୍ରତାର ଭୂମିକମ୍ପ, ସୁନାମୀ ଆଲର୍ଟ ଜାରି

ଜାପାନର ଇସିକାଭା ଅଞ୍ଚଳରେ ସୋମବାର ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୭.୫ ରେକର୍ଡ କରାଯାଇଛି। ଭୂମିକମ୍ପ ଯୋଗୁ ପ୍ରଶାସନ ସୁନାମୀ ସତର୍କତା ଜାରି କରିଛି। ଜାପାନୀ ମିଡିଆ ‘ଏନ୍‌ଏଚ୍‌କେ’ ମୁତାବକ, ପ୍ରଶାସନ କହିଛି ଯେ ସୁନାମୀରେ ୫…

ଜାପାନରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୩

ଜାପାନରେ ଗୁରୁବାର ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଜାପାନର କୁରିଲ ଦ୍ୱୀପରେ ଆସିଥିବା ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୩ ମପାଯାଇଛି। ଅଧିକାରୀମାନଙ୍କ ମୁତାବକ, ଏ ପର୍ଯ୍ୟନ୍ତ ସୁନାମୀକୁ ନେଇ କୌଣସି ଚେତାବନୀ ଜାରି କରାଯାଇ ନାହିଁ। ମିଡିଆ ରିପୋର୍ଟ…

ତାଇୱାନରେ ଶକ୍ତିଶାଳୀ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୩

ତାଇୱାନରେ ଭୂମିକମ୍ପ। ଦକ୍ଷିଣ ଚୀନ୍ ସାଗରରେ ଅବସ୍ଥିତ ଏହି ଛୋଟିଆ ଦ୍ୱୀପ ତାଇୱାନରେ ଭୟଙ୍କର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ମପାଯାଇଛି। ଭୂମିର କମ୍ପନ ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରି ଆସିଥିଲେ। ନ୍ୟୁଜ୍ ଏଜେନ୍ସି…

ଚୀନ ପରେ ଥରିଲା କଶ୍ମୀର ଏବଂ ଲଦାଖ, ୨୪ ଘଣ୍ଟାରେ ୧୧ ଥର ଥରିଲାଣି ପୃଥିବୀ

ପୁଣି ଥରିଲା ଜମ୍ମୁ କଶ୍ମୀର । ମଙ୍ଗଳବାର ସକାଳ ୧୦.୩୧ ମିନିଟରେ କଶ୍ମୀର ଘାଟିରେ ଭୂମିକମ୍ପ ଆସିଛନ୍ତି ସୂଚନା ମିଳିଛି । ଏହାଛଡା ଲଦାଖର କିଛି ଅଞ୍ଚଳ ମଧ୍ୟରେ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ଗଭୀରତା ୧୦ କିମି ରହିଛି । ଗତ ୨୪ ଘଣ୍ଟା ଭିତରେ ୧୧ ଥର ଭୂକମ୍ପ ଆସିଥିବା ଖବର ମିଳିଛି ।…

ଦୈବ ଦୁର୍ବିପାକ ନେଉଛି ଜୀବନ, ଜାଣନ୍ତୁ କେଉଁ କେଉଁ ସ୍ଥାନରେ ହୋଇଛି ଭୂକମ୍ପ

ସରି ସରି ଆସୁଛି ବର୍ଷ । ନୂଆ ବର୍ଷକୁ ଦିନ କେଇଟା ବାକି ରହିଲା । ଏନେଇ ବିଶ୍ୱର ପ୍ରତ୍ୟେକ କୋଣ ଅନୁକୋଣରେ ଚାଲିଛି ଜୋରଦାର ପ୍ରସ୍ତୁତି । କିନ୍ତୁ ଏହି ସମୟରେ ଚୀନରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କ ହୃଦୟକୁ ଥରାଇଛି । ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବାବେଳେ ହଠାତ…

ଚୀନରେ ବଡ଼ ଧରଣର ଭୂକମ୍ପ: ୧୧୬ ମୃତ, ୪୦୦ରୁ ଅଧିକ ଗୁରୁତର ଆହତ

ନୂଆଦିଲ୍ଲୀ : ଚୀନ ଦୋହଲିଗଲା ଶକ୍ତିଶାଳୀ ଭୂକମ୍ପରେ। ରିକ୍ଟର ସ୍କେଲରେ ତୀବ୍ରତା ୬.୨ ଥିବା ରେକର୍ଡ ହୋଇଛି। ଫଳରେ ଏବେ ସୁଦ୍ଧା ୧୧୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦୦ରୁ ଅଧିକ ଆହତ ହୋଇଛନ୍ତି। ଚୀନ୍ ଉତ୍ତର-ପଶ୍ଚିମ ଅଞ୍ଚଳର ଗାନସୁରେ ଭୂକମ୍ପ ହୋଇଛି । ୧୦ କିଲୋମିଟର ଗଭୀରତାରେ ଭୂକମ୍ପର…

ସକାଳୁ ସକାଳୁ ଆଫଗାନିସ୍ତାନରେ ଭୟଙ୍କର ଭୂକମ୍ପ, ତୀବ୍ରତା ୫.୨

ଆଜି ସକାଳୁ ସକାଳୁ ଥରିଲା ଆଫଗାନିସ୍ତାନ । ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରେ ମାପ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଭୂକମ୍ପ ବିଷୟରେ ସୂଚନା ଦେଇଛି । ଆଜି ସକାଳ ୭.୩୫ ରେ ଏହି ଭୂକମ୍ପ ଘଟିଛି । ବର୍ତ୍ତମାନ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବାର ଖବର…

୪ ରାଜ୍ୟରେ ମୃଦୁ ଭୂକମ୍ପ: ଦୋହଲିଲା ତାମିଲନାଡ଼ୁ, କର୍ଣ୍ଣାଟକ, ମେଘାଳୟ ଓ ଗୁଜରାଟରେ

ନୂଆଦିଲ୍ଲୀ : ୪ ରାଜ୍ୟରେ ମୃଦୁ ଭୂକମ୍ପ । ତାମିଲନାଡ଼ୁ, କର୍ଣ୍ଣାଟକ, ମେଘାଳୟ ଓ ଗୁଜୁରାଟରେ ଭୂକମ୍ପର ସାମାନ୍ୟ ଝଟକା। ୪ଟି ରାଜ୍ୟରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪ ରୁ କମ୍ ରହିଛି। କୌଣସି ସ୍ଥାନରେ କ୍ଷୟକ୍ଷତି ନେଇ ରିପୋର୍ଟ ନାହିଁ। ଗୁଜରାଟ କଛରେ ୩.୯ ତୀବ୍ରତାର ଭୂକମ୍ପ ଅନୁଭୂତ…

ଫିଲିପାଇନସରେ ଶକ୍ତିଶାଳୀ ଭୂମିକମ୍ପ, ତୀବ୍ରତା ୭.୬

ଫିଲିପାଇନସରେ ଶକ୍ତିଶାଳୀ ଭୂମିକମ୍ପ। ୭.୬ ତୀବ୍ରତାରେ ଥରିଲା ମିନ୍ଦାନାଓ ସହର। ମାଟି ତଳେ ୩୨କିମି ଗଭୀରରେ ଥିଲା ଭୂକମ୍ପର କେନ୍ଦ୍ରସ୍ଥଳ। ଭୂମିକମ୍ପ ପରେ ସୁନାମୀ ଆଲର୍ଟ ଜାରି କରିଛି ୟୁଏସ ସୁନାମୀ ୱାର୍ଣ୍ଣିଂ ସିଷ୍ଟମ। ଗତ ମାସରେ ଦକ୍ଷିଣ ଫିଲିପାଇନସରେ ୬.୭ ତୀବ୍ରତାର ଭୂମିକମ୍ପରେ…

ସକାଳୁ ସକାଳୁ ଭୂକମ୍ପରେ ଥରିଲା ବାଂଲାଦେଶ, ତୀବ୍ରତା ୫.୬ ; ଭାରତରେ ଝଟକା ମଧ୍ୟ ଅନୁଭୂତ

ଭୂକମ୍ପରେ ଥରିଲା ବାଂଲାଦେଶ । ୫.୬ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି । ଭାରତୀୟ ସମୟ ସକାଳ ୯ଟା ୫ ମିନିଟରେ ଝଟକା ଅନୁଭୂତ ହୋଇଥିଲା । ଏହି ଭୂକମ୍ପର କେନ୍ଦ୍ର ୧୦ କିଲୋମିଟର ଗଭୀରରେ ଥିଲା । ଆଜି ସକାଳେ ଦେଶର ଉତ୍ତର ପ୍ରଦେଶର ଲଦାଖରେ ଏକ ଭୂକମ୍ପ ଘଟିଛି । ଏହାର ତୀବ୍ରତା ରିଚ୍ଟର ସ୍କେଲରେ…

ଭୂକମ୍ପରେ ଗୋଟିଏ ଦିନରେ ଥରିଲା ୩ ଦେଶ, କ୍ଷୟକ୍ଷତି ହୋଇ ନଥିବା ସୂଚନା

ନୂଆଦିଲ୍ଲୀ: ଆଜି ୩ଟି ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ । ପାକିସ୍ତାନ, ନିଉ ଗିନି ଓ ତିବ୍ଦତର ସିଜାଙ୍ଗରେ ଭୂମିକମ୍ପ ଅନୁଭୂତ ହୋଇଛି । ପାକିସ୍ତାନରେ ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ଥିଲା ୪.୨ । ଭୋର୍ ୩ଟା ୩୮ ମିନିଟରେ ଝଟକା ଅନୁଭୂତ ହୋଇଥିଲା । ଏହାର କିଛି ସମୟ ପୂର୍ବରୁ ନିଉ ଗିନିରେ…

ଶକ୍ତିଶାଳୀ ଭୂମିକମ୍ପ ଝଟ୍‌କାରେ ଦୋହଲିଲା ତାଇୱାନ, ରିକ୍ଟର ସ୍କେଲରେ ତୀବ୍ରତା ୫.୪

ତାଇୱାନର ପୂର୍ବ ଉପକୂଳରେ ରବିବାର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୪ ମପାଯାଇଛି। ଭୂମିକମ୍ପ ଯୋଗୁ ରାଜଧାନୀ ତାଇପେରେ କିଛି ଅଟ୍ଟାଳିକା ଦୋହଲି ଯାଇଛି। କିନ୍ତୁ କ୍ଷୟକ୍ଷତିର କୌଣସି ଖବର ନାହିଁ। ପାଣିପାଗ ବ୍ୟୁରୋ କହିଛି ଯେ ଭୂମିକମ୍ପର କେନ୍ଦ୍ରସ୍ଥଳ…