Below header
Browsing Tag

earthquake

ଇଣ୍ଡୋନେସିଆରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୬.୨

ଇଣ୍ଡୋନେସିଆର ହଲ୍‌ମାହେରା ଦ୍ୱୀପରେ ଅନୁଭୂତ ହୋଇଛି ଭୂମିକମ୍ପ ଝଟ୍‌କା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ରହିଛି ୬.୨। ଭୂମିକମ୍ପର କେନ୍ଦ୍ରସ୍ଥଳୀ ଭୂମିର ପ୍ରାୟ ୧୨୦ କିଲୋମିଟର ଗଭୀରରେ ଥିଲା। ତେବେ ଏଥିରେ କୌଣସି କ୍ଷୟକ୍ଷତିର ଖବର ନାହିଁ। ଅବଶ୍ୟ, ୬.୨ ତୀବ୍ରତାର ଭୂମିକମ୍ପକୁ ସାଂଘାତିକ…

ପାକିସ୍ତାନରେ ଶକ୍ତିଶାଳୀ ଭୂକମ୍ପ ଝଟକା, ତୀବ୍ରତା ୫.୨

ପାକିସ୍ତାନରେ ଭୂମିକମ୍ପ ଝଟକା ଅନୁଭୂତ । ଭୂମିକମ୍ପର ତୀବ୍ରତା ୫.୨ ବୋଲି ଜଣାପଡିଛି । ସକାଳ ୫.୩୫ ମିନିଟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଏହି ସୂଚନା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଦ୍ୱାରା ଦିଆଯାଇଛି। ରିପୋର୍ଟ ଅନୁଯାୟୀ, କୌଣସି ଜୀବନ କିମ୍ବା ସମ୍ପତ୍ତି ନଷ୍ଟ ହେବାର ଖବର…

୨୪ ଘଣ୍ଟାରେ ୧୪୦୦ ଭୂକମ୍ପ, ଆଇସଲ୍ୟାଣ୍ଡରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା

ବିଶ୍ୱର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ବାରମ୍ବାର ଅନୁଭୂତ ହେଉଛି । ଏହା ମଧ୍ୟରେ ୨୪ ଘଣ୍ଟାରେ ୧୪୦୦ ଥର ଭୂକମ୍ପ ହୋଇଥିବା ସୂଚନା ମିଳିଛି । ଲଗାତାର ଥରିଲା ଆଇସଲ୍ୟାଣ୍ଡ । ଭୂମିକମ୍ପ ଯୋଗୁଁ ଦେଶରେ ଜରୁରୀକାଳୀନ ପରିସ୍ଥିତି । ୨୪ ଘଣ୍ଟାରେ ୧୪୦୦ ଥର ଭୂକମ୍ପ ପରେ ଆଇସଲ୍ୟାଣ୍ଡ ଜରୁରୀକାଳୀନ…

ପଞ୍ଜାବରେ ୩.୨ ତୀବ୍ରତାର ଭୂକମ୍ପ, ହିମାଚଳ ପର୍ଯ୍ୟନ୍ତ ଝଟକା ଅନୁଭୂତ

ଦେଶର ବିଭିନ୍ନ ରାଜ୍ୟରେ ଗତ କିଛିଦିନ ହେବ ଭୂକମ୍ପ ଝଟକା ଅନୁଭୂତ ହେଉଛି । ଦିଲ୍ଲୀ ପରେ ଏବେ ପଞ୍ଜାବର ରୁପନଗରରେ ୩.୨ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ଝଟକା ରାତି ୧.୧୩ ରେ ଅନୁଭୂତ ହୋଇଥିଲା । ତେବେ ଭୂକମ୍ପର ଗଭୀରତା ୧୦ କିମି ତଳେ ରହିଛି । ଭୂକମ୍ପ ମନିଟରିଂ ସେଣ୍ଟର…

ପୁଣି ଥରିଲା ପୃଥିବୀ, ବଙ୍ଗୋପସାଗରରେ ଭୂକମ୍ପ ଝଟକା

ସକାଳୁ ସକାଳୁ ବଙ୍ଗୋପସାଗରରେ ଭୂକମ୍ପ ଅନୁଭୂତ । ଏହି ଭୂକମ୍ପ ସକାଳ ୫.୩୨ ରେ ହୋଇଥିବା ସୂଚନା ମିଳିଛି । ଏହାର ତୀବ୍ରତା ୪.୨ ରହିଥିଲା । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ, ବଙ୍ଗୋପସାଗରର ଖାଡିରେ ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ଥିଲା । ଏହି ଭୂକମ୍ପରେ ଜୀବନ କିମ୍ବା…

ଦିଲ୍ଲୀ ଏନସିଆରରେ ଭୂକମ୍ପ ଝଟକା, ତିନି ଦିନରେ ଦ୍ୱିତୀୟ ଥର ଭୂକମ୍ପ

ଦିଲ୍ଲୀ-ଏନସିଆରରେ ଭୂମିକମ୍ପ ଝଟକା ଅନୁଭୂତ । ତିନି ଦିନରେ ଦ୍ୱିତୀୟ ଥର ଭୂକମ୍ପ ଝଟକା ଲାଗିଛି । ନେପାଳରେ ଭୂକମ୍ପ ଝଟକା ଲାଗିଛି । ଯାହାର ତୀବ୍ରତା ୫.୬ ରହିଛି । ଅପରାହ୍ନ ୪.୧୬ ମିନିଟରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ସୂଚନା ଦେଇଛି ।…

ପୁଣି ନେପାଳରେ ଭୂମିକମ୍ପ ଝଟକା, ୩୬ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ଥରିଲା

ସକାଳୁ ସକାଳୁ ପୁଣି ଥରିଲା ନେପାଳ । ନ୍ୟାସନାଲ ସେଣ୍ଟର ଫର ସେସ୍ମୋଲୋଜି ମୁତାବକ, ନେପାଳରେ ପୁଣି ୩.୬ ତୀବ୍ରତା ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ନେପାଳ ପରେ ଆଫଗାନିସ୍ତାନର ଫେଜାବାଦରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଏହାର ତୀବ୍ରତା ୪.୫ ରହିଛି । ନେପାଳରେ ୨ ଦିନ ତଳେ…

କେଉଁଠାରେ ହୋଇଥିଲା ଏକବିଂଶ ଶତାବ୍ଦୀର ଭୟଙ୍କର ଭୂକମ୍ପ ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନେପାଳରେ ଘଟିଥିବା ଭୟଙ୍କର ଭୂକମ୍ପ ସମସ୍ତଙ୍କ ମନରେ ସୃଷ୍ଟି କରିଛି ଭୟ । ଏହି ଭୟଙ୍କର ଭୂକମ୍ପରେ ଅନେକ ଲୋକଙ୍କ ଜୀବନ ଯାଇଛି । ରିପୋର୍ଟ ଅନୁଯାୟୀ ପଶ୍ଚିମ ନେପାଳର ଜାଜରକୋଟ ଏବଂ ରୁକୁମ୍ ଜିଲ୍ଲାରେ ସବୁଠାରୁ ଅଧିକ ବିନାଶ ଘଟିଛି । ଅନେକ ଲୋକ ଆହତ ହୋଇଛନ୍ତି । ନେପାଳରେ ହୋଇଥିବା ଏହି…

ନେପାଳ ଭୂମିକମ୍ପ : ଏପର୍ଯ୍ୟନ୍ତ ୧୫୦ରୁ ଅଧିକ ମୃତ, ଜାଜରକୋଟ-ରୁକୁମ ଅଧିକ ପ୍ରଭାବିତ

ନେପାଳ ଭୂମିକମ୍ପ ନେଉଛି ଅନେକ ଜୀବନ । ରାତିରେ ଶୋଇଥିବା ବେଳେ ୬.୪ ତୀବ୍ରତାର ଭୂମିକମ୍ପରେ ଥରିଲା ନେପାଳ । ଏପର୍ଯ୍ୟନ୍ତ ୧୫୦ରୁ ଅଧିକ ଜଣଙ୍କର ଜୀବନ ଯାଇଛି । ଅଧିକ ପ୍ରଭାବିତ ହୋଇଛି ନେପାଳରେ ରୁକୁମ ପଶ୍ଚିମ ଓ ଜାଜରକୋଟ ଜିଲ୍ଲା । ଜାଜରକୋଟ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ୧୦୦ରୁ ଅଧିକ…

ଇଣ୍ଡୋନେସିଆ ରେ ୬.୧ ତୀବ୍ରତାର ଭୂମିକମ୍ପ, ଘରଦ୍ୱାର କ୍ଷତିଗ୍ରସ୍ତ

ଇଣ୍ଡୋନେସିଆ ତିମୋର ଦ୍ବୀପରେ ୬.୧ ତୀବ୍ରତାର ଭୂମିକମ୍ପ । ଭୂମିକମ୍ପ ଝଟକାରେ ପୁଣି ଥରିଲା ଇଣ୍ଡୋନେସିଆ । ଫଳରେ କେତେକ କୋଠାବାଡ଼ି ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଲୋକମାନେ ଭୟଭୀତ ହୋଇଛନ୍ତି । ଏହି ଭୂମିକମ୍ପ ଯୋଗୁଁ କେହି ମୃତାହତ ହୋଇଥିବାର ଖବର ତୁରନ୍ତ ମିଳି ପାରିନାହିଁ…

ମିଆଁମାରରେ ପୁଣି ଭୂମିକମ୍ପ, ତୀବ୍ରତା ୪.୩

ମିଆଁମାରରେ ଭୟଙ୍କର ଭୂମିକମ୍ପ । ନ୍ୟାସନାଲ ସେଣ୍ଟର ଫର ସିସ୍ମୋଲୋଜି ମୁତାବକ, ଆଜି ସକାଳ ୪.୫୩ ମିନିଟରେ ୪.୫ ତୀବ୍ରତାର ଭୂମିକମ୍ପ ଆସିଛି । ଭୂକମ୍ପ ଯୋଗୁଁ କେହି ମୃତାହତ ହୋଇନାହାନ୍ତି । ଶୁକ୍ରବାର ଦିନ କେବଳ ମିଆଁମାର ନୁହେଁ ବରଂ ଆଫଗାନିସ୍ତାନରେ ମଧ୍ୟ ଭୂକମ୍ପ ଆସିଥିଲା ।…

ନେପାଳ ପରେ ମିଆଁମାରରେ ଭୂକମ୍ପ ଝଟକା, ତୀବ୍ରତା ୪.୩

ଭୂମିକମ୍ପରେ ଦୋହଲିଲା ମିଆଁମାର । ଆଜି ସକାଳୁ ୪.୩ ତୀବ୍ରତାର ଭୂମିକମ୍ପ ହୋଇଛି । ଗତକାଲି ନେପାଳରେ ୫.୩ ଭୂମିକମ୍ପ ଆସିବା ପରେ ଆଜି ମିଆଁମାରରେ ଝଟକା ଅନୁଭୂତ ହୋଇଛି । ତେବେ ଏଥିରେ କାହାର କିଛି କ୍ଷତି ହୋଇନାହିଁ । An earthquake with a magnitude of 4.3 on the Richter…