Browsing Tag

education minister

ଆକ୍ସନ ମୋଡ୍‌ରେ ଗଣଶିକ୍ଷା ମନ୍ତ୍ରୀ : କାର୍ଯ୍ୟରେ ଅବହେଳା ପାଇଁ ୨ ଜଣଙ୍କ ଦରମା ବନ୍ଦ, ୭ ଜଣ ଶିକ୍ଷକଙ୍କୁ କାରଣ…

(କେନ୍ୟୁଜ): ଗଣଶିକ୍ଷା ମନ୍ତ୍ରୀଙ୍କ ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତ । ବିଶୋଇ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଅଚାନକ ପରିଦର୍ଶନ କରିଥିଲେ ସମୀର ଦାଶ । କାର୍ଯ୍ୟରେ ଅବହେଳା ପାଇଁ ୨ ଜଣଙ୍କ ଦରମା ବନ୍ଦ କରିବା ସହ ୭ ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛନ୍ତି । ଏହା ସହ…

ବାଲେଶ୍ୱର ଗଣଶିକ୍ଷାମନ୍ତ୍ରୀଙ୍କ ପରାମର୍ଶ: ରାଜ୍ୟରେ ଶିକ୍ଷାକୁ ବିଶ୍ୱସ୍ତରୀୟ କରିବା ନିମନ୍ତେ ସମସ୍ତେ ପ୍ରୟାସ କରିବା…

ଭୁବନେଶ୍ୱର(କେନ୍ୟୁଜ୍): ୨୦୨୨ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ ଆଜି ବାଲେଶ୍ୱର ଗସ୍ତରେ ଯାଇ ଜିଲ୍ଲାସ୍ତରୀୟ ପ୍ରଧାନଶିକ୍ଷକ ସମ୍ମିଳନୀରେ ଅନୁଷ୍ଠିତ ହେଉଥିବା ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି କହିଲେ ଯେ ବିଶ୍ୱସ୍ତରରେ ଯେଉଁମାନେ ମହାନ କୀର୍ତ୍ତିମାନ ସ୍ଥାପନ…

ବିନା ହେଲମେଟରେ ଗାଡି ଚଢିଲେ ମନ୍ତ୍ରୀ ଓ ବିଧାୟକ, ଫାଇନ୍‌ ଗଣିଲେ ବାଇକ୍‌ ମାଲିକ

ବାଲେଶ୍ବର(କେନ୍ୟୁଜ୍): ବିନା ହେଲମେଟରେ ଗାଡି ଚଢିଲେ ମନ୍ତ୍ରୀ ଓ ବିଧାୟକ । ଫାଇନ୍‌ ଗଣିଲେ ବାଇକ୍‌ ମାଲିକ । ବାଲେଶ୍ବର ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ବିଧାୟକ  ସ୍ବରୂପ କୁମାର ଦାସଙ୍କ ସହ ବିଭିନ୍ନ ସ୍କୁଲକୁ ଗସ୍ତ ବେଳେ ହେମକାପଦା ନିକଟରେ ଟ୍ରାଫିକ ଚେକିଂରେ ପଡ଼ିଥିଲେ।…

କେବଳ ହିନ୍ଦୀ କହୁଥିବା ଲୋକ ଗୁପ୍‌ଚୁପ୍ ବିକ୍ରି କରନ୍ତି: ଏମିତି ବୟାନ ଦେଲେ ତାମିଲନାଡୁର ଉଚ୍ଚ ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ : ଲୋକେ କାହିଁକି ହିନ୍ଦୀରେ କଥାବାର୍ତ୍ତା କରନ୍ତି । ସେମାନେ ଆଗାମୀ ଦିନରେ କେବଳ ଗୁପ୍‌ଚୁପ୍ ବିକ୍ରି କରନ୍ତି । ଏହା ଆମର କି ଆପଣଙ୍କ ଚିନ୍ତା ନୁହେଁ । ଏଭଳି ମାନସକତା ରହିଛି ତାମିଲନାଡୁ ଉଚ୍ଚ ଶିକ୍ଷାମନ୍ତ୍ରୀ କେ ପୋନମୁଡୀଙ୍କର । ସେ କହିଛନ୍ତି ଯେ ହିନ୍ଦୀ ଭାଷାଭାଷୀମାନେ…

ସ୍କୁଲ ବନ୍ଦ ପ୍ରସଙ୍ଗରେ ଉତ୍ତର ରଖିଲେ ସ୍କୁଲ ଗଣଶିକ୍ଷା ମନ୍ତ୍ରୀ, କହିଲେ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରାଯାଇନି ସ୍କୁଲ

କେନ୍ୟୁଜ (ବ୍ୟୁରୋ): ସ୍କୁଲ ବନ୍ଦ ପ୍ରସଙ୍ଗରେ ଉତ୍ତର ରଖିଲେ ସ୍କୁଲ ଗଣଶିକ୍ଷା ମନ୍ତ୍ରୀ। କୌଣସି ବିଦ୍ୟାଳୟକୁ ଉଦ୍ଦେଶ୍ୟମୂଳକ ଭାବେ ବନ୍ଦ କରିବା ସରକାରଙ୍କ ଉଦ୍ଦେଶ୍ୟ ନୁହେଁ। ଆଇନ ବାହାରକୁ ଯାଇ ସରକାର କିଛି କରିନାହାନ୍ତି। ୨୦୧୩ ରେ ସରକାର ନିୟମ କରିଥିଲେ ସିଡୁଲ ନନ ସିଡୁଲ ଅଂଚଳରେ ସ୍କୁଲ…

ସେପ୍ଟେମ୍ବର ମାସ ସୁଦ୍ଧା ସ୍କୁଲ ଖୋଲିବା ସମ୍ଭବ ନୁହେଁ: ମନ୍ତ୍ରୀ ସମୀର ଦାସ

ଯାଜପୁର ଟାଉନ(କେନ୍ୟୁଜ୍): କୋରୋନାର ଭୟାବହତା ଯୋଗୁଁ ଏବେ ରାଜ୍ୟରେ ସ୍କୁଲ ଖୋଲିବା ସମ୍ଭବ ନୁହେଁ । ଏପରିକି ଆଗାମୀ ସେପ୍ଟେମ୍ବର ମାସ ସୁଦ୍ଧା ମଧ୍ୟ କୋରୋନା ନିୟନ୍ତ୍ରଣକୁ ଆସିବା ନେଇ ମଧ୍ୟ ସମ୍ଭାବନା ନାହିଁ । ସେଥିପାଇଁ ରାଜ୍ୟର ୬୦ ଲକ୍ଷ ଛାତ୍ର ଛାତ୍ରୀଙ୍କୁ ଇ-ଶିକ୍ଷା ଉପରେ ନିର୍ଭର…

ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କୁ ହିଁ କେବଳ ମିଳିବ ସରକାରୀ ଚାକିରି, ଶିକ୍ଷାମନ୍ତ୍ରୀଙ୍କ ବଡ଼ ଘୋଷଣା

ସରକାରୀ ସ୍କୁଲରେ ପଢ଼ୁଥିବା ପିଲା ହିଁ କେବଳ ସରକାରୀ ଚାକିରି କରିପାରିବେ। ଏଭଳି ଘୋଷଣା କରିଛନ୍ତି ଝାଡ଼ଖଣ୍ଡର ସୁବେର ଶିକ୍ଷା ମନ୍ତ୍ରୀ ଜଗନ୍ନାଥ ମହତୋ। ରାଜ୍ୟରେ ୯୫ ପ୍ରତିଶତ ଶିକ୍ଷକଙ୍କୁ ଅଣଶିକ୍ଷାଦାନ କାର୍ଯ୍ୟରୁ ମୁକ୍ତ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏବେ ଶିକ୍ଷକମାନେ…

ବଲାଙ୍ଗିର: କଣ୍ଟାବାଞ୍ଜି ବାଳିକା ହାଇସ୍କୁଲକୁ ଅଚାନକ ପରିଦର୍ଶନ କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ବିଭିନ୍ନ…

ବଲାଙ୍ଗିର(କେନ୍ୟୁଜ୍): ଗଣଶିକ୍ଷା ମନ୍ତ୍ରୀଙ୍କ ସରପ୍ରାଇଜ୍‌ ଭିଜିଟ୍‌ । ଆଜି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ବାଳିକା ହାଇସ୍କୁଲକୁ ଅଚାନକ ପରିଦର୍ଶନ କରିଥିଲେ ମନ୍ତ୍ରୀ ସମୀର ଦାଶ । ପରିଦର୍ଶନ ସମୟରେ ସ୍କୁଲରେ ପାଠ ପଢାଇବା ପରିବର୍ତ୍ତେ ଶିକ୍ଷକ ଶିକ୍ଷୟିତ୍ରୀମାନେ ଏକ କୋଠରୀରେ ବସିଥିବା…

ଶିକ୍ଷକଙ୍କ ଖରା ଛୁଟି ହୋଇନାହିଁ ବାତିଲ, ଏହାକୁ କରାଯାଉଛି ଗୁଜବ, ସ୍ପଷ୍ଟି କରଣ ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ

କେନ୍ୟୁଜ୍(ବ୍ୟୁରୋ):  ଏଣିକି ଖରାଛୁଟିରେ ଦୁର୍ବଳ ପିଲାଙ୍କ ପାଇଁ ଏକ୍ସଟ୍ରା କ୍ଲାସ ନେବେ ସରକାରୀ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ। ଉଜ୍ଜ୍ୱଳ, ଉତ୍‌ଥାନ, ଉତ୍କର୍ଷ ମାଧ୍ୟମରେ ପାଠ ପଢ଼ାଇବେ । ଛୁଟି ସମୟରେ ଶିକ୍ଷକଶିକ୍ଷୟିତ୍ରୀଙ୍କ ରୋଟେସନ ଡ୍ୟୁଟି ପଡ଼ିଥାଏ। ସେହି ସମୟରେ…

ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଜଟଣୀ ବିଇଓ ଅଫିସ୍‌ ସରପ୍ରାଇଜ୍‌ ଭିଜିଟ୍‌ ବେଳେ ପ୍ରଧାନଶିକ୍ଷୟିତ୍ରୀଙ୍କ…

ଭୁବନେଶ୍ବର(କେନ୍ୟୁଜ୍): ଆକ୍ସନ ମୋଡରେ ଗଣଶିକ୍ଷା ମନ୍ତ୍ରୀ। ଆଜି ଅଚାନକ କିଛି ସ୍କୁଲ ଗସ୍ତ କରିଥିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ଜଟଣୀ ବିଇଓ ଅଫିସ୍‌ ଓ ଯାଆଁଳା ନୋଡାଲ ଅଫିସକୁ ଅଚାନକ ପରିଦର୍ଶନ କରିଥିଲେ । ଏତିକିବେଳେ ମନ୍ତ୍ରୀଙ୍କ ନଜରକୁ ଆସିଥିଲା ଅନେକ ବ୍ୟତିକ୍ରମ ।…

ଗଣଶିକ୍ଷା ମନ୍ତ୍ରୀଙ୍କ ସରପ୍ରାଇଜ୍‌ ଭିଜିଟ୍‌, ବିଳମ୍ବରେ ଅଫିସ ପହଞ୍ଚିଥିବା କର୍ମଚାରୀଙ୍କ କଲେ ଗୋଟିଏ ଦିନର ଦରମା…

ଭୁବନେଶ୍ୱର(କେନ୍ୟୁଜ୍): ଗଣଶିକ୍ଷା ମନ୍ତ୍ରୀଙ୍କ ସରପ୍ରାଇଜ୍‌ ଭିଜିଟ୍‌। ଅଚାନକ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଓ ବାଲିପାଟଣାର ବିଭିନ୍ନ ସ୍କୁଲ ପରିଦର୍ଶନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ପ୍ରଥମେ ମନ୍ତ୍ରୀ ପହଞ୍ଚିଥିଲେ ବାଲିଅନ୍ତା ବ୍ଲକ ଶିକ୍ଷା ଅଧିକାରୀଙ୍କ…

ସର୍ପାଇଜ୍ ତଦନ୍ତ, ବିଇଓଙ୍କ କାର୍ଯ୍ୟଳୟକୁ ଆଜି ଅଚାନକ ପରିଦର୍ଶନ କରିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଆକ୍ସନ ମୋଡରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ । ଭୁବନେଶ୍ୱର ବିଇଓଙ୍କ କାର୍ଯ୍ୟଳୟକୁ ଆଜି ଅଚାନକ ପରିଦର୍ଶନରେ ଯାଇଥିଲେ ମନ୍ତ୍ରୀ ସମୀର ଦାସ । ଏହି ସମୟରେ କିଛି କର୍ମଚାରୀ ବିନା ଅନୁମତିରେ ଅନୁପସ୍ଥିତ ଥିବା ତାଙ୍କ ନଜରକୁ ଆସିଥିଲା । ଉପସ୍ଥାନ ରେଜିଷ୍ଟ୍ରାରକୁ ଯାଞ୍ଚ କରିଥିଲେ ମନ୍ତ୍ରୀ ।…