Browsing Tag

elder brother

ଇଏ କି ପ୍ରକାର ପାଗଳାମୀ, ମୋବାଇଲ ଡାଟା ଶେଷ କରିଦେବାରୁ ସାନ ଭାଇକୁ ଛୁରୀ ଭୁସି ହତ୍ୟା କଲା ବଡ ଭାଇ

ମୋବାଇଲ ଓ ଇଣ୍ଟରନେଟ ନିଶା ଆଜି କାଲିର ଯୁବପିଢ଼ିଙ୍କୁ ଏମିତି ଘାରିଛିଯେ, ଯେଉଁଥିରେ ଟିକେ ବି ଉଣା ହେଲେ ସେମାନେ ନିଜ ଲୋକଙ୍କ ଜୀବନ ନେବାକୁ ବି ପଛାଉ ନାହାନ୍ତି । ଏମିତିକି ସାମାନ୍ୟ ମୋବାଇଲ ଡାଟା ସାରି ଦେବାରୁ ଭାଇ ଭାଇର ହତ୍ୟା କରିବାକୁ ବି ପଛ ଘୁଞ୍ଚା ଦେଉନାହିଁ । ନିକଟରେ ଏମିତି ଏକ…