Browsing Tag

electric shock

ବାହୁଡ଼ାରେ ଅଘଟଣ: ରଥଟଣା ବେଳେ ଲାଗିଗଲା ବିଦ୍ୟୁତ ତାର, ଚାଲିଗଲା ୩ ଜୀବନ

କେରାପୁଟ/ଯୋଡ଼ା (କେନ୍ୟୁଜ୍):ବାହୁଡ଼ା ଯାତ୍ରାରେ ଅଘଟଣ । ରଥଟଣା ବେଳେ ବିଜୁଳି ସଂସ୍ପର୍ଶରେ ଆସି ଗଲା ୩ ଜୀବନ । କେରାପୁଟ ଜିଲ୍ଲା କୋଲାବ ନଗରରେ ରଥଟଣା ବେଳେ ବିଦ୍ୟୁତ ତାର ଲାଗି ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ବାବୁଲା ନାୟକ । ଗୁରୁତର କ୍ରିଷ୍ଣା…

କାମ କରୁଥିବା ବେଳେ ଅଘଟଣ, ବିଦ୍ୟୁତ ଆଘାତରେ ୬ ଶ୍ରମିକ ଗୁରୁତର

ବାଲେଶ୍ୱର (କେନ୍ୟୁଜ): ବାଲେଶ୍ୱରରେ ଦୁଃଖଦ ଖବର । ବିଦ୍ୟୁତ ଆଘାତରେ ୬ ଶ୍ରମିକ ଗୁରୁତର । ବାଲିଆପାଳ ଥାନା ବସ୍‌ଷ୍ଟାଣ୍ଡ ନିକଟରେ କାମ କରୁଥିବା ବେଳେ ଅଘଟଣ ଘଟିଛି । ଗୁରୁତରଙ୍କୁ ବାଲିଆପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା…

ଗଛରେ ପାଣି ଦେଉଥିଲାବେଳେ ଲାଗିଲା ବିଦ୍ୟୁତ ଆଘାତ: ମା, ପୁଅ ମୃତ

ସୋର (କେନ୍ୟୁଜ): ବିଦ୍ୟୁତ ଆଘାତରେ ଚାଲିଗଲା ମା ,ପୁଅଙ୍କ ଜୀବନ । ଗଛରେ ପାଣି ଦେଉଥିଲାବେଳେ ବିଦ୍ୟୁତ୍ ଆଘାତରେ ଗୁରୁତର ଅଵସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଖଇରା ଥାନା କଣ୍ଟାପଡା ନାହୁଲ ଗ୍ରାମରେ ଘଟିଛି ଏପରି ଘଟଣା । ସେଠାରେ ଡ଼ାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି।…

ସଙ୍କଟରେ ଗଜରାଜ: ବିଦ୍ୟୁତ୍‌ ଆଘାତରେ ୪ ହାତୀଙ୍କ ମୃତ୍ୟୁ, ଟ୍ରାନ୍ସଫର୍ମର ନିକଟରେ ପଡିଛି ମୃତଦେହ

ଗଜପତି (କେନ୍ୟୁଜ): ବିପତ୍ତି ହଟୁ ନାହିଁ ଗଜରାଜଙ୍କ ଉପରୁ । ବିଦ୍ୟୁତ୍‌ ଆଘାତରେ ୪ ହାତୀଙ୍କ ମୃତ୍ୟୁ ଅନୁମାନ। ସୀମାନ୍ତ ଆନ୍ଧ୍ର ଶ୍ରୀକାକୁଲମ ଜିଲ୍ଲା ବାମିନି ମଣ୍ଡଳମ କାଟ୍ରାଗଡ଼ ଗାଁ ନିକଟରେ ଏହି ଅଘଟଣ ଘଟିଛି। ଟ୍ରାନ୍ସଫର୍ମର ନିକଟରେ ପଡିଛି ହାତୀଙ୍କ ମୃତଦେହ। ଆଉ ୨ଟି ହାତୀ ଆହତ…

ବିଦ୍ୟୁତ ଆଘାତରେ ନାବାଳିକାଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ମେଡିକାଲରେ ଉତ୍ତେଜନା

ଗୁଣୁପୁର (କେନ୍ୟୁଜ): ବିଦ୍ୟୁତ ଆଘାତରେ ନାବାଳିକାଙ୍କ ମୃତ୍ୟୁ । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ଗୁଣୁପୁର ମେଡିକାଲରେ ଉତ୍ତେଜନା । ରାୟଗଡା ଜିଲ୍ଲା ଗୁଣୁପୁର ବ୍ଲକ ଅନ୍ତର୍ଗତ ଗଠଲପଦର ପଞ୍ଚାୟତର କୁକୁରଗୁଡା ଗ୍ରାମ ଅଙ୍ଗନବାଡି କେନ୍ଦ୍ର ଉପର ଦେଇ ଯାଇଥିବା ବିଦ୍ୟୁତ୍ ତାର…

ବରଗଡ଼ରେ ଘଟିଲା ଅଘଟଣ: ବିଦ୍ୟୁତ ଆଘାତରେ ମା ସହ ୮ ମାସ ଶିଶୁର ଚାଲିଗଲା ଜୀବନ

ବରଗଡ଼ (କେନ୍ୟୁଜ): ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ ବରକେଲ ଗାଁ ରେ ବିଦ୍ୟୁତ ଆଘାତରେ ମା ଓ ୮ ମାସ ପୁଅର ମୃତ୍ୟୁ । ଘରେ ଗଡ଼ରେଜ ଖୋଲୁ ଥିବା ସମୟରେ ବିଦ୍ୟୁତ ଲାଗି ଦୁହିଙ୍କ ଜଣଙ୍କ ମୃତ୍ୟୁ ହୋଇଛି । ମୃତ ମହିଳା ଅଞ୍ଜଳି ବାଗ ୩୨ ବର୍ଷ ହେଉଥିବା ବେଳେ ମୃତ ଶିଶୁ ଗୈରଭ ବାଗ ୮ ମାସ ହେଉଥିଲା ।…

ଗଣେଶ ପୂଜା ଭସାଣି ବେଳେ ଅଘଟଣ: ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ମୃତ, ୩ଗୁରୁତର

ଯାଜପୁର (କେନ୍ୟୁଜ): ଗଣେଶ ପୂଜା ଭସାଣି ସମୟରେ ଅଘଟଣ। ଡିଜେ କରେଣ୍ଟ ଆଘାତରେ ଜଣେ ମୃତ ଓ ୩ଜଣ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ବାରବାଟି ନିକଟ ଫୁଲାଡି ଗ୍ରାମରେ। ଆଜି ସନ୍ଧ୍ୟାରେ ସ୍ଥାନୀୟ ବେତଣ୍ଡା ଗ୍ରାମର ଯୁବକ ମାନେ ଗଣେଶ  ଭସାଣି ଶୋଭାଯାତ୍ରାରେ…

ବିଦ୍ୟୁତ୍ ଆଘାତରେ ଦମ୍ପତ୍ତି ମୃତ, ଅଳ୍ପକେ ବର୍ତ୍ତିଲା ଝିଅ

ଯୋଡ଼ା (କେନ୍ୟୁଜ): ବିଦ୍ୟୁତ୍ ଆଘାତରେ ଦମ୍ପତ୍ତି ମୃତ, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲା ୫ ବର୍ଷର ଝିଅ । ଏଭଳି ଅଭାବନୀୟ ଘଟଣା ଘଟିଛି ଯୋଡ଼ା ଥାନା, ଅଁସେଇକଳା ପଞ୍ଚାୟତ ଜାମୁକୁଣ୍ଡିଆ ଗାଁରେ । ମୃତ ଦମ୍ପତ୍ତି ହେଉଛନ୍ତି ମାନ୍ଦୁରୁ ମୁଣ୍ଡା ଓ ରାଇମଣୀ ମୁଣ୍ଡା । ତାଙ୍କର ୫ ବର୍ଷର ଝିଅ…

ଫସଲ ପାଇଁ ବାଡ଼ରେ ଲାଗିଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମହିଳାଙ୍କ ମୃତ୍ୟୁ

ଢେଙ୍କାନାଳ (କେନ୍ୟୁଜ): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ରୋଡ଼ ପଞ୍ଚାୟତ ଅନ୍ତର୍ଗତ ଗଇଲୋ ଗ୍ରାମରେ ଅଘଟଣ ଫସଲ ପାଇଁ ଲାଗିଥିବା ବିଦ୍ୟୁତ ବାଡ଼ ସଂସ୍ପର୍ଶରେ ଆସି ଜଣେ ମହିଳାଙ୍କର ମୃତ୍ୟୁ ହୋଇଛି । ମୃତ ମହିଳା ଜଣକ ଗଇଲୋ ଗାଁର ସଂଯୁକ୍ତା ସାହୁ । ସଞ୍ଜୁକ୍ତା ନିଜ ଘର ପାଖ ବାଡ଼ିକୁ ଯାଇଥିବା…

ବିଦ୍ୟୁତ ସଂସ୍ପର୍ଶରେ ଆସିଲେ ୨ ଛାତ୍ର, ଉଦ୍ଧାର କରିବାକୁ ଯାଇ ପ୍ରଧାନଶିକ୍ଷକ ବି ଗୁରୁତର

ସୋର (କେନ୍ୟୁଜ): ବିଦ୍ୟୁତ ଆଘାତରେ ଦୁଇ ଛାତ୍ର ଗୁରୁତର । ଜୀବନକୁ ବାଜି ଲଗାଇ ଦୁଇ ଛାତ୍ରଙ୍କୁ ଉଦ୍ଧାର କଲେ ପ୍ରଧାନ ଶିକ୍ଷକ । ଦୁଇ ଛାତ୍ରଙ୍କ ସହ ପ୍ରଧାନ ଶିକ୍ଷକ ଗୁରୁତର ହୋଇଛନ୍ତି । ଗୁରୁତରମାନଙ୍କୁ ସୋରରୁ ବାଲେଶ୍ବରକୁ ସ୍ଥାନାନ୍ତର କରାଯାଇଛି । ବାଲେଶ୍ବର ଜିଲ୍ଲା ସୋର ପୌରପାଳିକା…

ହିଞ୍ଜିଳିକାଟୁ : ବିଦ୍ୟୁତ ଖୁଣ୍ଟରେ ଲାଗି ନାବାଳକଙ୍କ ମୃତ୍ୟୁ

ହିଞ୍ଜିଳିକାଟୁ (କେନ୍ୟୁଜ): ବିଦ୍ୟୁତ ଖୁଣ୍ଟରେ ଲାଗି ନାବାଳକଙ୍କ ମୃତ୍ୟୁ। ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଅନ୍ତର୍ଗତ ବେଲଗାଁ ବେଲଶ୍ୱର ଶିବ ମନ୍ଦିରରେ ଥିବା ଏକ ବିଦ୍ୟୁତ୍ ଖୁଣ୍ଟରେ ଲାଗି ଗଣ୍ଡଳା ଗ୍ରାମର ଚିତ୍ତରଞ୍ଜନ ମହାନ୍ତି ନାମକ ଜଣେ ୧୫ବର୍ଷ ନାବାଳକ ଗୁରୁତର ହୋଇଥିଲେ। ତାଙ୍କୁ…

ବୌଦ୍ଧ କଙ୍କଲା ଗ୍ରାମରେ ଅଘଟଣ, ଫ୍ରିଜ ତାରରେ ଲାଗି ୪ ବର୍ଷର ଶିଶୁ ମୃତ

ବୌଦ୍ଧ(କେନ୍ଯୁଜ୍): ବୌଦ୍ଧ ହରଭଙ୍ଗା ଥାନା କଙ୍କଲା ଗ୍ରାମରେ ଅଘଟଣ । ଫ୍ରିଜ ତାରରେ ଲାଗି ୪ ବର୍ଷର ଶିଶୁ ବିଦ୍ୟୁତ ଆଘାତରେ ମୃତ୍ୟୁ । ମୃତକ ହେଲେ ଅରୁଣ ବେହେରାଙ୍କ ପୁଅ ରଜତ ବେହେରା । ସୂଚନା ଅନୁଯାୟୀ ହରଭଙ୍ଗା ଥାନା ଧଳପୁର ପଂଚାୟତ କଙ୍କଲା ଗ୍ରାମର ଅରୁଣ ବେହେରାଙ୍କ ପରିବାର ଗତକାଲି…